‘ରାନୀପୁର ଟେରିକଟ୍’ ଏବେ ଇତିହାସ
ଝାନ୍ସୀ: ‘କେବେ ଆମେ ବି ମାଲିକ ଥିଲୁ। ଆମ ପାଖରେ ଅନେକ ଲୋକ କାମ କରୁଥିଲେ। ହେଲେ ଭାଗ୍ୟ ଆମକୁ ମାଲିକରୁ ଶ୍ରମିକ କରିଦେଲା। ପେଟପାଟଣା ପାଇଁ ବାହାରକୁ ପଳାଇଥିଲୁ। ଏବେ କରୋନା ପୁଣି ଗଁାକୁ ଫେରାଇ ଆଣିଛି। ହେଲେ ଏଠାରେ…
ବିଶ୍ୱ ମହୁମାଛି ଦିବସ: ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ
ମହୁମାଛି ଆମ ଜୀବନରେ ବହୁ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ ଜରୁରି ନୁହେଁ। କିଛି କୀଟପତଙ୍ଗଙ୍କର ମଧ୍ୟ ବିଶେଷ ଭୂମିକା ରହିଛି। ପୃଥିବୀରେ କୃଷିକ୍ଷେତ୍ରରେ ଏକ…
ଏହି ମନ୍ଦିରରେ କେବେ ବାଜେ ନାହିଁ ଶଙ୍ଖ
ସାଧାରଣତଃ ଦେବଦେବୀଙ୍କ ମନ୍ଦିରରେ ପୂଜାପାଠ ସମୟରେ ଶଙ୍ଖ ବଜାଯାଇଥାଏ। ମାତ୍ର ଏମିତି ଏକ ମନ୍ଦିର ରହିଛି, ଯେଉଁଠି କେବେ ଶଙ୍ଖ ବାଜେ ନାହିଁ। ବାସ୍ତବରେ ଏହା ପଛରେ ଏକ ପୌରାଣିକ କାହାଣୀ ରହିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଜାଣନ୍ତୁ…
ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ
କୁହାଯାଏ ଜଳ ବିନା ଜୀବନ ଅସମ୍ଭବ। ଗବେଷକଙ୍କ ମତରେ ଜଣେ ବ୍ୟକ୍ତି ଖାଦ୍ୟ ବିନା ପାଖାପାଖି ୪ ସପ୍ତାହ ବଞ୍ଚି ପାରିବ ହେଲେ ପାଣି ବିନା ୪ ଦିନ ବଞ୍ଚିବା କଷ୍ଟକର ପାଠ। ତେଣୁ ଜଳକୁ ଜୀବନ ବୋଲି କୁହାଯାଏ। ହେଲେ…
କୁକୁରକୁ ଡକ୍ଟରେଟ୍ ଡିଗ୍ରୀ
ରିଚ୍ମୋଣ୍ଡ୍,୧୯।୫: ମଣିଷକୁ ଡକ୍ଟରେଟ୍ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍ କଲେଜ ପକ୍ଷରୁ ୮ ବର୍ଷର ବୟସ୍କ ଲାବ୍ରାଡର ପ୍ରଜାତିର କୁକୁର ଡ. ମୋସ୍ ଡେଭିସ୍କୁ ସମ୍ମାନ…
ଡିଜିଟାଲ ସୋଲାର ଛତା
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଗ୍ରୀଷ୍ମର ପ୍ରଭାବ ଅସହ୍ୟ ହୋଇଥାଏ। ପୁଣି ମେ’ମାସର ଟାଣଖରା। ଚଳିତବର୍ଷ ଲକ୍ଡାଉନ ଯୋଗୁ ସାଧାରଣ ଲୋକେ ଘରେ ପଙ୍ଖା ଓ ଏସି ତଳେ ରହି ଏଥିରୁ ତ୍ରାହିପାଇଛନ୍ତି। ଯଦିଓ ଜରୁରୀ କାମରେ ବାହାରକୁ ଯାଉଛନ୍ତି, ଛତା…
ନୋଟ୍ ମାସ୍କ
ମିରଟ୍: ଲକ୍ଡାଉନ ପାଇଁ ଏବେ ସବୁଆଡ଼େ କଟକଣା। ରାତି ୭ରୁ ସକାଳ ୭ ଯିବାଆସିବା ବନ୍ଦ। ଏଥିସହ ବାଇକ୍ ଚାଳକଙ୍କ ଲାଗି ପାସ୍ ସହିତ ମାସ୍କ ଓ ହେଲ୍ମେଟ୍ ବାଧ୍ୟତାମୂଳକ। ଏବେ ଲକ୍ଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କେତେଜଣ…
କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି
କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍ଘାତ ଏବଂ କିଡ୍ନୀ ଫେଲ୍ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ ଯଥେଷ୍ଟ ମାତ୍ରାରେ କମ୍ କରିଦେଇପାରିବ। କୋଭିଡ୍-୧୯ ଉପରେ ଗବେଷଣା କରୁଥିବା ଆମେରିକାର ବିଶେଷଜ୍ଞମାନେ ଏପରି…
ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି
ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି। ଏଠାରେ ଟ୍ରାଇ ସାଇକେଲରେ ଭିକମାଗି ପେଟ ପୋଷୁଥିବା ରାଜୁ ନାମକ ଜଣେ…
ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ: ସଂଗ୍ରହାଳୟର ସୁରକ୍ଷା ଲୋଡ଼ା
ସାରା ବିଶ୍ୱରେ ମେ’ ୧୮ରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯାଉଛି। ଅନ୍ତର୍ରାଷ୍ଟ୍ରୀୟ ସଂଗ୍ରହାଳୟ ପରିଷଦ(ଆଇସିଓଏମ୍) ସଂଯୋଜନାରେ ପାଳିତ ଏହି ଦିବସ ପ୍ରତିବର୍ଷ ଏକ ସ୍ଲୋଗାନ ନେଇ ଲକ୍ଷ୍ୟ ପୂରଣ କରିବା ଦିଗରେ ଅଗ୍ରସର ହେଉଛି। ଆଇସିଓଏମ୍ ବିପର୍ଯ୍ୟୟ ସମୟରେ ସଂଗ୍ରହାଳୟକୁ…
ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ
ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ କେନ୍ଦ୍ରରେ ଥିବା ୪ ହାତୀ ଏଭଳି କରିଛନ୍ତି। ସଂରକ୍ଷଣ କେନ୍ଦ୍ରରେ ସେମାନେ ୨୦୧୫ଠାରୁ ଗତ…
ମାଉଥ୍ ଓ୍ବାଶରେ ମରିଯିବ କରୋନା ଭୂତାଣୁ !
ମେଡିକାଲ ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ଦାବି କରିଛନ୍ତି କି ମାଉଥ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ଏହା ଶରୀର ଭିତରକୁ ସଂକ୍ରମଣ କରିବା ପୂର୍ବରୁ ଗଳାରେ ଥିବା ଅବସ୍ଥାରେ ମାଉଥ୍ ଓ୍ବାଶ ଦ୍ୱାରା ମରିଯାଇଥାଏ। କିନ୍ତୁ ଏହାପୂର୍ବରୁ…

