ପ୍ରେମିକଙ୍କ ସହ ଗୋଆରେ ପାଳିବେ ଜନ୍ମଦିନ

ବମ୍ବେ: ଆଉ ଦିନ କେଇଟାରେ ଜନ୍ମଦିନ। ଏହାକୁ ବେଶ ରୋମାଣ୍ଟିକ୍‌ ଭାବେ ପାଳନ କରିବାକୁ ଚାହାନ୍ତି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ। ଏଥିଲାଗି ଗୋଆକୁ ବାଛିଛନ୍ତି ସେ। ଦୁଇ ଦିନ ପୂର୍ବରୁ ପ୍ରେମିକ କରନ୍‌ କୁନ୍ଦ୍ରାଙ୍କ ସହ ସେ ସେଠାକୁ ଯାଇଛନ୍ତି। ଉଭୟଙ୍କୁ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଛି।

୧୯୯୩ ଜୁନ ୧୦ରେ ତେଜସ୍ବୀଙ୍କ ଜନ୍ମ। ସେ ନିଜର ୨୯ତମ ଜନ୍ମଦିନ ପାଳନ କରିବେ। ତେବେ ଗୋଆ ଯିବା ପୂର୍ବରୁ ତେଜସ୍ବୀ ପ୍ରଶଂସକଙ୍କ ସହ ନିଜର ଜନ୍ମଦିନ ମନାଇଛନ୍ତି। ଶୁଟିଂ ସେଟ୍‌ରେ ତେଜସ୍ବୀ କେକ୍‌ କାଟିବା ସହ ସେଲିବ୍ରେଟ୍‌ କରିଥିବା ଦେଖାଯାଇଛି।

କର୍ମଜୀବନ ବିଷୟରେ କଥା ହେଲେ ଅଭିନେତ୍ରୀ ଏବେ ଟେଲିଭିଜନ ଧାରାବାହିକ ‘ନାଗିନ ୬’ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା

ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ...

୨୦୨୧ରେ ହାତକୁ ଦୁଇହାତ ହେବେ ଏସବୁ ଯୋଡ଼ି: ତାଲିକା ଶୀର୍ଷରେ…

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ସିଜନ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କରୋନା ମହାମାରୀ ଯୋଗୁ ବେଶ୍‌ ପ୍ରଭାବିତ...

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପାଗଳପ୍ରାୟ ଥିଲେ ରାମ ଗୋପାଳ ବର୍ମା; ଚାପୁଡା ମାରିଥିଲେ ସ୍ତ୍ରୀ…

ବମ୍ବେ: ଇଞ୍ଜିନିୟରିଂ କଲେଜରେ ପାଠପଢ଼ା। ହେଲେ ଫିଲ୍ମ ନିର୍ଦ୍ଦେଶନା ବଦଳାଇଦେଇଥିଲା ଜୀବନ। ଆମେ କଥା ହେଉଛୁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିଷୟରେ। ‘ରଙ୍ଗିଲା’, ‘ସତ୍ୟା’,...

କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!

ମୁମ୍ବାଇ,୮।୯: ତୁଟୁନି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍‌ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ...

ସଂସ୍କାରି ଲୁକ୍‌ରେ ଇଦ୍ ପାଳନ କଲେ ଉର୍ଫି

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ଏହାର କାରଣ ହେଉଛି ତାଙ୍କ ଅଦ୍ଭୁତ ଡ୍ରେସିଂ ସେନ୍ସ । କେବେ...

ବାହା ହେବେ କରିସ୍ମା!

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏପ୍ରିଲ ୧୪ରେ ଆଲିଆ କପୁର ବଂଶର ବୋହୂ ସାଜିଛନ୍ତି...

ହ୍ବାଟ୍ସଆପ୍‌ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍‌ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…

ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ।...

ଖୁବ୍‌ ବିଳାସମୟ ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ

ଚେନ୍ନାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ କଳାକାର ପରିବାରରୁ ଆସିଥିଲେ ବି ବଡ ପରଦାରେ ତିଷ୍ଠି ରହିବାକୁ ସେ ଖୁବ୍‌ ପରିଶ୍ରମ କରିଛନ୍ତି। ନିଜର ପରିଶ୍ରମ...

Advertisement
Archives

Model This Week