ଭାରତର ଏହି ଟ୍ରେନରେ ଯାତ୍ରା କରିବା ସମ୍ପୂର୍ଣ୍ଣ ମାଗଣା! ଜାଣନ୍ତୁ କେଉଁ ରୁଟ୍…
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୫ ବର୍ଷ ହେବ ଭାରତର ଏକ ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଆସୁଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏହି ସେବାର ଲାଭ ଉଠାଇବା ପାଇଁ କେବେବି…
ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍ଙ୍କ ରେକର୍ଡ ଉପରେ
ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ ସ୍ମିଥ୍ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇ ସର୍ବାଧିକ ଟେଷ୍ଟ କ୍ୟାଚ୍…
ବିବାହ ବେଳେ ବରକୁ ନୋରା ଫତେହିଙ୍କ ବିଷୟରେ ପଚାରିଲେ ପୂଜାରୀ, ଉତ୍ତର ଶୁଣି … ଭିଡିଓ ଭାଇରାଲ
ବିବାହ ପରିବେଶକୁ ହାଲୁକା ଏବଂ ହାସ୍ୟରସପୂର୍ଣ୍ଣ କରିବା ପାଇଁ, କେବଳ ପରିବାରର ପିଲା ଏବଂ ମହିଳାମାନେ ମଜା କରନ୍ତି ନାହିଁ। କେତେକ ସମୟରେ, ପୂଜାରୀ ମଧ୍ୟ କାର୍ଯ୍ୟରେ ସାମିଲ ହୋଇ ସମଗ୍ର ବିବାହ ସ୍ଥାନକୁ ହସ ଏବଂ ଆନନ୍ଦରେ ପ୍ରତିଧ୍ୱନିତ କରିପାରନ୍ତି।…
ମୀନ ରାଶିରେ ଶନି-ଶୁକ୍ରଙ୍କ ମିଳନ, ୩ ରାଶିଙ୍କ ଭାଗ୍ୟରେ ଗୁପ୍ତଧନ!
ଶନି ଏବଂ ଶୁକ୍ର, ଉଭୟ ଶକ୍ତିଶାଳୀ ଗ୍ରହ, ବହୁ ବର୍ଷ ପରେ 2026 ରେ ଏକ ସଂଯୋଗ ସୃଷ୍ଟି କରିବେ, ଅର୍ଥାତ ସେମାନେ ଗୋଟିଏ ରାଶିରେ ରହିବେ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ, କର୍ମ, ନ୍ୟାୟ, ରୋଗ ଏବଂ ଶୃଙ୍ଖଳାର ଗ୍ରହ ଶନି…
ଆଧାର ଅପଡେଟ୍ ପାଇଁ ଦେବାକୁ ପଡିବ ଏତେଟଙ୍କା, ୫୦ ବଦଳରେ ଖର୍ଚ୍ଚ ହେବ…
ନୂଆଦିଲ୍ଲୀ,୬।୧: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ଆଧାର କାର୍ଡ ଅତ୍ୟାବଶ୍ୟକ। ଆପଣଙ୍କ ଆଧାର କାର୍ଡକୁ ଆହୁରି ସୁରକ୍ଷିତ କରିବା ପାଇଁ, UIDAI PVC ଆଧାର କାର୍ଡ ଲଞ୍ଚ କରିଛି।…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର
ଭୁବନେଶ୍ୱର,୬।୧: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।…
ନବୋଦୟ ବିଦ୍ୟାଳୟରେ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ସୁଦ୍ଧା ୫୪ ଆକ୍ରାନ୍ତ, ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ
ଖୋର୍ଦ୍ଧା , ୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଜି ସୁଦ୍ଧା ସଂଖ୍ୟା ୫୪ରେ ପହଞ୍ଚିଛି। ଆଗକୁ ଆହୁରି ବଢିବା ସମ୍ଭାବନା ରହିଛି। ପାଣି ଏବଂ ବାହାର ଖାଦ୍ୟରୁ ଜଣ୍ଡିସ ଆକ୍ରାନ୍ତ ବଢୁଛି…
ଚାଷୀଙ୍କୁ ଉଠାଇ ନେଲା ପୋଲିସ
ଭୁବନେଶ୍ୱର,୬।୧: ମଣ୍ଡିରେ ଧାନ କଟନୀ ଛଟନୀ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯାଉଥିବା ବେଳେ ରାଜମହଲ ଛକ ପୂର୍ବରୁ ଅଟାକାଇଥିଲା ପୋଲିସ ।…
ପାଣିର ସଦୁପଯୋଗ କରିବାକୁ ଚାଷୀଙ୍କୁ ଗୁରୁମନ୍ତ୍ର
କେସିଙ୍ଗା,୬।୧(ତୁମେଶ୍ୱର ସାହୁ ): କଳାହାଣ୍ଡି ଜଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ୨୦୨୬ ପାଳିତ ହୋଇଯାଇଛି। ସଭାପତି ତଥା ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ…
ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ପୀୟୂଷ: କହିଲେ…
ଭୁବନେଶ୍ୱର,୬।୧: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ ବଜରଙ୍ଗୀ’ ନାଟକରେ ପୀୟୂଷ ମଞ୍ଚକୁ ଓହ୍ଲାଇଥିଲେ। ଯାଜପୁର ଚଣ୍ଡିଖୋଲଠାରେ ଆୟୋଜିତ ଯାତ୍ରା ମଞ୍ଚରେ ପୀୟୂଷଙ୍କ…
ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ
ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି । ସେହିପରି ବାହାର ଜିଲାରୁ ବ୍ରାଉନସୁଗର ଆଣି ଵ୍ରହ୍ମପୁର ଦେଇ ଗଞ୍ଜାମ…
ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ
ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମହିଳା ସାମ୍ବାଦିକା ଜଣକ ସ୍କୁଟି ଯୋଗେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା…
Archives


