ଜସ୍ମିନ-ଅଲିଙ୍କ ବ୍ରେକ୍ଅପ୍!
ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭସିନ ଅନ୍ୟତମ। ବିଗ୍ ବସ୍ ଘରେ ଉଭୟଙ୍କୁ ପ୍ରଥମେ ଯୋଡ଼ି ଭାବେ ଦେଖିବାକୁ ମିଳିଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲି ନ ଥିବା…
ପୁତୁଲପାଣି ଛକରେ ପଛକୁ ପଛ ପିଟିହେଲେ ୩ ଟ୍ରକ୍
କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ୍ଏଚ୍ ୪୯ ପୁତୁଲପାଣି ଛକ ନିକଟରେ ପଛକୁ ପଛ ପିଟି ହୋଇ ୩ ଟ୍ରକ୍ ନଷ୍ଟ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ଶନିବାର ସକାଳେ ରାସ୍ତା ଉପରେ ଏକ…
ଡିକି ଭାଙ୍ଗି ଲୁଟିନେଲେ ୧ ଲକ୍ଷ
ପୁରୀ ଅଫିସ,୧୯।୨: ପୁରୀ ଜିଲା ଗୋପ-କୋଣାର୍କ ରାସ୍ତାର ବେଗୁନିଆ ଛକ ନିକଟରେ ଥିବା ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ପୂର୍ବାହ୍ନରେ ଏରବଙ୍ଗ ଗ୍ରାମର ଦେବାଶିଷ ଦାସ କୌଣସି କାମ…
ଭାରତକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ; ଏହି ଖେଳାଳିଙ୍କ ଉପରେ ମୋହର ମାରିଲେ ଚୟନକର୍ତ୍ତା
ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଭାରତ। ଏହି ସିରିଜକୁ କିଛି ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯାଇଛି। ଦିନିକିଆ ଏବଂ ଟି-୨୦ ପରେ ଏବେ ଟେଷ୍ଟର…
କରୋନା ଛୁଇଁ ପାରିନି ଏହି ଗାଁକୁ
କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ମହାମାରୀ କାହାକୁ ରକ୍ଷା ଦେଇ ନ ଥିଲା। ଗୋଟିଏ…
ଏହି ରାଶି ଝିଅଙ୍କ ନାକ ଅଗରେ ରାଗ; ତାଙ୍କ ଆଗରେ ହେବାକୁ ପଡେ ନତମସ୍ତକ
ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ ଉତ୍ସାହୀ, ଆତ୍ମବିଶ୍ୱାସୀ,ଜିଦ୍ଖୋର ଏବଂ ରାଗି ହୋଇଥାନ୍ତି। ସେହି ଶନି ରାଶିର ଲୋକ ବହୁତ ପରିଶ୍ରମୀ,…
ବିବାହ ବନ୍ଧନରେ ଶିବାନୀ-ଫରହାନ
ମୁମ୍ବାଇ: ଦୀର୍ଘ ୪ ବର୍ଷର ଡେଟିଂ ପରେ ବଲିଉଡ କଳାକାର ଫରହାନ ଖାଁ ଶେଷରେ ଶିବାନୀ ଦାଣ୍ଡେକରଙ୍କୁ ସାତ ଜନ୍ମ ପାଇଁ ଆପଣାର କରିନେଇଛନ୍ତି । ଶନିବାର ଏମାନେ ବିବାହ କରିଛନ୍ତି । ଏହାର ପ୍ରଥମ ଫଟୋ ଆସିବା ପରେ ପ୍ରଶଂସକଙ୍କ…
କୁନି ହାତରେ ବାଳକ ଟେକୁଛନ୍ତି ଟ୍ରାକ୍ଟର
ଖେଳକୁଦ କରିବା ବୟସରେ ବଡ଼ କାରନାମା କରି ଚର୍ଚ୍ଚାରେ ଜଣେ ବାଳକ। ନିଜର କୁନି ହାତରେ ଟ୍ରାକ୍ଟରକୁ ଟେକି ପାରୁଛନ୍ତି ସେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟିକୁ ଯିଏ ବି ଦେଖୁଛି ଚକିତ ହୋଇଯାଉଛି।…
ଚୁମ୍ବନ ଦୃଶ୍ୟ ପୂର୍ବରୁ ଏହି ଅଭିନେତାଙ୍କୁ ୫ ଥର ହାତ ଧୁଆଇଥିଲେ ନେହା ଧୁପିଆ
ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋ’ରେ ନେହାଙ୍କ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ…
ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…
ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଚଳିତ ଥର ୟୁପି ନିର୍ବାଚନରେ କେବଳ ଦୁଇଟି ଦଳ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେଉଥିବା…
ନକଲି ଡାକ୍ତରଙ୍କ ଖୋଲିବ ୩୦ ବର୍ଷର ଗୁମର
ଭୁବନେଶ୍ୱର,୧୯।୨(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଶନିବାରଠାରୁ ୫ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଏସଡିଜେଏମ୍ କୋର୍ଟ ଅନୁମତି ପରେ କମିଶନରେଟ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ସମୟରେ ରମେଶଙ୍କ ୩୦ ବର୍ଷର ଅପରାଧିକ ଭିତ୍ତିଭୂମୀ ଖୋଳତାଡ଼ କରାଯିବ। ରମେଶଙ୍କ…
ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯।୨: ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ରବିଶ ତିୱାରୀ ୨୦୨୦ରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିଶ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ରାଜନୈତିକ ସମ୍ପାଦକ ଥିଲେ। ତାଙ୍କ ପରିବାରରେ…
Archives


