Home Left

‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’

ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ଜିୱାଲ ଜୋରସୋରରେ ପ୍ରଚାର କରୁଛନ୍ତି। ସୋମବାର ଅମୃତସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେଜ୍‌ଜିୱାଲ…

ଏପିଲେପ୍‌ସି ବୃତ୍ତାନ୍ତ

ଅପସ୍ମାର ବା ଏପିଲେପ୍‌ସି ଏକପ୍ରକାର ମସ୍ତିଷ୍କ ରୋଗ। ଏହାକୁ ‘ମୃଗୀ ରୋଗ’ ବୋଲି ମଧ୍ୟ କହନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିକୁ ସାଧାରଣତଃ ବାରମ୍ବାର ହଠାତ୍‌ ବାତ ମାରିଥାଏ। ରୋଗୀଠାରେ ମାଂସପେଶୀଗୁଡ଼ିକରେ ଘନଘନ ଆକସ୍ମିକ ସଂକୋଚନ ହେବା ସଙ୍ଗେ ସଙ୍ଗେ ସେ…

ଝିଅର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପାଇଁ ଗଲା ମା’ଙ୍କ ଜୀବନ

ପାଲଘର,୧୪।୨: ଜଣେ ୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍‌ ଷ୍ଟାଟସରେ ଏକ ମେସେଜ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ମା’ଙ୍କୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ଯୁବତୀଙ୍କ ସାଙ୍ଗଙ୍କ ପରିବାର ସଦସ୍ୟ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାରେ।…

ଭାଜପା ବୈଠକରେ ସାମିଲ ହେଲେ କଂଗ୍ରେସ ଏମ୍‌ପି

ଚଣ୍ଡିଗଡ,୧୪।୨:ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଗୋଷ୍ଠୀକନ୍ଦଳ ଥମିବାର ନାଁ ନେଉନାହିଁ। ପଟିଆଲାରୁ କଂଗ୍ରେସ ଏମ୍‌ପି ଥିବା ପରନୀତ କୌର ଏବେ ଭାଜପା ବୈଠକରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଭାଜପା ପାଇଁ ପ୍ରଚାର ମଧ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ…

ସିଦ୍ଧାର୍ଥଙ୍କ ପ୍ରେମରେ ଉବୁଟୁବୁ ଅମିତାଭ ବଚ୍ଚନଙ୍କ ନାତୁଣୀ

ବଲିଉଡ ଅଭିନେତା ସିଦ୍ଧନ୍ତ ଚତୁର୍ବେଦୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଗେହରାୟାଁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଫିଲ୍ମ ରିଲିଜ ହେବା ପରେ ସିଦ୍ଧାନ୍ତଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି। ସିଦ୍ଧାନ୍ତ ନିଜ ଅଭିନୟ ପରେ ବ୍ୟକ୍ତିଗତ ଜୀବନକୁ…

ଭାଲେଣ୍ଟାଇନ୍‌ ଡେ’ରେ ରୋମାଣ୍ଟିକ୍‌ ହେଲେ ନେହା କକ୍କର

ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସ। ଏହି ଦିବସଟିକୁ ପ୍ରେମୀଯୁଗଳ ବେଶ୍‌ ଉତ୍ସାହର ସହ ପାଳନ କରିଛନ୍ତି। ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ଆନନ୍ଦ ସହକାରେ ପାଳନ କରୁଛନ୍ତି। ଏଥିରୁ ଗାୟିକା ନେହା କକ୍କର ଏବଂ ଏବଂ…

କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ

କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ ଶିକାରୀ ବନ୍ୟଜନ୍ତୁଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରୁଥିବାବେଳେ ବହୁ କମ୍‌ ସଂଖ୍ୟାରେ ଶିକାରୀ ସହ…

ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ପ୍ରେମ କରି ବସିଥିଲେ କାଜୋଲ

କୁହାଯାଏ ପ୍ରେମ ଯେତେ ଲୁଇଲେ ବି ଲୁଚି ରହେନା। ସେହିଭଳି ବଲିଉଡ ସେଲିବ୍ରିଟିଙ୍କ ପ୍ରେମ କାହାଣୀ ବେଶ୍‌ ମଧ୍ୟ ବହୁତ ରଙ୍ଗୀନ। ଅଭିନେତ୍ରୀ କାଜୋଲଙ୍କ ପ୍ରେମ କାହାଣୀ ସେମିତି ନିଆରା। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଅଜୟଙ୍କ ପୂର୍ବରୁ ସେ…

ଇନ୍‌ଷ୍ଟାଗ୍ରାମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ରାଉରକେଲା ଅଫିସ,୧୪।୨: ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଉଦିତନଗର ସାଇବର ଥାନା ପୋଲିସ ଅଭିଯୁକ୍ତଙ୍କୁ ରାଞ୍ଚିରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅମିତ କୁମାର ମହାତୋ(୨୬)। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅମିତ ରାଉରକେଲା ଅଞ୍ଚଳର…

ନିର୍ବାଚନରୁ ଓହରିବା ପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ଧମକ

ଦେବଗଡ଼,୧୪ା୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଜଣେ ପ୍ରତିନ୍ଦ୍ୱନ୍ଦୀ ପ୍ରାର୍ଥତ୍ନୀଙ୍କ ସ୍ବାମୀ ନିର୍ବାଚନରୁ ଓହରି ଯିବାକୁ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ବାରକୋଟ ଥାନା ପୋଲିସ ବିଭିନ୍ନ ଦଫାରେ…

ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୦୪କୁ ବୃଦ୍ଧି

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ବିହାର ଭାଜପା ବିଧାୟକଙ୍କ ନାମରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ପାଟଣା,୧୪।୨: ବିହାରର ଭାଜପା ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ରବିବାର ଅପହରଣ କରିଥିବା ଅଭିଯୋଗ ଆସିଛି। ଏ ନେଇ ଅପହୃତାଙ୍କ ମା’ ଅଭିଯୋଗକୁ ଭିତ୍ତି କରି ପାଟଣାର ଅଗାମ କୁଆନ ଥାନାରେ ମାମଲା ରୁଜୁ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri