Home Left

ଅସରାଏ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ

ଖଣ୍ଡପଡ଼ା,୨୪ା୬ (ସ୍ବ.ପ୍ର.): ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବୁଲି ଉତ୍ସବ କିଛିଦିନ ତଳେ ପାଳନ କରାଯାଇଥିଲା। ମୋ ସ୍କୁଲ କମିଟି ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ବିଦ୍ୟାଳୟରେ ଅନେକ ଉନ୍ନୟନ ମୂଳକ କାମ ହୋଇଥିଲା। ହେଲେ ଜଳ ନିଷ୍କାସନ ପାଇଁ…

ଭାଙ୍ଗିଲା ଧୋନୀଙ୍କ ୧୭ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୪।୬:ଇଂଲଣ୍ଡର ତାରକା ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର୍‌ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ଆଇପିଏଲର ୧୫ତମ ସିଜନରେ ୮୬୩ ରନ ସ୍କୋର କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଫର୍ମ ମଧ୍ୟ ବଜାୟ ରଖିଛନ୍ତି। ନେଦରଲ୍ୟାଣ୍ଡ ବିପକ୍ଷ…

୨୭ରେ ନାମାଙ୍କନପତ୍ର ଦାଖଲ କରିବେ ଯଶବନ୍ତ

ନୂଆଦିଲ୍ଲୀ,୨୪।୬: ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଜୁନ ୨୭ରେ ନାମାଙ୍କନପତ୍ର ଦାଖଲ କରିବେ। ଯଶବନ୍ତ ଦୁଇ ଦିନିଆ ବିହାର ଏବଂ ଝାଡଖଣ୍ଡ ଗସ୍ତ କରିବେ ବୋଲି ଜଣାପଡିଛି। ସେହିପରି ଆଜିଠୁ ସିହ୍ନାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି।…

ଫିଲ୍ମ ‘ଶମ୍‌ଶେରା’ ପାଇଁ ବାଣୀ କପୁର ଚାର୍ଜ କରନ୍ତି ଏତିକି ଟଙ୍କା

ମୁମ୍ବାଇ: ଫିଲ୍ମ ‘ଶମ୍‌ଶେରା’କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଥିରେ ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଜବରଦସ୍ତ ସିନ୍‌ ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ବେଶ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶକ କରଣ ମାଲହୋତ୍ରା ଏବଂ…

ଅଭିନେତ୍ରୀ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ସନ୍ତୋଷ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଟେଲି ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାର ରହସ୍ୟ ବଢିବାରେ ଲାଗିଛି। ଶୁକ୍ରବାର ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର। ଏସ୍‌ପିଙ୍କ ନେତୃତ୍ୱରେ ସନ୍ତୋଷଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଗୁରୁବାର ମଧ୍ୟ ରଶ୍ମିଙ୍କ ପୂର୍ବ…

ଭାରତ ଆଫଗାନିସ୍ତାନରେ ପୁଣି କୂଟନୈତିକ ଉପସ୍ଥିତି ପୁନଃସ୍ଥାପିତ କଲା

ନୂଆଦିଲ୍ଲୀ,୨୪।୬: ଗତବର୍ଷ ଅଗଷ୍ଟରେ ଆଫଗାନିସ୍ତାନର ଶାସନ ତାଲିବାନ ହାତକୁ ଯାଇଥିଲା। ପରେ ଭାରତ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଥିଲା। ନୂଆଦିଲ୍ଲୀ ପୁନର୍ବାର ଗୁରୁବାର ଆଫଗାନିସ୍ତାନରେ କୂଟନୈତିକ ଉପସ୍ଥିତି ଜାହିର କରିଛି। କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏକ ଟେକ୍‌ନିକାଲ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି। ସୂଚନା…

ଗର୍ଲଫ୍ରେଣ୍ଡଙ୍କ ସହ ପ୍ୟାରିସରେ ଜନ୍ମଦିନ ପାଳିବେ ଅର୍ଜୁନ

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଏଥର ଜନ୍ମଦିନ ବହୁତ ଖାସ୍‌ ହେବାକୁ ଯାଉଛି। ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ ସହ ଏଥର ଜନ୍ମଦିନ ସେ ପ୍ୟାରିସରେ ପାଳନ କରିବେ। ଏଥିପାଇଁ ଦୁହେଁ ପ୍ୟାରିସ ବାହାରିଛନ୍ତି। ମଲାଇକା ମଧ୍ୟ ତାଙ୍କ ପ୍ରେମିକଙ୍କୁ ସ୍ବତନ୍ତ୍ର ଅନୁଭବ…

କୁକୁରର ଜନ୍ମଦିନ ପାର୍ଟି, ଖାଇଲେ ୫ ହଜାର ଲୋକ

ବେଙ୍ଗାଲୁରୁ: କୁକୁରର ଜନ୍ମଦିନ ଖୁସିରେ ଆୟୋଜିତ ହେଲା ଭବ୍ୟ ଜନ୍ମଦିନ ପାର୍ଟି। ଯେଉଁଥିରେ ୫ ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ନାଟକର ବେଲଗାଭି ଜିଲାର ତୁକ୍କାନତୀ ଗ୍ରାମରେ। ଯାହାକୁ ଶୁଣିଲେ କେହି ବି ଆଶ୍ଚର୍ଯ୍ୟ…

ଶିବସେନା କାର୍ଯ୍ୟାଳୟ-ମାତୋଶ୍ରୀରେ ବଢ଼ିଲା ସୁରକ୍ଷା: ଉଦ୍ଧବଙ୍କୁ ଭେଟିଲେ ପୋଲିସ କମିଶନର

ମୁମ୍ବାଇ,୨୪।୬: ଶିବସେନାରେ ଚାଲିଥିବା ବିଦ୍ରୋହକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମୁମ୍ବାଇ ପୋଲିସ କମିଶନର ଗୁରୁବାର ଦଳୀୟ କାର୍ଯ୍ୟାଳୟ ଶିବସେନା ଭବନ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିଜ ବାସଭବନ ମାତୋଶ୍ରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।…

‘ସିନ୍ଦେ ଭାଇ ମାତୋଶ୍ରୀ ଫେରି ଚାଲ’

ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ ଦଳର ବିଧାୟକ ଏକନାଥ ସିନ୍ଦେଙ୍କୁ ‘ମାତୋଶ୍ରୀ’କୁ ଫେରିବା ପାଇଁ ଅନୁରୋଧ କରିଛନ୍ତି। ବିଦ୍ରୋହୀ ବିଧାୟକ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଏବିଇଓ ଗିରଫ

ରାଜନଗର, ୨୪ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ଶ୍ରେଣୀଗୃହରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି। ଏ…

ଆଉ ୩ ମାସ ବଢିଲା ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୪।୬: ବଢିଲା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ। ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆଉ ୩ ମାସ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ସୂଚନାଅନୁସାରେ, ପୂର୍ବରୁ ଗତ ମାର୍ଚ୍ଚ ୨୪ରେ ଗୁଲେରିଆଙ୍କ କାର୍ଯ୍ୟକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?