ଫୁରସତ

ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା

ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ରିକ୍ସା ଚାଳକ ଜଣକ କିଏ…

୭ ବର୍ଷର ବାଳକଙ୍କ ଅଜବ କାରନାମା: ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଖେଳୁଛନ୍ତି ଫୁଟବଲ୍‌

ବୟସ ମାତ୍ର ୭ ବର୍ଷ। ନାଁ ଆରାତ୍‌ ହୋସେଇନି। ଇରାନର ଏହି ବାଳକ ଜଣଙ୍କ କଅଁଳ ବୟସରେ ନିଜ ଅଜବ କାରାନାମାରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୬ ପ୍ୟାକ୍‌ ଆବ୍‌ସ ସାଙ୍ଗକୁ ଚମତ୍କାର ଫୁଟବଲ୍‌ ଖେଳୁଛନ୍ତି ଆରାତ୍‌। କେବଳ ଏତିକି ନୁହେଁ,…

ଅଣ୍ଡା ଖୋଳପାରେ ରାସ୍ତା ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ଛାତ୍ର

ଇନ୍ଦୋର: ବିଶ୍ୱରେ ପ୍ରତି ସେକେଣ୍ଡ୍‌ରେ ୪୫୦ ସଡ଼କ ଦୁର୍ଘଟଣା ଘଟୁଛି। ଏହାର କାରଣ ଲୋକେ ରାସ୍ତା ସୁରକ୍ଷା ନିୟମ ମାନୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଇନ୍ଦୋରର ଗଜେନ୍ଦ୍ର ଶର୍ମା ନାମକ ଜଣେ ଛାତ୍ର ଅଣ୍ଡା ଖୋଳପାରେ ପେଣ୍ଟିଂ ଜରିଆରେ ସଡ଼କ ସୁରକ୍ଷାର…

ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ ଜଣେ ଦଳିତ ସମ୍ପ୍ରଦାୟର ବର ଘୋଡା ଚଢି ବିବାହ ପାଇଁ ଯିବାକୁ ବାହାରିବାରୁ ଏହାକୁ…

ବିବାହରେ ଅତିଥିଙ୍କର ହେଲା ଡାଇବେଟିସ୍‌ ଯାଞ୍ଚ୍‌

ରାଜକୋଟ୍‌, ୧୭।୨: ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍‌ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଗୁଜରାଟ ରାଜକୋଟରେ ଏଭଳି ଘଟିଛି। ଏଠାରେ ହୋଇଥିବା ମିତେଶ କକ୍କର ଏବଂ ହେନି ପୁଜରାଙ୍କ ବିବାହ ଉତ୍ସବରେ ଅତିଥିଙ୍କର…

ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୋଗୀ ବା ସାଧୁ ସ୍ବଳ୍ପ ବସ୍ତ୍ର ପରିଧାନ…

ଚଳନ୍ତା ଟେବୁଲ ଫ୍ୟାନକୁ ଜିଭରେ ଅଟକାଇ ରେକର୍ଡ

ନାଁ ଏବଂ ପ୍ରସିଦ୍ଧି ଲାଭ କରିବା ଲାଗି ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି। କିଛି ବ୍ୟକ୍ତିଙ୍କୁ ଏହା ଶର୍ଟକଟ୍‌ରେ ମିଳିଯାଉଥିବା ବେଳେ କିଛି ଲୋକ ଏଥିପାଇଁ ନିଜ ଜୀବନକୁ ବାଜି ଲଗେଇଦେବାକୁ ମଧ୍ୟ ପଛାନ୍ତି ନାହିଁ। ସେହିଭଳି ଜଣେ ଅଦ୍ଭୁତ…

ରଙ୍ଗିନ ବାଦଲ

ସାଇବେରିୟାର ଉଚ୍ଚତମ ଶୃଙ୍ଗ ବେଲୁଖା ପର୍ବତ। ନିକଟରେ ଏହି ପର୍ବତର ଉପରିଭାଗରେ ଦେଖିବାକୁ ମିଳିଥିଲା ଏକ ଚମତ୍କାର ଦୃଶ୍ୟ। କିଛି ରଙ୍ଗିନ ବାଦଲ ଏହି ପର୍ବତର ଶିଖର ଦେଶରେ ଭାସମାନ ହୋଇ ଏକ ଦିବ୍ୟ ପରିବେଶ ସୃଷ୍ଟି କରୁଥିଲା। ଆଉ ଉକ୍ତ…

ପକ୍ଷୀ ଭଳି ଲାଗୁଥିବା ଡାଇନୋସର

ପ୍ରାଣୀଟି ଦେଖିବାକୁ ଠିକ୍‌ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ ନୁହେଁ। ଏହା ହେଉଛି ଏକ ଡାଇନୋସର। ଅତି ପ୍ରାଚୀନ ପ୍ରସ୍ତର ଯୁଗରେ ହିଁ ଏଭଳି…

ସବୁଠୁ ବଡ଼ ଟେବୁଲ୍‌ ଟେନିସ୍‌ ବ୍ୟାଟ୍‌

ଟେବୁଲ୍‌ ଟେନିସ୍‌ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍‌କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ। ତେବେ ଏହି କୁନି ବ୍ୟାଟ୍‌ର ଏକ ବିରାଟ ରୂପ ତିଆରି କରାଯାଇଛି, ଯାହାକୁ ଧରି…

ନୁଡଲ କେକ୍‌

ବିଭିନ୍ନ ପ୍ରକାରର ଆକାର ଓ ସ୍ବାଦର କେକ୍‌ ଦେଖିଥିବେ ଓ ଖାଇଥିବେ ବି। ହେଲେ ଇଣ୍ଡୋନେସିଆର ବେକେରି ଟଟ୍‌ ଅ’ ଯେଉଁ କେକ୍‌ ତିଆରି କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କେକ୍‌ ଦେଖିବାକୁ ଯେମିତି ସ୍ବାଦିଷ୍ଟ ଖାଇବାକୁ…

ରବର ବ୍ୟାଣ୍ଡ ଡ୍ରେସ୍‌

ଏହି ଷ୍ଟାଇଲିଶ୍‌ ଡ୍ରେସ୍‌ ଦେଖି ଭାବୁଥିବେ ଏହା ବାଦାମୀ ରଙ୍ଗର ଉଲ୍‌ରେ ତିଆରି ବୋଲି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯୁବତୀଜଣକ ପିନ୍ଧିଥିବା ଡ୍ରେସ୍‌ ରବର୍‌ ବ୍ୟାଣ୍ଡରେ ତିଆରି। ଏହି ରବର ବ୍ୟାଣ୍ଡର ଡ୍ରେସ୍‌ ପିନ୍ଧିଥିବା ଯୁବତୀଜଣକ ହେଉଛନ୍ତି ଟୋକିଓର ତାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?