ପ୍ରଚାରବେଳେ ବିଜେଡି-ଭାଜପା ମୁହାଁମୁହିଁ
ଝାରସୁଗୁଡ଼ା ଅଫିସ,୮ା୨: ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍ ୧ନମ୍ବର ଜୋନ୍ରେ ନିର୍ବାଚନ ପ୍ରଚାର ବେଳେ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଭାଜପା ଜିଲା ପରିଷଦ ପ୍ରାର୍ଥିନୀ ଶବ୍ୟାସିନୀ ପ୍ରଧାନ, ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକଙ୍କ ସହ ମିଶି…
ଅପହରଣ ପଛରେ ଭିକ୍ଟୋରିଆ ରୁପାଟଙ୍କା
ଖଡିଆଳ, ୮।୨(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ପୋଲିସ ଯୁବକଙ୍କୁ ଅପହରଣ ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଅପହୃତ ଯୁବକଙ୍କୁ ଉଦ୍ଧାର କରାଯିବା ପରେ ୧୮୮୫ ମସିହାର ଭିକ୍ଟୋରିଆ ରୁପାଟଙ୍କା ପାଇଁ ଅପହରଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ଘଟଣାରେ ୪ଜଣଙ୍କୁ ଗିରଫ…
‘ସମ୍ବିଧାନ ପୁଣି ଲେଖାଯିବ’ ଟିପ୍ପଣିକୁ ନେଇ ଅଡୁଆରେ ପଡିପାରନ୍ତି କେସିଆର୍, ଭାଜପା କରିପାରେ ଦେଶଦ୍ରୋହ ମାମଲା
ହାଇଦ୍ରାବାଦ,୮ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନିକଟରେ ଭାରତରେ ପୁଣିଥରେ ସମ୍ବିଧାନ ଲେଖାଯିବ ବୋଲି ଟିପ୍ପଣି ଦେଇଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳ ଏହାର ବିରୋଧ କରିଥିଲେ । ଏବେ ଭାଜପା…
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ
ଶାହରୁଖ ଖାନ୍ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମଟି ଶାହରୁଖ ଓ ଆଲିୟାଙ୍କ ପ୍ରଡକ୍ସନ ହାଉସ ଦ୍ବାରା ପ୍ରସ୍ତୁତ ହୋଇଛି। ଏହା ଏକ…
ଆଜି ବିଜେଡିର ଚାଉଳ, ଭାଜପାର ମମିତା ପ୍ରସଙ୍ଗ ନେଇ ଆନ୍ଦୋଳନ
ଭୁବନେଶ୍ୱର, ୮।୨(ବ୍ୟୁରୋ): ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡ଼ିଶା ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି। କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକ୍ଠୋକ୍ ମନା କରିବା। ଏହାଦ୍ୱାରା ଓଡ଼ିଶାର କୋଟି…
ହତ୍ୟା ପରେ ଦେଇଥିଲେ ଦୁର୍ଘଟଣା ରୂପ
ଜମନକିରା,୮ା୨(ଡି.ଏନ.ଏ.): ଯୁବକଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗରେ ଜମନକିରା ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଆଇଆଇସି ପ୍ରେମଜିତ…
ଭିଜିଲାନ୍ସ ଜାଲରେ ରେଡକ୍ରସ୍ ବ୍ଲଡ୍ ବ୍ୟାଙ୍କ ଟେକ୍ନିସିଆନ
କଟକ ଅଫିସ, ୮।୨: ଲାଞ୍ଚ ନେବା ଅଭିଯୋଗରେ କଟକସ୍ଥିତ ସେଣ୍ଟ୍ରାଲ ରେଡକ୍ରସ ବ୍ଲଡ୍ ବ୍ୟାଙ୍କ୍ ଲାବୋରେଟରି ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ବାଇଁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେ ଦୁଇ ବୋତଲ ‘ଏ ପଜିଟିଭ୍’ ଗ୍ରୁପ୍ ରକ୍ତ…
ବଢ଼ିଲା ତାତି: ୯ରୁ ପଶ୍ଚିମା ବାୟୁ ପ୍ରବାହ
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରୁ ଶୀତ ଅପସରି ଯାଉଛି। ରାତିରେ ହାଲୁକା ଶୀତ ହେଉଥିଲେ ମଧ୍ୟ ଦିନର ତାପମାତ୍ରା ଉପରମୁହଁା ହେଲାଣି। ଗତ ଦୁଇ ତିନିଦିନ ହେବ ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ଖରା ପ୍ରକୋପ ଧୀରେ…
ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ
କେନ୍ଦ୍ରାପଡ଼ା ଅଫିସ,୮।୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୋବିନ୍ଦପୁର ଗଁାର ଅମୂଲ୍ୟ ରାଉତଙ୍କ ପୁଅ ପରମେଶ୍ୱର (୨୮) ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସୋମବାର ଆବେଦନପତ୍ର ପଠାଇଛନ୍ତି। ଏକ ଘରୋଇ ହସ୍ପିଟାଲର ଚିକିତ୍ସା ପାଇଁ ତାଙ୍କର ଜୀବନ ଦୁର୍ବିଷହ ହୋଇଥିବା େଇପାରି ଆବେଦନପତ୍ରରେ…
ଆଜିଠୁ ଖୋଲିବ ପ୍ଲାନେଟାରିୟମ
ଭୁବନେଶ୍ୱର,୮।୨(ବ୍ୟୁରୋ): ଆଜି ଠାରୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲା ଡ.ଏପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସୋ’ ଦେଖିବାକୁ ଅନୁମତି ମିଳିବ। ପ୍ଲାନେଟାରିୟମ ବୁଲିବାକୁ ଆସୁଥିବା…
ନାଲ୍କୋର ୩ୟ ତ୍ରୈମାସରେ ୩.୫% ଅଭିବୃଦ୍ଧି
ଭୁବନେଶ୍ୱର,୮।୨: ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ଓ ରପ୍ତାନିକାରୀ ଉଦ୍ୟୋଗ ନ୍ୟାଶନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀ ଏହାର ନିଟ୍ ଲାଭରେ…
ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଆଦିବାସୀ ନେତା ଗିରଫ
ବୌଦ୍ଧ, ୮।୨(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଥିବାବେଳେ ପୋଲିସ ପକ୍ଷରୁ ମାଓବାଦୀ ସହ ସମ୍ପର୍କ ଅଭିଯୋଗରେ ସୋମବାର କାଳିଆ କହଁର (୫୫) ନାମକ ଜଣେ ଆଦିବାସୀ ନେତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କାଳିଆଙ୍କ ଘର…
Archives


