Home Left

ଲୁଚା ଛପା ପରେ ଏବେ ରୀତିନୀତିରେ ବିବାହ

ଅଭିନେତା ବିକ୍ରାନ୍ତ ମେସି ତାଙ୍କର ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ରେଜିଷ୍ଟାର ମ୍ୟାରେଜ କରିଥିଲେ। ଦୁହେଁ ପାରମ୍ପରିକ ରୀତିନୀତିରେ ଆଜି ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତିି। ଛଅ ବର୍ଷ…

ପାକିସ୍ତାନ ସୁପର ଲିଗ୍‌ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି

ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍‌ ମୁକାବିଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁଲ୍‌ତାନ ସୁଲ୍‌ତାନ ଏବଂ କ୍ୱେଟା ଗ୍ଲାଡିଏଟର ମଧ୍ୟରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ କୋହଲିଙ୍କ…

ଏଠାରେ ପାଣିଠାରୁ ଅଧିକ ଶସ୍ତା ମିଳେ ଡିଜେଲ

୧୦୫ ଦିନରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହୋଇନାହିଁ। ଅନେକ ଦିନ ଧରି ଭାରତରେ ଡିଜେଲ ଦର ବହୁତ ଅଧିକ ରହିଛି। ଦିଲ୍ଲୀରେ ଲିଟର ପିଛା ଡିଜେଲର ମୂଲ୍ୟ ୮୬.୬୭ ଟଙ୍କା ଥିବାବେଳେ ମୁମ୍ବାଇରେ ଲୋକେ ୯୪.୧୪ ଟଙ୍କା…

୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟାରେ ୬ ଜିଲାରେ ହାଲ୍‌କା ବର୍ଷା ସମ୍ଭାବନା ରହିଛି। କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିସହ ଦକ୍ଷିଣ ଉପକୂଳ ଓଡ଼ିଶାରେ ମଧ୍ୟମ…

ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ। ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉପଲବ୍ଧ ହେବେ। ସେ…

ଡେବ୍ୟୁ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୮।୨: ପଦାର୍ପଣ ମ୍ୟାଚ୍‌ରେ ତ୍ରିଶତକ ମାରି ବିଶ୍ୱ ରେକର୍ଡ କରିଛନ୍ତି ବିହାରର ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ସାକିବୁଲ ଗାନି। ଚଳିତ ରଣଜୀ ଟ୍ରଫିରେ ମିଜୋରାମ ବିରୋଧରେ ସେ ତ୍ରିଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟର ଭାବେ ଏଭଳି କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ…

ବୁଥ୍‌ ରିଗିଂ ନେଇ ଜାତୀୟ ରାଜପଥ ଅବରୋଧ

ଚଣ୍ଡିଖୋଲ,୧୮।୨(ଡି.ଏନ୍‌.ଏ.): ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାଜପୁର ଜିଲା ବଡ଼ଚଣା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇ ଥିବା ବେଳେ ନଳିପୁର ପଞ୍ଚାାୟତର ଦୁଇଟି ବୁଥରେ ରିଗିଂ ଅଭିଯୋଗ ହୋଇଛି। ୧…

ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଯେବେ ନିର୍ବାଚନ ଆସେ ମୋ ସ୍ବାସ୍ଥ୍ୟକୁ ନେଇ ଗୁଜୁବ ପ୍ରଚାର ଆରମ୍ଭ ହୁଏ। ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି,…

ଟସ୍‌ ଜିତିଲେ ପୋଲାର୍ଡ; ବ୍ୟାଟିଂ କରିବ ଭାରତ

କୋଲକାତା, ୧୮।୨: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଶୁକ୍ରବାର ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଟିମ୍‌ ଅଧିନାୟକ କିରନ୍‌ ପୋଲାର୍ଡ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଟସ ହାରିଥିବା…

ଟିକା କରଣରେ ଓଡ଼ିଶାର ରେକର୍ଡ: ନେଲେଣି ୬ କୋଟି ୨୮ ହଜାର

ଭୁବନେଶ୍ୱର,୧୮।୨(ବ୍ୟୁରୋ):ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ୬ କୋଟି ୨୮ହଜାର ଡୋଜ କରୋନା ଟିକା ଦିଆସରିଛି। ସେଥିରୁ ୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇ ଥିବାବେଳେ ୨କୋଟି ୬୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ୭ଲକ୍ଷ ୬୧ହଜାର ଲୋକଙ୍କୁ ବୁଷ୍ଟର ଡୋଜ୍‌…

ପୌର ନିର୍ବାଚନ ପ୍ରସ୍ତୁତି: ମାଷ୍ଟର ଟ୍ରେନରଙ୍କୁ ମିଳିଲା ଇଭିଏମ ଟ୍ରେନିଂ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଆଗକୁ ପୌର ନିର୍ବାଚନ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରତି ଜିଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ ପରିଚାଳନା ବାବଦରେ ଏକ୍ସପର୍ଟ ତାଲିମ ଦେଉଛନ୍ତି…

ମତଦାନ ବେଳେ ଉତ୍ତେଜନା: ୩ ଖବରଦାତାଙ୍କୁ ଆକ୍ରମଣ, କ୍ୟାମେରା ଭଙ୍ଗାରୁଜା

ଚାନ୍ଦବାଲି,୧୮।୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତ ହଳଦିଆ ଗ୍ରାମର ୧୨ ଓ ୧୩ ନଂ. ବୁଥ୍‌ରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri