ନର୍ଓ୍ବେ ନାଇଟ୍ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ
ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଓ୍ବାର୍ମଅପ୍ ମ୍ୟାଚ: ଭାରତ ୮୨ ରନ୍ରେ ଅଗ୍ରଣୀ
ଲିସେଷ୍ଟର,୨୫।୫: ସ୍ଥାନୀୟ ଗ୍ରେସ୍ ରୋଡଠାରେ ଭାରତ ଓ ଲିସେଷ୍ଟର ମଧ୍ୟରେ ଗୁରୁବାରଠାରୁ ୪ ଦିନିଆ ଓ୍ବାର୍ମଅପ୍ ମ୍ୟାଚ୍ରେ ଭାରତ ଅଗ୍ରଣୀ ହାସଲ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୬/୮ରେ ଘୋଷଣା କରିଥିଲା। ଦଳ ପକ୍ଷରୁ ଶ୍ରୀକର ଭରତ ସର୍ବାଧିକ ୭୦…
ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଶିବସେନାର ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
ନୂଆଦିଲ୍ଲୀ,୨୫।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଶନିବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ…
୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ
ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିବାକୁ ସୁପାରିଶ କରିଛି। ଶନିବାର ଏନେଇ ସରକାରୀ ସୂତ୍ରରୁ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୨ କରୋନା ପଜିଟିଭ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ) : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ପିଲା ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି…
ଇସ୍ତଫା ଦେବେ ନାହିଁ ଉଦ୍ଧବ, ଶକ୍ତି ପରୀକ୍ଷାକୁ କରିବେ ଅପେକ୍ଷା
ମୁମ୍ବାଇ,୨୫ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଲ ହେବାରେ ଲାଗିଛି । ଏକନାଥ ସିନ୍ଦେଙ୍କୁ ସହଯୋଗ କରୁଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ଏବେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଏକ ପ୍ରକାର ସ୍ଥିର କରି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ…
‘ବିକ୍ରାନ୍ତ ରୋନା’ରେ ଜ୍ୟାକ୍ଲିନ୍ଙ୍କ ଧମାଲ, ୨୮ରେ ହେବ ରିଲିଜ୍
ସୁପର୍ଷ୍ଟାର କିଚ୍ଚା ସୁଦୀପଙ୍କ ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ ତାରିଖରେ ରିଲିଜ୍ ହେବ । ଏହାର ଟ୍ରେଲର୍ ରିଲିଜ୍ ହୋଇ ଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଫିଲ୍ମରେ ସୁଦୀପଙ୍କ ସହ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ ସ୍କ୍ରିନ୍…
ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ
ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ । ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଅତିରିକ୍ତ ୫…
ନକଲି ସିମେଣ୍ଟ କାରଖାନା ଠାବ: ୪ ଅଟକ
କଳିଙ୍ଗନଗର,୨୫।୬(ଡି.ଏନ.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୋଲିସ ଗୁରୁବାର ରାତିରେ ଠାବ କରିଛି। ଏଥିସହିତ ଘଟଣାସ୍ଥଳରୁ ପାଖାପାଖି ୨୦୦ ବସ୍ତାରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ଜବତ କରିଛି। ଏହି ଘାଟଣାରେ ପୋଲିସ…
ମୋଦି, ରାଜନାଥଙ୍କୁ ସମର୍ଥନ ମାଗିଲେ ଯଶବନ୍ତ
ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମର୍ଥନ ଲୋଡ଼ିଛନ୍ତି। ଉଭୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଯଶବନ୍ତ ସିହ୍ନା । ଜୁଲାଇ ୨୭ ତାରିଖରେ ଯଶବନ୍ତ ରାଷ୍ଟ୍ରପତି…
ଜିପ୍ସମ୍ ପରିବହନକୁ ନେଇ ବିବାଦ
ମାର୍ଶାଘାଇ,୨୫ା୬(ଡି.ଏନ୍.ଏ.): ପାରାଦ୍ୱୀପ ଇଫ୍କୋ ସାର କାରଖାନାରୁ ବାହାରୁ ଥିବା ଜିପ୍ସମ୍ର ପରିବହନକୁ ନେଇ ବିବାଦ ଦେଖା ଯାଇଛି ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଟ୍ରକ ମାଲିକ ସଂଘର ୩ ମିଳିତ ମଞ୍ଚ ପକ୍ଷରୁ ଇଫ୍କୋ କର୍ତ୍ତୃପକ୍ଷ ସେମାନଙ୍କୁ ପରିବହନ ପାଇଁ ସୁଯୋଗ ନ…
ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା
କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ରୁଷିଆ ସେନା ପୂର୍ବ ଲୁହାଂସ୍କ ଅଞ୍ଚଳର ରଣନିତିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ସହର…

