ଆଗରେ ‘ରାଧେ ଶ୍ୟାମ’
ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଇ କାଠିଆୱାଡି’ ଫେବୃଆରୀରେ ମୁକ୍ତିଲାଭ କରିଥିଲା। ଏହା ସହିତ ତେଲୁଗୁର ଅନେକ ଫିଲ୍ମ ମଧ୍ୟ ପରଦାକୁ ଆସିଥିଲା। ବର୍ତ୍ତମାନ ମାର୍ଚ୍ଚର ପାଳି ହୋଇଥିବା ବେଳେ ଅନେକ ଫିଲ୍ମର ଲମ୍ବା ଲାଇନ୍ ଲାଗିଛି। ମାର୍ଚ୍ଚରେ ଅନେକ ଫିଲ୍ମ ଏବଂ…
ବିଏମ୍ସି ନିର୍ବାଚନ ଲାଗି କଂଗ୍ରେସର ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୪।୩(ବ୍ୟୁରୋ): ବିଏମ୍ସି ନିର୍ବାଚନ ଲାଗି କଂଗ୍ରେସ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ନିଜର ମେୟର ପ୍ରାର୍ଥୀଙ୍କ ସହ ୩୦ଜଣ କର୍ପୋରେଟଙ୍କ ନାମ ଘୋଷଣା କରିଛି। ପୂର୍ବାହ୍ନରେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଦଳ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ସାରେ ପ୍ରଥମ ପର୍ଯ୍ୟାୟରେ ୩୦ଟି…
ଏପ୍ରିଲ ୨୫ରୁ ଆଇସିଏସ୍ଇ, ଆଇଏସ୍ସି ପରୀକ୍ଷା
ଭୁବନେଶ୍ୱର, ୪।୩(ବ୍ୟୁରୋ): ସିଆଇଏସ୍ସିଇ ଦ୍ୱାରା ପରିଚାଳିତ ଆଇସିଏସ୍ଇ(ଦଶମ) ଓ ଆଇଏସ୍ସି (ଦ୍ୱାଦଶ) ସେମିଷ୍ଟର-୨ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ ହେବ। ଦଶମ ପରୀକ୍ଷା ୨୫ରୁ ଆରମ୍ଭ ହୋଇ ମେ’ ୨୩ ରେ ସରିବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହେବ ଓ…
ଶନିବାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପାଳିବ ‘ବିଜୁ ଜୟନ୍ତୀ
ଭୁବନେଶ୍ୱର, ୪ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ଶନିବାର ନିରଡାମ୍ବର ଭାବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏନେଇ ପ୍ରତି ନିର୍ବାଚନମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି…
ରୁଷିଆ ଟିଭି ଚ୍ୟାନେଲ୍ର ସବୁ କର୍ମଚାରୀଙ୍କ ଇସ୍ତଫା
ମସ୍କୋ,୪।୩: ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରହିଛି ସତ, ହେଲେ ରୁଷିଆକୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କ୍ରମରେ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଷ୍ଟୁଡିଓରୁ ଚାଲିଯିବା ପୂର୍ବରୁ ସେମାନେ ‘ନୋ…
ଶୋକରେ ବୁଡ଼ିଲା କ୍ରିକେଟଜଗତ: ଚହଲ କହିଲେ‘ ହାତ ଥରୁଛି’…
ମୋହାଲି,୪।୩: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍ ସ୍ପିନର ଶେନ ଓ୍ବର୍ନଙ୍କର ହୃଦଘାତ ଖବର ଆସିବା ପରେ ଶୋକରେ ବୁଡ଼ିଛି କ୍ରିକେଟ ଜଗତ। ପ୍ରିୟ କ୍ରିକେଟରଙ୍କୁ ହରାଇବା ପରେ ତାଙ୍କ ସ୍ମୃତିରେ ଅନେକ କ୍ରିକେଟର ସୋସିଆଲ ମିଡିଆରେ ଶୋକବ୍ୟକ୍ତ କରୁଛନ୍ତି। ଭାରତର ପୂର୍ବ…
ଗୋଟିଏ ଓଭରରେ ୨୨ ରନ୍
ମୋହାଲି,୪।୩: ଗୋଟିଏ ଓଭରରେ ୨୨ ରନ୍। ଟେଷ୍ଟ ମ୍ୟାଚ୍ରେ ଟି୨୦ ଭଳି ଖେଳି ଚର୍ଚ୍ଚାରେ ଭାରତୀୟ ଉଇକେଟ କିପର – ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ବିସ୍ଫୋରକ ଇନିଂସ…
କ୍ଲିନ୍ ବୋଲ୍ଡ ହେଲେ କୋହଲି, ଏଭଳି ପ୍ରତିକ୍ରିୟା ଦେଲେ ଅଧିନାୟକ
ମୋହାଲି,୪।୩: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଇତିହାସ ରଚିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍ ବିରାଟଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଥିଲା। ଦେଢ଼ ବର୍ଷ ଧରି ତାଙ୍କ ପ୍ରଶଂସକ ଶତକ ଅପେକ୍ଷାରେ ରହିଥିବା ବେଳେ…
ପ୍ରଥମ ଦିନରେ ଭାରତ ୩୫୭/୬
ମୋହାଲି,୪।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ୱିକେଟ କିପର- ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ୬ ଉଇକେଟ ହରାଇ…
୧୦ ବର୍ଷ ଧରି ଦୂରେଇ ଯାଇଥିଲି
ବମ୍ବେ: ବଲିଉଡ୍ର ସୁପରହିଟ୍ ନାୟିକା ତାଲିକାରେ ନାଁ ଥିଲେ ହେଁ ବଡ଼ ପରଦାରୁ ଦୂରେଇ ଯାଇଥିଲେ ସୁନ୍ଦରୀ ସୁସ୍ମିତା ସେନ୍। ଏବେ କିନ୍ତୁ ସେ ଓଟିଟି ପ୍ଲାଟଫର୍ମରେ ନିଜର ଦମ୍ ଦେଖାଉଛନ୍ତି। ଓ୍ବେବ୍ ସିରିଜ୍ ‘ଆର଼୍ୟା’ର ସଫଳତା ପରେ ଏବେ ଏହାର…
ସ୍ବତନ୍ତ୍ର ବସ୍ ଯୋଗେ ଯୁଦ୍ଧ ଅଞ୍ଚଳରେ ଫସିଥିବା ଛାତ୍ରୀଛାତ୍ରଙ୍କୁ ଉଦ୍ଧାର
ଭୁବନେଶ୍ୱର,୪।୩(ବ୍ୟୁରୋ): ୟୁକ୍ରେନରେ ଯୁଦ୍ଧ ଜାରି ରହିଥିବା ବେଳେ ଯୁଦ୍ଧ ଅଞ୍ଚଳ ଖାର୍କିଭ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଓଡ଼ିଆ ଛାତ୍ରୀଛାତ୍ର ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ସମସ୍ତ ଚେଷ୍ଟା ଲଗାଇ ଦେଇଛନ୍ତି।…
ବିଜେଡିରେ ଯୋଗଦେଲେ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ
ଭୁବନେଶ୍ୱର,୪।୩(ବ୍ୟୁରୋ): ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ ଶୁକ୍ରବାର ବିଜେଡିରେ ଯୋଗ ଦେଇଛନ୍ତି । ସେ ନିଜେ ଜଣେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ । ଯୁବନେତା ରାଜକିଶୋର ଦାଶ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି…
Archives


