ଗ୍ରୀନ୍ ଚିଲିକୁ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରସିବା ପଡ଼ିଲା ମହଙ୍ଗା। ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ ଚିଲି ଦୋକାନକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ବୁଧବାର ବିଏମ୍ସିର ଏକ ତଦନ୍ତକାରୀ ଟିମ୍ ଗ୍ରୀନ ଚିଲି ଦୋକାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।…
ମ୍ୟାଚ୍ ପରେ ହୃଦୟ ଜିତିଲେ ହିଟ୍ମ୍ୟାନ୍
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ କରି ୧୧୦ ସ୍କୋରରେ ଇଂଲଣ୍ଡ ଦଳକୁ ଅଟକାଇଥିଲେ। ଏହା ପରେ ରୋହିତ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ…
ଏମିତି ଦେଶ, ଯେଉଁଠି ମଣିଷଙ୍କଠାରୁ ମେଣ୍ଢାଙ୍କ ସଂଖ୍ୟା ଅଧିକ
ବିଶ୍ୱ ମାନଚିତ୍ରରେ ଶହ ଶହ ଦେଶ ରହିଛି। ପ୍ରତ୍ୟେକ ଦେଶର ନିଜସ୍ବ ଭୌଗୋଳିକ ସ୍ଥିତି ମଧ୍ୟ ରହିଛି। କିଛି ଦେଶ ନିଜର ବିଶେଷତ୍ୱ ପାଇଁ ବେଶ୍ ଜଣାଶୁଣା। ଏହା ମାଧ୍ୟମରେ ପ୍ରତ୍ୟେକ ଦେଶର ନିଜ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ଆମେ…
ପ୍ରଥମ ଦିନିକିଆରେ ‘ରେକର୍ଡ’ ବର୍ଷା
ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୧୦ ଉଇକେଟରେ ଜିତିନେଇଛି। ଏହି ବିଜୟ ସହିତ ଭାରତ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛି। ଭାରତର ଅନେକ ଖେଳାଳି…
ପାକିସ୍ତାନକୁ ପଛରେ ପକାଇଲା ଭାରତ
ନୂଆଦିଲ୍ଲୀ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଚମତ୍କାର ୧୦ ଉଇକେଟ ବିଜୟ ସହ ନୂତନ ଆଇସିସି ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏବେ ପାକିସ୍ତାନର…
କାଲି ୧୨ ଘଣ୍ଟା ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ
କେନ୍ଦୁଝର,୧୩।୭(ଡି.ଏନ୍.ଏ.): ଶ୍ରଦ୍ଧାଳୁଙ୍କ ପାଇଁ ମା’ ଗୁରୁବାର ତାରିଣୀଙ୍କ ଦର୍ଶନ ବନ୍ଦ ରହିବ । ସକାଳ ୬ଟାରୁ ସା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଷାଢୀ ପର୍ବ…
ତହସିଲଦାରଙ୍କ ବଦଳି ଦାବିରେ ରାଜନୀତି ସରଗରମ
ଗଞ୍ଜାମ,୧୩।୭(ଡି.ଏନ୍.ଏ.): ଗଞ୍ଜାମ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଗଞ୍ଜାମ ସହରରେ ରାଜନୀତି ଜୋର ଧରିଛି। ତହସିଲଦାର ହଟାଓ ଏବେ ଭିନ୍ନ ମୋଡ଼ରେ ଥିବା ପରିଲିକ୍ଷିତ ହେଉଛି। ସହରର ଗୋଟିଏ ପକ୍ଷ ତହସିଲଦାରଙ୍କ କାର୍ଯ୍ୟକଳାପ ଭଲ ନୁହେଁ କହି ବଜ଼ାର…
ଯୋକଡ଼ିଆ ବ୍ରିଜ ଉପରେ ସାଇକେଲ୍ ପକାଇ ଖରସ୍ରୋତାକୁ ଡେଇଁଲେ ଯୁବତୀ
ଯାଜପୁର ଅଫିସ,୧୩।୭: ଯାଜପୁର ରୋଡ ଥାନା ଯୋକଡ଼ିଆ ପୁରୁଣା ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ବୁଧବାର ସକାଳେ ଜଣେ ଯୁବତୀ ଡେଇଁ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ରିଜ ଉପରୁ ଯୁବତୀଙ୍କ ସାଇକେଲ ଓ ଚପଲ ଜବତ କରାଯାଇଛି। ଏହାର ପଛରେ ଥିବା…
୫୫ ନମ୍ବର ଜାତୀୟ ରାଜପଥ ଅବରୋଧ
ଢେଙ୍କାନାଳ ଅଫିସ, ୧୩।୭: ଢେଙ୍କାନାଳ ସହର କଲେଜ ବାଇପାସଠାରେ ୫୫ ନମ୍ବର ଜାତୀୟ ରାଜପଥକୁ ବୁଧବାର ସକାଳେ ଅଞ୍ଚଳବାସୀ ଅବରୋଧ କରିଛନ୍ତି। ୫୫ ନମ୍ବର ଜାତୀୟ ରାଜପଥ ମରାମତି କାର୍ଯ୍ୟ ଓ ସଂପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ରାସ୍ତା ବିପଦ ସଙ୍କୁଳ…
ରାଷ୍ଟ୍ରପତିଙ୍କ ପଳାୟନ ପରେ ପୁଣି ବିଗିଡ଼ିଲା ଶ୍ରୀଲଙ୍କା ପରିସ୍ଥିତି: ସଂସଦରେ ବିକ୍ଷୋଭକାରୀଙ୍କ ପ୍ରଦର୍ଶନ
କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ପରିସ୍ଥିତି ଗଭୀର ହେବାରେ ଲାଗିଛି। ଇତିମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ନିଜ ପଦରୁ ଇସ୍ତଫା ଦେବା ପରେ ମଙ୍ଗଳବାର ସପରିବାର ସହ ଦେଶ ଛାଡିଛନ୍ତି। ଏହାକୁ ନେଇ ବୁଧବାର ସକାଳେ ଦେଶରେ ହିଂସା ପୁଣି ଥରେ…
ପୂର୍ବ ଶତ୍ରୁତା ଲାଗି ମହିଳାଙ୍କୁ ଏସିଡ୍ ମାଡ
ଆଠଗଡ଼,୧୩।୭(ଡି.ଏନ୍.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ଏସିଡ ମାଡ଼ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି। କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ । ବାଇକ୍ରେ ଦୁଇ ଦୁର୍ବୃତ୍ତ ଆସି ମହିଳାଙ୍କୁ ଏସିଡ ମାଡ କରି ଫେରାର୍ ହୋଇଯାଇଛନ୍ତି।…
ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର
ଓ୍ବାଶିଂଟନ,୧୩।୭: ଟେସଲା ସିଇଓ ଏଲନ୍ ମସ୍କ ଏବେ ବିବାଦ ଘେରରେ ରହିଛନ୍ତି। ଦିନକୁ ଦିନ ତାଙ୍କ ବିରୋଧରେ ସମସ୍ୟା ବଢ଼ିବାରେ ଲାଗିଛି। ୪୪ ଅରବ ଡଲାରର ଟୁଇଟର ଡିଲ୍ ରଦ୍ଦ କରିବା ପରେ ଏବେ ଏଲୋନ ମସ୍କଙ୍କ ବିରୋଧରେ ମାମଲା ରୁଜୁ…

