Home Left

ଭାଲେଟାଇନ୍ସ ଡେ’ରେ ମନ ଦୁଃଖ କଲେ କ୍ୟାଟ୍ରିନା

ବଲିଉଡ୍‌ ଅଭିନେତା ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହ ପରେ ସେମାନଙ୍କର ପ୍ରଥମ ‘ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ଉଭୟଙ୍କୁ ଲଣ୍ଡନରୁ ଫେରୁଥିବାବେଳେ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। କ୍ୟାଟ୍ରିନା ଏବଂ ଭିକି ୁ ଫେରିଛନ୍ତି। ଏହା…

ଆହୁରି ସତର୍କ ହେବାକୁ ପଡିବ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ହଜାର ତଳେ ରହୁଛି ସଂକ୍ରମଣ, ଏହା ରାଜ୍ୟ ପାଇଁ ଖୁସି ଖବର। କେବଳ ଗୋଟିଏ ଜିଲାକୁ ଛାଡି ଆଉ ସବୁ ଜିଲାରେ ଟେଷ୍ଟ ପଜିଟିଭ୍‌ ରେଟ ୫ ପ୍ରତିଶତ ତଳେ ରହିଛି । ତେଣୁ ଆମକୁ ଆହୁରି ସତର୍କ…

‘ପଚାରିବାର ଅଛି ତ ପାକିସ୍ତାନକୁ ପଚାର’

ନୂଆଦିଲ୍ଲୀ,୧୪।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦାବି ଉପରେ ରାଜନୀତି ଜୋର ଧରିଛି। କେସିଆର୍‌ଙ୍କ ଉପରେ ଭାଜପା ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କେସିଆରଙ୍କୁ ଟାର୍ଗେଟ କରି କହିଛନ୍ତି, ପଚାରିବାର ଅଛି ତ ପାକିସ୍ତାନକୁ…

ଶ୍ରୀମନ୍ଦିରରେ କୋହଳ ହୋଇପାରେ ନିୟମ

ପୁରୀ ଅଫିସ,୧୪।୨: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କୋହଳ ପାଇଁ ପୁରୀ ସହରବାସୀ ଦାବି କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ଓ କିଓସ୍କୋ ବ୍ୟବସ୍ଥା ଉଠାଇବା ପାଇଁ ଜିଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି। ସେପଟେ ଦୁଇଦିନିଆ ପୁରୀ ଗସ୍ତରେ…

ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ନ କରି ପ୍ରଥମ ଥର ଭାରତୀୟ ଜନତା…

‘ମୁଁ ଜିତିଲେ ମୁସଲମାନମାନେ ତିଲକ ଲଗେଇବେ’

ଲକ୍ଷ୍ନୌ,୧୪।୨: “ମୁଁ ପୁଣି ଥରେ ନିର୍ବାଚିତ ହେଲେ ମୁସଲମାନମାନେ ତିଲକ ଲଗେଇବେ”। ଉତ୍ତରପ୍ରଦେଶ ନିର୍ବାଚନ ମଧ୍ୟରେ ଏଭଳି ବୟାନ ଦେଇଛନ୍ତି ଭାଜପାର ବିଧାୟକ ରାଘବେନ୍ଦ୍ର ସିଂ। ଘଟଣାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। “ଯଦି…

୩ଟା ସୁଦ୍ଧା ୟୁପିରେ ୫୧.୯୩% ମତଦାନ

ଲକ୍ଷ୍ନୋ,୧୪।୨: ପ୍ରଥମ ପର୍ଯ୍ୟାୟ ପରେ ସୋମବାର ଉତ୍ତରପ୍ରଦେଶର ୫୫ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଳିଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସାଢେ ୩ଟା ସୁଦ୍ଧା ୫୧.୯୩% ମତଦାନ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୮୪ ପ୍ରାର୍ଥୀ…

ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ ମୋଦି ଏକ ରାଲି କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି । ମୋଦି…

ମୁଖ୍ୟମନ୍ତ୍ରୀ, ତାଙ୍କ ପତ୍ନୀଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଡେରାଡୁନ,୧୪।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ସମସ୍ତ ୭୦ଟି ଆସନ ପାଇଁ ସୋମବାର ମତଦାନ ଜାରି ରହିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ତାଙ୍କ ପତ୍ନୀ ଗୀତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଧାମି ଓ…

ସଚିନଙ୍କ ପୁଅ ଆଇପିଏଲ୍‌ରେ ବିକ୍ରି ହେବା ପରେ ଝିଅ କହିଲେ…

ମୁମ୍ବାଇ,୧୪।୨:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଖେଳାଳିଙ୍କ ନିଲାମ ଶେଷ ହୋଇଛି। ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ନିଲାମରେ ମୋଟ ୨୦୪ ଖେଳାଳି ବିକ୍ରି ହୋଇଥିଲେ। ସେଥିମଧ୍ୟରୁ ୬୭ ଜଣ ବିଦେଶୀ ଥିଲେ। ପ୍ରସିଦ୍ଧ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ…

ଚନ୍ନିଙ୍କ ଅଭିଯୋଗ: ମୋଦିଙ୍କ ରାଲି ଯୋଗୁ ତାଙ୍କ ହେଲିକପ୍ଟର ଉଡାଣକୁ ମିଳିଲା ନାହିଁ ଅନୁମତି

ଚଣ୍ଡିଗଡ଼,୧୪ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଗସ୍ତକୁ ନେଇ ପୁଣି ବିବାଦ ଦେଖାଦେଇଛି । ମୋଦିଙ୍କ ଗସ୍ତ ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳି ନ ଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା…

ଠାକୁରଙ୍କୁ ବି ଛାଡ଼ିଲେନି ମନ୍ଦିରରୁ ଟେକିନେଲେ ୭ ଲକ୍ଷ ଟଙ୍କାର ମୂର୍ତ୍ତି

ସାକ୍ଷୀଗୋପାଳ, ୧୪।୨(ଡି.ଏନ୍‌.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନିକଟ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପିନାଥ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ବାର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିଲେ। ସିଂହାସନରେ ପୂଜା ପାଉଥିବା ଜୟଦୁର୍ଗା, ରାଧାକୃଷ୍ଣ, ପାର୍ବତୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri