କୋହଲିଙ୍କ ଖରାପ ଫର୍ମକୁ ନେଇ ଜବାବ ରଖିଲେ ଗାଙ୍ଗୁଲି
ଲଣ୍ଡନ,୧୪।୭: ଗତ କିଛି ବର୍ଷ ହେଲା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଗତ ଅଢେଇ ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କ ଫର୍ମ…
ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ
ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭକ୍ତମାନେ ପୁରୀ ଆସିଲେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ତାହା ଉପରେ ପ୍ରାଥମିକତା…
ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ଆଜି କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଲଣ୍ଡନ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୧-୦ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆ ଗତି ବଜାୟ…
କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ
ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହରିଦ୍ୱାରରେ ହଜାର ହଜାର ଶିବଭକ୍ତ ରୁଣ୍ଡ ହେବାକୁ ଲକ୍ଷ୍ୟ କରି ଏହି…
ସୋନିଆ ଇଡିରେ ହାଜର ହେବା ଦିନ ଦେଶବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ
ନୂଆଦିଲ୍ଲୀ,୧୪ ।୭: ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ସମନ ପଠାଯିବାକୁ ବିରୋଧ କରି କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବାର ଯୋଜନା କରିଛି । ବୁଧବାର ଦଳୀୟ ବୈଠକରେ ଏହି…
ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କ ଉପରେ ଚାପ ପକାଉଛି ଭାଜପା: ଯଶୱନ୍ତ
ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ ଦେବା ଘୋଷଣା କରିବା ପରେ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ପ୍ରତିକ୍ରିୟାରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ବର୍ଷିଛନ୍ତି…
ଶ୍ରମିକଙ୍କୁ ନିଯୁକ୍ତି ଦାବି ତେଜିଲା
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୪ା୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମକୁ ଇତିମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ ଅଧିଗ୍ରହଣ କରିଛି। ଏହି କ୍ରମରେ କାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ଛଟେଇ…
ବର୍ଷା ପାଇଁ କାଦୁଅରେ ଗାଧୋଇଲେ ବିଧାୟକ
ଲକ୍ଷ୍ନୌ, ୧୪।୭: ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଇନ୍ଦ୍ର ଦେବତାକୁ ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଭାଜପା ବିଧାୟକ ଜୟ ମଙ୍ଗଲ କାନୋଜିଆ ଓ ମହାନଗର ପରିଷଦ ଅଧ୍ୟକ୍ଷ କ୍ରିଷ୍ଣା ଗୋପାଳ ଜୈସ୍ବାଲଙ୍କୁ କାଦୁଅରେ ଗାଧୋଇ…
ଇସ୍ରାଏଲରେ ବାଇଡେନ୍
ତେଲ ଅଭିଭ୍ , ୧୪।୭: ଇସ୍ରାଏଲର ତେଲ ଅଭିଭ୍ ବିମାନବନ୍ଦରରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପ୍ରଧାନମନ୍ତ୍ରୀ ୟେର୍ ଲ୍ୟାପିଡ୍ଙ୍କ ସହ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ସ୍ବାଗତ କରୁଛନ୍ତି। ବାଇଡେନ୍ ପାଲେଷ୍ଟାଇନ ଓ ସାଉଦି ଆରବ ନେତୃବୃନ୍ଦଙ୍କ ସହ ବିଭିନ୍ନ…
ପହାଡଗଞ୍ଜ ହୋଟେଲରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୧୪ ।୭: ରାଜଧାନୀ ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ନିଆଁ ଲାଗିଯାଇଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି…
ଡାଉନିଂ ଷ୍ଟ୍ରିଟ୍ ଦୌଡ଼ ଆଗରେ ଋଷି
ଲଣ୍ଡନ, ୧୪ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଦେଇଛନ୍ତି। ଋଷିଙ୍କ ସପକ୍ଷରେ ୮୮…
୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ: ଓପୋକୁ ନୋଟିସ
ନୂଆଦିଲ୍ଲୀ, ୧୪ା୭: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା…

