ଫ୍ୟାଶନରେ ଚୋକର ଟପ୍ସ
ଯେକୌଣସି ଅକେଜନ୍ ହେଉ ନା କାହିଁକି ଜିନ୍ସ ଓ ଟପ୍ସ ପିନ୍ଧିଲେ କମ୍ଫଟେବଲ ଲାଗିଥାଏ ବୋଲି ଅନେକଙ୍କର ମତ ଥାଏ। ଏପରିକି କେହି କେହି ପାର୍ଟି, ଫଙ୍କ୍ସନରେ ସ୍କର୍ଟ ସହ ଟପ୍ସକୁ ପେୟାର କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ସେଥିପାଇଁ ମାର୍କେଟ୍ରେ…
ଖଟ ତଳେ ଏସବୁ ରଖିବେ ନାହିଁ, ନଚେତ…
ବାସ୍ତୁଶାସ୍ତ୍ର ଅନୁଯାୟୀ, ଖଟ ତଳେ ଭୁଲ୍ରେ ବି କେବେ ଲୁହାର କୌଣସି ଜିନିଷ କିମ୍ବା ଝାଡୁ ରଖିବା ଉଚିତ୍ ନୁହେଁ। କାରଣ ଏହାଦ୍ୱାରା କୁଆଡ଼େ ଘରେ ବାସ୍ତୁଦୋଷ ଉପୁଜିଥାଏ ବୋଲି ବିଶ୍ୱାସ କରାଯାଏ। ତା’ସହିତ ପରିବାର ସଦସ୍ୟଙ୍କ ମନ ଓ ମସ୍ତିଷ୍କ…
ସ୍ତ୍ରୀକୁ ପଥର ଛେଚି ମାରିଲେ ସ୍ବାମୀ
ଆର.ଉଦୟଗିରି,୧୦।୭(ଡି.ଏନ୍.ଏ.): ସ୍ତ୍ରୀକୁ ପଥର ଛେଚି ହତ୍ୟାକଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ। ମୃତକ ହେଲେ ସୁକାନ୍ତି ନାୟକ। ସୂଚନାଯୋଗ୍ୟ, ଶନିବାରି ରାତିରେ କୌଣସି ଘଟଣାକୁ କେନ୍ଦ୍ର କରି ସ୍ବାମୀ ଭଗବାନ…
ଘରେ ଗୋଟିଏ ରେଖାରେ ତିନୋଟି କବାଟ ରହିବା ଶୁଭଙ୍କର ନୁହେଁ, ଜାଣନ୍ତୁ ବାସ୍ତୁ…
* ଧନ ଓ ସମୃଦ୍ଧିର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ବା ଟ୍ରେଜେରିକୁ ଏହି ଦିଗରେ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। * ସେହିପରି ଘରେ ରାହୁ…
ରଥ ଦେଖି ଫେରିବା ବେଳେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ
ଖଇରା,୧୦।୭(ଡି.ଏନ୍.ଏ.): ବଲେଶ୍ବର ଜିଲା ଖଇରା ବ୍ଲକ ବାଉଁଶଗଡ଼ିଆ ପଞ୍ଚାୟତ କୋହ୍ଲସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦ୍ରୌପଦୀ ହୋ(୪୫)। ସମା ହୋଙ୍କ ସ୍ତ୍ରୀ ଦ୍ରୌପଦୀ ଶନିବାର ସାରେ ମହୁଲପଙ୍ଖାରି ରଥ ଦେଖି ଫେରୁଥିବା ବେଳେ ୨ଟି ହାତୀ…
ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୦।୭(ବ୍ୟୁରୋ): ସ୍କୁଲ ଭିତରେ ଗଣମାଧ୍ୟମର ପ୍ରବେଶକୁ ନେଇ ବିଇଓ ଲଗାଇଥିବା ପ୍ରତିବନ୍ଧକକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁକୁ ପ୍ରବେଶ କରୁଛନ୍ତି। କିଛି ସ୍ଥାନରେ ଏପରି…
ନିଜ ଘରେ ଇଂଲଣ୍ଡକୁ ପରାଜିତ କରିବା ପରେ ଏପରି କହିଲେ ରୋହିତ ଶର୍ମା
ବର୍ମିଂହାମ,୧୦।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍କୁ ୪୯ ରନ୍ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଫଳରେ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ ଜିତି ନେଇଛି ଦଳ। ଘରୋଇ ଟିମ୍କୁ ଘରୋଇ ମଇଦାନରେ ପରାଜିତ…
ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, କାରଣ ଖୋଜି ପାଉନି ପୋଲିସ
ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ସପ୍ତାହେ ପୁରିଲାଣି । ସ୍ବତନ୍ତ୍ର ପୋଲିସ ଟିମ୍ ଏହାର ତଦନ୍ତ ଜାରି ରଖିଛି । କିନ୍ତୁ ଏଯାଏ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ରୁଚିକାଙ୍କ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ…
୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ଥିବ ପ୍ଲାଷ୍ଟିକ
ୱାଶିଂଟନ,୧୦ ।୭: ଏବେ ଆମର ଆଧୁନିକ ଜୀବନ ଶୈଳି ଯଦିଓ ଆମ ଚାଲିଚଳନକୁ ସହଜ କରି ଦେଇଛି ହେଲେ ଏହାଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାର ବେଳକୁ ବେଳ ଅଧିକ କରିବାରେ ଲାଗିଛୁ । ଏହି ପ୍ଲାଷ୍ଟିକ ଆଗାମୀ ଦିନରେ ଯେ କିଛିି…
ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା
ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍ଆର୍ଆର୍ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ ଥର ପଚରାଯାଇଥିଲେ ହେଁ ସେ ଚୁପ୍ ରହିଥିଲେ। ହେଲେ ନିକଟରେ ଏକ ସାକ୍ଷାତକାରରେ ଉପାସନା…
ଆଜି ହରିଶୟନ ଏକାଦଶୀ
ପୁରୀ ଅଫିସ, ୧୦।୭: ଆଜି ମହାପ୍ରଭୁଙ୍କ ହରିଶୟନ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ନିର୍ଘଣ୍ଟ ଅନୁଯାୟୀ ରାତି ସାଢେ ୧ଟାରେ ଶୟନ ଠାକୁରେ ବିଜେ ହେବେ । ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ…
ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଲକ୍ଅପ୍ ତଥା ବିଗ୍ବସ୍ର ପ୍ରତିଯୋଗୀ ଥିବା ପାୟଲ ରୋହତଗୀ। ଦୀର୍ଘ ଦିନର ପ୍ରେମିକ ସଂଗ୍ରାମ ସିଂହଙ୍କ ହାତ ଧରିଛନ୍ତି ସେ। ସୋସିଆଲ ମିଡିଆରେ ବିବାହର ଏକ ଫଟୋ ଶେୟାର କରି ପାୟଲ ସମସ୍ତଙ୍କ ସହ…

