୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ
ବ୍ୟାଙ୍କକ୍,୬।୩ କୋଭିଡ୍ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ନିକଟବର୍ତ୍ତୀ ହୋଇଛି। ଓ୍ବାଲେର୍ଡାମିଟର ଅନୁଯାୟୀ ରବିବାର ରାତି ସୁଦ୍ଧା ବିଶ୍ୱରେ କୋଭିଡ୍…
ସୁଯୋଗ ପାଇବା ପୂର୍ବରୁ ବାଦ୍ ପଡ଼ିଲେ
ମୋହାଲି,୭।୩: ଭାରତୀୟ ମ୍ୟାନେଜମେଣ୍ଟ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କୁ ଦଳରୁ ରିଲିଜ କରିଛି। ଅଲରାଉଣ୍ଡର ଅକ୍ଷର ପଟେଲ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ଟିମ୍ ମ୍ୟାନେଜମେଣ୍ଟ। ବାମହାତୀ ଅଲରାଉଣ୍ଡର ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବେଳେ ଭାରତୀୟ…
ୟୁପିରୁ ମହିଳାଙ୍କୁ ଅପହରଣ କରି ଦିଲ୍ଲୀରେ ଗଣବଳାତ୍କାର
ମୁଜାଫରନଗର(ୟୁପି),୭।୩: କଲେଜ ଛାତ୍ରୀଙ୍କୁ ଅପହରଣ କରି ଦିଲ୍ଲୀ ନେଇ ସେଠାରେ ୫ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ପୀଡ଼ିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରେଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…
ପାଳିତ ଚିତାବାଘକୁ ଛାଡ଼ି ଭାରତ ଆସିବାକୁ ଚାହୁନାହାନ୍ତି ଡାକ୍ତର
ବିଜୟଓ୍ବାଡ଼ା,୭।୩: ୟୁକ୍ରେନ୍ର ଯୁଦ୍ଧ ବିଭିଷିକାରୁ ବର୍ତ୍ତିବା ପାଇଁ ଫସି ରହିଥିବା ଭାରତୀୟ ନିଜ ଦେଶକୁ ଫେରିବା ଆକୁଳ ନିବେଦନ କରୁଥିବା ବେଳେ କେତେଜଣ ଛାତ୍ରୀଛାତ୍ର ସେମାନଙ୍କ ପୋଷା କୁକୁର ବିରାଡ଼ି ସହ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥତିରେ ୟୁକ୍ରେନ୍ ରାଜଧାନୀ…
ଏହି କାରଣ ପାଇଁ ଫିଲ୍ମଠାରୁ ଦୂରେଇ ଯାଇଛନ୍ତି ବିପାଶା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ଲାଇମ୍ଲାଇଟ୍ରୁ ଦୂରେଇ ଯାଇଛନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଫିଲ୍ମ ‘ରାଜ୍’ରେ ଅଭିନୟ କରିଥିଲେ। ସେ ଦୁଇ ବର୍ଷ ତଳେ ଓ୍ବେବ୍ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିଥିଲେ। ୭ ବର୍ଷ ଧରି…
ଅତିଥିଙ୍କୁ କଳା ପୋଷାକ ଖୋଲିବାକୁ କୁହାଗଲା, ଶାର୍ଟ ବି ଛାଡ଼ିଲେ ନାହିଁ
ପୁଣେ,୭।୩: ଏମ୍ଆଇଟି କଲେଜ ଭେନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରୁଥିବା ବେଳେ ଇଭେଣ୍ଟରେ ଉପସ୍ଥିତି ଅତିଥିଙ୍କୁ କଳା ରଙ୍ଗର ମାସ୍କ, ମୋଜା କାଢ଼ିବାକୁ କୁହାଯାଇଥିଲା। ଏପରି କି କେତେକଙ୍କ କ୍ଷେତ୍ରରେ ଶାର୍ଟ ମଧ୍ୟ ଖୋଲିବାକୁ କୁହାଯାଇଥିଲା…
ଜିରାଫ୍କୁ ଖାଇବାକୁ ଦେଉଥିଲେ ବାଳକ, ତା’ପରେ ଘଟିଲା ଏମିତି
ଆଜିକାଲି ଲୋକଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ କ୍ରେଜ ଦ୍ରୁତ ଗତିରେ ବଢିବାରେ ଲାଗିଛି। ବନ୍ୟଜନ୍ତୁ ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ନିକଟରେ ଜଣେ ବାଳକ ଜିରାଫ୍କୁ ଖାଇବାକୁ ଦେବା ଭାରି ପଡିଛି। ଏହାର ଭିଡିଓ ସୋସିଆଲ…
ବିଶ୍ୱର ଏକମାତ୍ର ଖେଳାଳି, ଯିଏ ଖେଳିଛନ୍ତି ଉଭୟ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ
ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍ ଭିଭିଆନ ରିଚାର୍ଡସ ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ରିଚାର୍ଡସ ହେଉଛନ୍ତି ଦୁନିଆର ଏକମାତ୍ର ଖେଳାଳି ଯିଏ କ୍ରିକେଟ ଏବଂ ଫୁଟବଲ ବିଶ୍ୱକପ ଖେଳିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରିଚାର୍ଡସଙ୍କୁ ତାଙ୍କର ଆଦର୍ଶ…
‘ଜାଡେଜା ସବୁକିଛି ସୁନା କରିଦେଉଛନ୍ତି’
ମୁମ୍ବାଇ,୭।୩: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାଡେଜାଙ୍କ ସ୍ମରଣୀୟ ପ୍ରଦର୍ଶନ ଦେଖି ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କୁ ପ୍ରଶଂସା କରିଛନ୍ତି।…
ଗୋଟିଏ କି ଦୁଇଟି ନୁହେଁ ସ୍ବର୍ଣ୍ଣରେ ହ୍ୟାଟ୍ରିକ କଲେ ପ୍ରମୋଦ
ନୂଆଦିଲ୍ଲୀ,୭।୩: ଟୋକିଓ ପାରାଅଲିମ୍ପିକ୍ସ ଚାମ୍ପିୟନ ପ୍ରମୋଦ ଭଗତ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ତିନୋଟି ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସ୍ପେନର ଭିଟୋରିଆଠାରେ ରବିବାର ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଅନ୍ୟ ଭାରତୀୟ ଶଟଲର ସୁକାନ୍ତ କଦମ ଗୋଟିଏ ଲେଖାଏ ସ୍ବର୍ଣ୍ଣ…
ଘୋଡ଼ା ପରି ଦେଖାଯାଉଥିବା ପ୍ରାଣୀ ଘୋଡ଼ା ନୁହନ୍ତି, ଚିହ୍ନିଲେ ଦେଖି…
ସୋସିଆଲ ମିଡିଆରେ ବେଳେବେଳେ ବିଚିତ୍ର ଫଟୋ ସବୁ ଭାଇରାଲ ହୋଇଥାଏ। ଫଟୋକୁ ଦେଖିଲେ ମଣିଷ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱରେ ପଡ଼େ। ସେଗୁଡ଼ିକ ଅସଲି କିମ୍ବା ନକଲି ସନ୍ଦେହ ସୃଷ୍ଟି ହୁଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଫଟୋ ଭାଇରାଲ ହୋଇଛି।…
ଓ୍ବର୍ନଙ୍କ ଜୀବନର ଅନ୍ତିମ କିଛି ଘଣ୍ଟା
ମେଲବୋର୍ନ,୭।୩: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନ ଶୁକ୍ରବାର ହୃଦଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେ ତାଙ୍କ ଜୀନର ଅନ୍ତିମ କିଛି ଘଣ୍ଟା କେଉଁ ଭଳି ବିତାଇଥିଲେ, ତାହା କହିଛନ୍ତି ତାଙ୍କର ଜଣେ ବନ୍ଧୁ ଟମ ହଲ। ସେ ଥାଇଲାଣ୍ଡର…
Archives


