Home Left

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଆଜି ଦୁହେଁ ବିବାହ କରିବେ। ଏହାପୂର୍ବରୁ ଗୁରୁବାର ଶିବାନୀଙ୍କ ହଳଦୀ ସମାରୋହ ଆୟୋଜିତ ହୋଇଥିଲା। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ…

ଏସ୍‌ପି ପ୍ରାର୍ଥୀ ଅଭୟ ସିଂହ ଗିରଫ

ଅଯୋଧ୍ୟା,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ରାଜନୀତି ସରଗରମ ହୋଇଛି। ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏଥିସହ କେଉଁ କେଉଁ ସ୍ଥାନରେ ବିଭିନ୍ନ ଦଳ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା…

କରୋନା ମହାମାରୀ: ଜୁଲାଇ ପରେ ଫେବୃୟାରୀରେ ସବୁଠାରୁ ଅଧିକ ୧୫ ହଜାରରୁ ଅଧିକ ମୃତ୍ୟୁ!

ନୂଆଦିଲ୍ଲୀ,୧୯ ।୨: କରୋନା ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ଏବେ ଏକ ଖେଳ ବୋଲି ମନେ ହେଉଛି । ଇତି ମଧ୍ୟରେ ଫେବୃୟାରୀରେ ୧୫ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ସଂଖ୍ୟା ଗତ ବର୍ଷ ଜୁଲାଇରେ…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ଶନିବାରଠୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପରେ ବଳକା ସିଟ୍‌ଗୁଡିକରେ ନାମ ଲେଖିବା ପାଇଁ ଛାତ୍ରୀଛାତ୍ର ଆସନ୍ତା ୨୧ ତାରିଖ ଯାଏ ଆବେଦନ କରିବେ ।…

ଭୋଟ ଦେଲେନାହିଁ ଗ୍ରାମବାସୀ

ଭବାନୀପାଟଣା,୧୯।୨(ସ୍ବ.ପ୍ର.)କଳାହାଣ୍ଡି ଜିଲା ନର୍ଲା ନିର୍ବାଚନମଣ୍ଡଳୀରେ ୨ୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ନିର୍ବାଚନମଣ୍ଡଳୀରେ ନର୍ଲା ବ୍ଲକ ସମେତ ମ. ରାମପୁର ଓ କର୍ଲାମୁଣ୍ଡା ବ୍ଲକ ରହିଛି। ମ .ରାମପୁର ବ୍ଲକ ଅନ୍ତର୍ଗତ ଦେଢଶୂଳୀ ପଞ୍ଚାୟତ ସିନ୍ଧିଗୁ ଓ ସିରେଲପଦର…

ଶୁଟିଂ ସେଟ୍‌ରୁ ଫଟୋ ଭାଇରାଲ

ବଲିଉଡର ଅଭିନେତା ସଲମାନ ଖାନ ଓ କ୍ୟାଟ୍ରିନା କୈଫ ବହୁଦିନର ବ୍ୟବଧାନ ପରେ ଫିଲ୍ମ ‘ଟାଇଗର-୩’ରେ ନଜର ଆସିବେ। ଏ ନେଇ ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଶୁଟିଂ ସେଟ୍‌ରୁ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁ ଫଟୋରେ ସଲମାନ…

ପୁରୀରେ ୫ଟି ସଚିବ, ସମସ୍ତ ବ୍ୟବସ୍ଥାର କଲେ ଅନୁଧ୍ୟାନ

ପୁରୀ ଅଫିସ, ୧୯।୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପହଞ୍ଚିବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିର ଦର୍ଶନରେ ଆସିବେ। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଶନିବାର ସକାଳ ୭ଟା ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ ସପରିବାର ସହ…

ଭୋଟବାକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ

ଝାରସୁଗୁଡ଼ା ଅଫିସ,୧୯ା୨: ଝାରସୁଗୁଡ଼ା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ୮୫.୧୪ ପ୍ରତିଶତ ରହିଛି। କୋଲାବିରା ବ୍ଲକ୍‌ରେ ୮୭,୬୯% ରହିଥିବାବେଳେ ଲଖନପୁର ବ୍ଲକ୍‌ରେ ୮୨.୫୯% ରହିଛି। ନିର୍ବାଚନ ଶେଷ ହେବାପରେ ଭୋଟ୍‌ବାକ୍ସ ଷ୍ଟ୍ରଙ୍ଗରୁମ୍‌ରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଚଳିତ ତ୍ରିସ୍ତରୀୟ…

ଏସିଆର ସବୁଠାରୁ ବଡ ବାୟୋ ସିଏନଜି ପ୍ଲାଣ୍ଟର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୯ ।୨: ସାରା ଦେଶରେ ସ୍ୱଚ୍ଛତାକୁ ନେଇ ସବୁଠାରୁ ଆଗରେ ଥିବା ମଧ୍ୟପ୍ରଦେଶର ଇନ୍ଦୋର ସହର ଏବେ ଆବର୍ଜନାରୁ ବି ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ହୋଇଛି । ଏଠାରେ ଏସିଆର ସବୁଠାରୁ ବଡ ବାୟୋ ସିଏନଜି ପ୍ଲାଣ୍ଟ ନିିର୍ମାଣ କରାଯାଇଛି…

ମହାକାଳ ମନ୍ଦିରରେ ଆରମ୍ଭ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୯ ।୨: ମହାଶିବରାତ୍ରୀ ପୂର୍ବରୁ ଉଜ୍ଜୟିନୀରେ ଥିବା ମହାକାଳ ମନ୍ଦିର ପ୍ରଶାସନ ଶିବଭକ୍ତଙ୍କୁ ଏକ ବଡ ଉପହାର ଦେଇଛନ୍ତି । ପୁଣିଥରେ ମହାକାଳେଶ୍ୱର ମନ୍ଦିରରେ ଭଷ୍ମ ଆଳତି ଆରମ୍ଭ କରାଯାଇଛି । ଅଧିକାରୀମାନେ କହିଛନ୍ତି କରୋନା ପ୍ରଭାବ କମ ହେବାରୁ ସାଧାରଣ…

ଶିକ୍ଷକ ନ ଥିବା ସ୍କୁଲ

ଲକ୍ଷ୍ନୌ: ଏମିତି ଏକ ସ୍କୁଲ ଯେଉଁଠି ନା ଅଛନ୍ତି ଶିକ୍ଷକ ନା ପ୍ରିନ୍ସିପାଲ। ଅଛନ୍ତି କେବଳ ଛାତ୍ରୀଛାତ୍ର। କଥାଟା ଶୁଣିଲେ ସମସ୍ତଙ୍କୁ ହୁଏତ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ଏକ ଭିନ୍ନ ଧରଣର ସ୍କୁଲରେ ପାଠପଢ଼ି ପିଲାମାନେ ବେଶ୍‌ ସଫଳତା ହାସଲ…

ସାମ୍‌ସଙ୍ଗ ଏସ୍‌୨୨ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୯।୨: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଭାରତରେ ଏହାର ପ୍ରିମିୟମ ଫ୍ଲାଗ୍‌ଶିପ ‘ଗ୍ୟାଲାକ୍ସି ଏସ୍‌୨୨ ଅଲ୍‌ଟ୍ରା, ଗ୍ୟାଲାକ୍ସି ଏସ୍‌୨୨+ ଏବଂ ଗ୍ୟାଲାକ୍ସି ଏସ୍‌୨୨’ ସିରିଜ୍‌ର ଶୁଭାରମ୍ଭ କରାଯାଇଛି। ଏହି ପ୍ରିମିୟମ ସ୍ମାର୍ଟଫୋନ ପାଇଁ ନୂତନ ମାନକ ସ୍ଥିର କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri