ଐତିହାସିକ ମ୍ୟାଚ୍ରେ ଚହଲଙ୍କ ଶତକ
ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍ରେ ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଇନିଂସର ୧୯ତମ ଓଭରରେ ଚହଲ…
ହୀରା ଆଉ ଶାଢ଼ି କିଣିବାକୁ ପସନ୍ଦ କରନ୍ତି ଲତା
ମୁମ୍ବାଇ: ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରୁଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ରବିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତ ବ୍ୟତୀତ ଲତା ଆଉ କେଉଁ କଥାରେ ଅଧିକ ଗୁରୁତ୍ୱ ଦେଉ ନ ଥିଲେ। ଲତା ସବୁବେଳେ କ୍ରିକେଟ ଖେଳ…
ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଫ୍ଲାଗ ମାର୍ଚ୍ଚ
ଛତ୍ରପୁର,୬।୨(ଡି.ଏନ୍.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ଛତ୍ରପୁର ବ୍ଲକ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ସ୍ଥନୀୟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ…
ଗିନିଜ୍ ବୁକ୍ରେ ଅଛି କୋକିଳ କଣ୍ଠୀଙ୍କ ନାମ
ବମ୍ବେ: ୧୯୨୯ ସେପ୍ଟେମ୍ବର ୨୮ରେ ସୁର ସାମ୍ରାଜ୍ଞୀ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ତାଙ୍କ ନାମ ‘ହେମା’ ଥିଲା। ହେଲେ ପାଞ୍ଚ ବର୍ଷ ପରେ ତାଙ୍କ ନାମ ‘ଲତା’ ରଖାଯାଇଥିଲା। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକର ସଙ୍ଗୀତ ନିର୍ଦ୍ଦେଶକ…
ପୌରପାଳିକା ନାଁରେ ନକଲି ଫେସବୁକ ଆକାଉଣ୍ଟ
ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ପୌରାଞ୍ଚଳ ନାମରେ ଦୀର୍ଘ ୧ବର୍ଷ ଧରି ନକଲି ଫେସବୁକ୍ ଆକାଉଣ୍ଟ ଖୋଲାଯାଇ ବିଭିନ୍ନ ପ୍ରକାର ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ୍ କରାଯିବା ସହ ଲୋକଙ୍କୁ ଭ୍ରମିତ କରାଯାଉଛି। ଏନେଇ ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ…
ଅନୁଗୋଳରେ ନକଲି ବିଦେଶୀ ମଦ ସାମ୍ରାଜ୍ୟ
ଅନୁଗୋଳ ଅଫିସ, ୬ା୨: ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ାରୁ ମିଳିଛି ନକଲି ବିଦେଶୀ ମଦ ବ୍ୟବସାୟର ଲିଙ୍କ୍। ଶନିବାର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରି ଏକ ଭଡ଼ାଘରୁ ୧୦୦ରୁ ଊର୍ଦ୍ଧ ବସ୍ତା ମଦବୋତଲ ଠିପି,…
୫ ବର୍ଷ ବୟସରେ ଏତେ ରାଗିଯାଇଥିଲେ ଲତା, ଆଉ ମାଡ଼ିଲେନି ସ୍କୁଲ ମାଟି
କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି। କୁହାଯାଏ, ଗୋଟିଏ ଘଟଣା ପାଇଁ ଲତା ସ୍କୁଲ ଯାଇ ନ ଥିଲେ। ତେବେ ଜାଣନ୍ତୁ କାହିଁକି? କୁହାଯାଏ ପିଲାଟି…
ଶିବାଜୀ ପାର୍କରେ ହେବ କୋକିଳକଣ୍ଠୀଙ୍କ ଅନ୍ତିମ ସତ୍କାର
ବମ୍ବେ,୬।୨: ମା’ ସରସ୍ବତୀଙ୍କ ବିସର୍ଜନରେ ବାହୁଡ଼ିଗଲେ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର। ଏହାପରେ ତାଙ୍କର ଶେଷକୃତ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଲତାଙ୍କ ପାର୍ଥିବ ଶରୀର ପ୍ରାୟ ୧୨.୩୦ ସମୟରେ ତାଙ୍କ ବାସଭବନକୁ ଅଣାଯିବ। ସେଠାରୁ ଶିବାଜୀ ପାର୍କକୁ ନିଆଯାଇ ପୂର୍ଣ୍ଣ…
ବର୍ଷାରେ ଭିଜି ଧାନ ଜଗିଲେ
ପଦ୍ମପୁର, ୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ସମିତି ଓ ମହାସଂଘର ମଣ୍ଡିରେ ଗୋଦାମ ବ୍ୟବସ୍ଥା ନାହିଁ। ଫଳରେ ଶୁକ୍ରବାର ତୁହାକୁ ତୁହା ବର୍ଷାରେ ପ୍ରାୟ ୫୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଭିଜି ଯାଇଛି। ଚାଷୀମାନେ ଧାନକୁ…
‘ଗାଁକୁ ରାସ୍ତା କର, ଭୋଟ୍ ନିଅ’
ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍ଥଳେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି। ପ୍ରାୟ ୨କି.ମି. ଖଟରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥାଏ।…
ଏକଦା ଲତାଙ୍କୁ ହତ୍ୟା ପାଇଁ ହୋଇଥିଲା ଉଦ୍ୟମ, ଦିଆଯାଇଥିଲା ସ୍ଲୋ-ପଏଜନ୍…
କୋକିଳକଣ୍ଠୀ ଲତା ମଙ୍ଗେସ୍କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି ସ୍ବର ସମ୍ରାଜ୍ଞୀ। ଆଠ ଦଶକରେ ୨୫ ହଜାର ଗୀତ ଗାଇ ସମସ୍ତଙ୍କୁ ତାଙ୍କ ସ୍ବରରେ ନିଜ ଆଡ଼କୁ ଆକୃଷ୍ଟ…
ଜଣେ ରାଜକୁମାରଙ୍କ ପ୍ରେମରେ ପଡ଼ିଥିଲେ ଲତା, ଗୋଟିଏ କାରଣ ପାଇଁ ସାରା ଜୀବନ ରହିଗଲେ ଅବିବାହିତା
ମୁମ୍ବାଇ: ଭରତରତ୍ନ ପୁରସ୍କାରପ୍ରାପ୍ତ ଲତା ମଙ୍ଗେସକର ଆଉ ଆମ ସହିତ ନାହାନ୍ତି। ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ। ଏହା ସହିତ ସେ ଏକମାତ୍ର ଜୀବନ୍ତ ବ୍ୟକ୍ତି, ଯାହାଙ୍କ ନାମରେ ପୁରସ୍କାର ଦିଆଯାଇଥିଲା। ୯୨ ବର୍ଷ ବୟସରେ ମଧ୍ୟ ତାଙ୍କ…
Archives


