ଘୋଡ଼ାହାଡ଼ ଡ୍ୟାମ୍ରୁ ଛଡ଼ାଯିବ ପାଣି, ନଦୀ ତଟବର୍ତ୍ତୀ ଗ୍ରାମରେ ସତର୍କ ସୂଚନା ଜାରି
ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଗୁରୁବାର ଠାରୁପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ…
ପାରିବାରିକ କଳହରୁ ଚରମ ନିଷ୍ପତ୍ତି
ଖଜୁରିପଡ଼ା,୨୪ା୧୧(ବିଦୁର ବେହେରା)କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନରେ ପାରିବାରିକ କଳହରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଡ଼ାସିପଡ଼ା ପଞ୍ଚାୟତର ବଡ଼ ଭୂଇଁଦଳପଡ଼ା ଗ୍ରାମର ସ୍ବାମୀ ନିମାଇଁ ସାହାଣୀ ଓ ସ୍ତ୍ରୀ ଝିଲି…
ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଡିପିଆର ପ୍ରସ୍ତୁତି ପାଇଁ ବିଡିଓଙ୍କୁ ଦେଲେ ପରାମର୍ଶ
ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧବଟେଶ୍ୱର ପୀଠକୁ ସୋମବାର ଜିଲାପାଳ ଭି.କୀର୍ତ୍ତି ଭାସନ ପରିଦର୍ଶନ କରିବା ସହ ଠାକୁର ଦର୍ଶନ କରିଥିଲେ। ଉପଜିଲାପାଳ ଶିବାଶିଷ ବରାଳ, ବିଡିଓ ଅଚ୍ୟୁତାନନ୍ଦ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ…
ମୃତ୍ୟୁ ପରେ ଭାଇରାଲ ହେଉଛି ଧର୍ମେନ୍ଦ୍ରଙ୍କ ଶେଷ ପୋଷ୍ଟ, ଯେଉଁଥିରେ ଲେଖାଥିଲା…
ମୁମ୍ବାଇ: ଧର୍ମେନ୍ଦ୍ର ଆଉ ଆମ ମଧ୍ୟରେ ନାହାନ୍ତି। ତାଙ୍କ ୯୦ ତମ ଜନ୍ମଦିନର କିଛି ଦିନ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୁପରଷ୍ଟାରଙ୍କ ପ୍ରଶଂସକମାନେ ଏହି ଦୁଃଖଦ ଖବରକୁ ଗ୍ରହଣ କରିପାରୁନାହାନ୍ତି। ସେ ବୟସଜନିତ ସମସ୍ୟା ସହିତ ସଂଘର୍ଷ କରୁଥିଲେ…
ଶୋଚନୀୟ ସ୍ଥିତିରେ ଟିମ୍ ଇଣ୍ଡିଆ: ୨୦୧ ରନ୍ରେ ଅଲ୍ଆଉଟ
ଗୌହାଟୀ,୨୪।୧୧: ସ୍ଥାନୀୟ ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ ଦେଖିବାକୁ ମିଳିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟିମ୍ ଇଣ୍ଡିଆ ୨୦୧ ରନ୍ରେ ଅଲଆଉଟ ହୋଇଯାଇଛି। ଫଳରେ ଗୌହାଟୀ…
ଭଞ୍ଜ ଟ୍ରଫି: ଉଦ୍ଘାଟନୀ ମ୍ୟାଚ୍ରେ ବିହାର ବିଜୟୀ
ଭଞ୍ଜନଗର,୨୪ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସୋମବାରଠାରୁ ଭଞ୍ଜ ଟ୍ରଫି-୨୦୨୫ ସର୍ବ ଭାରତୀୟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀ ଓ ବକ୍ସର (ବିହାର) କାମାକ୍ଷା ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ…
ହେମା ମାଳିନୀଙ୍କୁ ମିଳିବନି ଧର୍ମେନ୍ଦ୍ରଙ୍କ ସମ୍ପତ୍ତି କି କୌଣସି ପେନସନ, ଜାଣନ୍ତୁ କାହିଁକି…
ମୁମ୍ବାଇ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ତାଙ୍କ ସମଗ୍ର ପରିବାରକୁ ଭାଙ୍ଗି ପକାଇଛି। ନଭେମ୍ବର ୨୪ ତାରିଖରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀଙ୍କୁ ଧଳା ସୁଟରେ…
ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ ଭାରତୀୟ ସିନେମା ଜଗତରେ ଏକ …
ନୂଆଦିଲ୍ଲୀ,୨୪ା୧୧: ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କିମ୍ବଦନ୍ତୀ ଅଭିନେତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ‘ଧର୍ମେନ୍ଦ୍ର ଜୀଙ୍କ ଦେହାନ୍ତ ଭାରତୀୟ…
ଧର୍ମେନ୍ଦ୍ର ହିନ୍ଦୁ ନା ମୁସଲମାନ? ହେମା ମାଳିନୀଙ୍କୁ ବିବାହ କରିବା ପାଇଁ କରିଥିଲେ ଧର୍ମ ପରିବର୍ତ୍ତନ
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଜନ୍ମ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନସରାନି ଗାଁରେ ହୋଇଥିଲା। ବହୁତ କମ ଲୋକ ଜାଣନ୍ତି ଯେ ତାଙ୍କର…
ମୃତ୍ୟୁ ପୂର୍ବରୁ ଏଭଳି ଭବିଷ୍ୟବାଣୀ କରିଥିଲେ ଧର୍ମେନ୍ଦ୍ର, ଯାହା ସତ ହୋଇଥିଲା…
ମୁମ୍ବାଇ: ସୋମବାର ୮୯ ବର୍ଷ ବୟସରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସହିତ ସଂଘର୍ଷ କରୁଥିଲେ ଏବଂ ଘରେ ଚିକିତ୍ସିତ ହେଉଥିଲେ, କିନ୍ତୁ ଡାକ୍ତରଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ତାଙ୍କୁ…
ଧର୍ମେନ୍ଦ୍ରଙ୍କ ପ୍ରକୃତ ଉତ୍ତରାଧିକାରୀ କିଏ? ୬ ପିଲାଙ୍କ ମଧ୍ୟରୁ କିଏ ପାଇବେ ଅଧିକ ସମ୍ପତ୍ତି, ଜାଣନ୍ତୁ…
ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ତାଙ୍କର ଚମତ୍କାର ଅଭିନୟ ଦ୍ୱାରା ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ୮୯ ବର୍ଷ ବୟସରେ ମଧ୍ୟ ତାଙ୍କ ଫ୍ୟାନ ଫଲୋଇଂ ଯୁବ ଅଭିନେତାଙ୍କ ଅପେକ୍ଷା ବହୁତ ଅଧିକ। ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ମଧ୍ୟ…
ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ…
ଭୁବନେଶ୍ୱର,୨୪ା୧୧: ବଲିଉଡ୍ର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ସୋମବାର ଦେହାନ୍ତ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ…
Archives


