ଫୁରସତ

ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ କରୋନା ସଂକ୍ରମଣ ବ୍ୟକ୍ତି ଜୋର୍‌ରେ ହସୁଥିବାବେଳେ ବି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି।…

ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି ହେଉନାହାନ୍ତି । ଏହି ଭାଇରସ୍‌ ସଂକ୍ରମଣରେ ଚାଇନା ପରେ ସବୁଠୁ ଅଧିକ ଲୋକ ମୃତ୍ୟୁବରଣ…

କରୋନା ଟାଣିଛି ଲକ୍ଷ୍ମଣରେଖା

ରାୟପୁର/ମହାସମୁଦ/ସୁକ୍‌ମା: କରୋନା ସଂକ୍ରମଣ ରୋକିବାକୁ ଛତିଶଗଡ଼ ରାଜ୍ୟର ୩ ଗ୍ରାମର ବାସିନ୍ଦା ଟାଣିଛନ୍ତି ଲକ୍ଷ୍ମଣ ରେଖା। ୩୧ ମାର୍ଚ୍ଚ ଯାଏ ଗ୍ରାମ ଭିତରକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। କେବଳ ଏତିକି ନୁହେଁ, ବାହାର ରାଜ୍ୟରେ କାମ…

ଘଡ଼ି ଭାଙ୍ଗି ଟଙ୍କା ଦାନକଲେ ଭାଇଭଉଣୀ

ଜୟପୁର: ଘଡ଼ିରେ ଟଙ୍କା ସଞ୍ଚୟ କରିବା ପିଲାମାନଙ୍କ ଏକ ସଉକ ହୋଇଥାଏ। ଏହି ସଞ୍ଚୟ ଅର୍ଥକୁ ନେଇ ସେମାନେ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ଏବେ ଲକ୍‌ଡାଉନ ପାଇଁ ଏହି ଅର୍ଥକୁ ବି ପିଲାମାନେ ଦେବାକୁ ପଛାଉ ନାହାନ୍ତି। ଏମିତି…

ଲକ୍‌ଡାଉନ: ମଜା କରିବାର ବେଳ

ନୂଆଦିଲ୍ଲୀ: ଲକ୍‌ଡାଉନରେ ରହିବା ଆଦୌ ବୋରିଂ ନୁହେଁ, ବରଂ ନିଜକୁ ଉପଭୋଗ କରିବାର ପ୍ରକୃଷ୍ଟ ସମୟ। ଏମିତି ଏକ ବାର୍ତ୍ତା ଦେଉଛି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିବା ମା-ଝିଅଙ୍କର ଏକ ଯୋଡ଼ି। ଲକ୍‌ଡାଉନରେ ଘର ଭିତରେ ରହିବା ହିଁ ନିଜକୁ…

ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ, ୨୫ା୩- ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ ଲକଡାଉନ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକଙ୍କୁ ଘରୁ ନ ବାହାରିବାକୁ ମନା କରାଯାଇଥିବାବେଳେ ନିର୍ଦ୍ଦେଶ…

ମାଛ ପାଇଁ ପ୍ରଫେସର ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

ଚେନ୍ନାଇ: ପ୍ରଫେସର ଏମିତି ଏକ ପଦବୀ ଯେଉଁଠି ପହଞ୍ଚିବାକୁ ହେଲେ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଜଣେ ପ୍ରଫେସର ଲକ୍ଷାଧିକ ଟଙ୍କା କମାଉଥିଲେ ମଧ୍ୟ ମାଛ ପାଇଁ ଚାକିରି ଛାଡ଼ିଦେବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ମାତ୍ର ଏହା ସତ। ଏପରି…

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ ସମସ୍ତେ କରୋନା ଭାଇରସ୍‌ ସଂକ୍ରମଣ ନେଇ ଭୟଭୀତ ହୋଇପଡ଼ୁଛନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ…

ରବର୍‌ ଡକ୍‌ରୁ ସୁପରହିରୋ

ବ୍ୟାଟ୍‌ମ୍ୟାନ୍‌, ସୁପରମ୍ୟାନ୍‌, ହି ମ୍ୟାନ୍‌ ପରି ଅନେକ କାଳ୍ପନିକ ସୁପର୍‌ହିରୋ ସମ୍ପର୍କରେ ଜାଣିଥିବେ। ହେଲେ କେବେ ଡକ୍‌ ସୁପରହିରୋ ସମ୍ପର୍କରେ ଜାଣି ନ ଥିବେ। ଜାପାନର ତୋମୋହିରୋ ନିଜ ପାଖରେ ଥିବା ସାତୋଟି ରବର୍‌ ଡକ୍‌କୁ କାଟି, ଜଏଣ୍ଟ କରି ତାକୁ…

ପର୍ଯ୍ୟଟନସ୍ଥଳୀ: ବନ୍ଦର ସହର ଥୁଥୁକୁଡ଼ି

ଥୁଥୁକୁଡ଼ି, ଯାହା ତୁତିକୋରିନ ନାଁରେ ପ୍ରସିଦ୍ଧ। ଏହା ତାମିଲନାଡୁର ଥୁଥୁକୁଡ଼ି ଜିଲା ଅନ୍ତର୍ଗତ ଏକ ବନ୍ଦର ସହର ଭାବେ ଜଣାଶୁଣା। ଏହି ସହର ମୋତି ସଂଗ୍ରହ କ୍ଷେତ୍ରରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ କେହି କେହି ଏହାକୁ ମୋତିର ସହର…

ନାଟକ ମଣିଷ ସୁବୋଧ

ସେ ଜଣେ ସାଧାରଣ ମଣିଷ ମାତ୍ର ,ଅସାଧାରଣ ପ୍ରତିଭାର ଅଧିକାରୀ । ସର୍ବଦା ତାଙ୍କ ମନପ୍ରାଣରେ ନାଟ୍ୟଚେତନାର ସ୍ବର। ଏକାଧାରରେ ଜଣେ କବି, ଗୀତିକାର, ପ୍ରାବନ୍ଧିକ, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ। ଦୀର୍ଘ ଓ କ୍ଷୁଦ୍ରନାଟକ ରଚନାଠାରୁ ମଞ୍ଚପ୍ରସ୍ତୁତି,ପରିଚାଳନା, କମ୍ପ୍ୟୁଟର ଗ୍ରାଫିକ,…

ପ୍ରଥମ ପାରିଶ୍ରମିକ ଟଙ୍କା ଠାକୁରଙ୍କ ପାଖେ ରଖିଥିଲି: ଚିତ୍ରଶିଳ୍ପୀ ତଥା ଲେଖିକା ସ୍ନିଗ୍ଧା ସାହୁ

କଟକର ପାରେଶ୍ୱର ସାହିରେ ମୋର ଜନ୍ମ। ଯୋବ୍ରା ଉଚ୍ଚବିଦ୍ୟାଳୟରୁ ୧୯୮୬ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍‌ଶା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି (ଇଂଲିଶ ଅନର୍ସ) ପଢ଼ିଥିଲି। ପାଠପଢ଼ା ସହିତ ପଟ୍ଟଚିତ୍ର, ମଡର୍ନ ଆର୍ଟ, ମଟ୍‌କା ପେଣ୍ଟିଂ, ଗ୍ଲାସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?