ଫୁରସତ

ପୋଲିସ୍‌ ପାଳୁଛି ‘ବାର୍ଥ ଡେ’

ଅମୃ଼ତସର: ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ର କାମକୁ ବିଭିନ୍ନ ସ୍ଥାନରେ ପ୍ରଶଂସା ମିଳୁଛି। ଲୋକଙ୍କ ମନ ଜିଣି ସେମାନଙ୍କୁ ଲକ୍‌ଡାଉନ୍‌ ନିୟମ ମାନିବାକୁ ପୋଲିସ୍‌ ବିଭିନ୍ନ ପ୍ରକାର ଉଦ୍ୟମ କରୁଛି। ଠିକ୍‌ ଏମିତି ଏକ ଭିନ୍ନ ଉଦ୍ୟମ କରି ଏବେ ସମସ୍ତଙ୍କ...

ଭୋକରେ ଅସହାୟ ପ୍ରାଣୀ

ଲକ୍ଷ୍ନୌ: ସାରା ଦେଶରେ ଲକ୍‌ଡାଉନ ଜାରି ଥିବା ଯୋଗୁ ଲୋକେ ଘର ଭିତରେ ନିଜକୁ ବନ୍ଦ କରି ରଖିଛନ୍ତି। ଫଳରେ ବାହାରେ ବୁଲୁଥିବା ପ୍ରାଣୀ ଖାଦ୍ୟ ପାଇପାରୁ ନାହାନ୍ତି। ଏପରି ସ୍ଥିତିରେ ଉତ୍ତରପ୍ରଦେଶରେ ସୋମବାର ଏକ ଘଟଣା ଚର୍ଚ୍ଚାର ବିଷୟ...

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ପୁଅର ଅସୁସ୍ଥତା ଖବର ପାଇବା...

ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ ପୂର୍ବରୁ ୨୯ବର୍ଷୀୟ ଭିକ୍ଟର ନାମକ ଯୁବକ ଓ ୨୮ ବର୍ଷୀୟ ତାତିଆନା ନାମକ...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି...

ଲକ୍‌ଡାଉନ ସମୟରେ ଲଣ୍ଡା ହୋଇ କାହିଁକି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି ଲୋକେ

ନୂଆଦିଲ୍ଲୀ,୧୯।୪: ବର୍ତ୍ତମାନ କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଅଧିକାଂଶ ଲୋକେ ଘରେ ରହି ସମୟ କାଟୁଛନ୍ତି। ବିଶେଷ ଭାବେ ପୁରୁଷମାନେ ଏହି ସମୟରେ ନୂଆ ନୂଆ ଚ୍ୟାଲେଞ୍ଚ ନେଇ ଏହାର ଫଟୋ ଓ ଭିଡିଓ ସୋସିଆଲ...

ଏମିତି ଦେଶ, ଯେଉଁଠି ଜଣେ ଦୋଷ କଲେ ୩ ପିଢ଼ିଙ୍କୁ ମିଳିଥାଏ ଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୧୯।୪: ବିଶ୍ୱରେ ଅନେକ ଦେଶ ରହିଛି। ଯେଉଁଠାରେ ନୀତି, ନିୟମ ମଧ୍ୟ ଭିନ୍ନ ରହିଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠି କିଛି ଅଜବ ନିୟମ ରହିଛି। ଏପରି ଦେଶ ହେଉଛି ଉତ୍ତରକୋରିଆ। ଏଠାରେ ଏକଛତ୍ରବାଦୀ ଶାସନ ଚାଲିଥାଏ।...

୪୫ କୋଟିରେ ଆମେରିକାକୁ ଏହି ରାଜ୍ୟ ବିକିଥିଲା ଋଷ୍‌

ମସ୍କୋ: ଉତ୍ତର ଆମେରିକା ମାଳଦ୍ୱୀପର ଉତ୍ତର-ପଶ୍ଚିମରେ ଅବସ୍ଥିତ ବିଶ୍ୱ ମାନଚିତ୍ରରେ ରହିଛି ‘ଆଲାସ୍କା’ ରାଜ୍ୟ। ଯାହାକି ଋଷ୍‌ର ନିକଟରେ ରହିଛି। ଆଲାସ୍କା ହେଉଛି ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୯ ତମ ରାଜ୍ୟ। ଆଲାସ୍କା ଆମେରିକାର ଏକ ଅଂଶ ନୁହେଁ...

ଗୁଗୁଲ ଆଇକନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ନୂଆଦିଲ୍ଲୀ, ୧୮ା୪- ଆଗଧାଡ଼ିରେ ରହି କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ଗୁଗୁଲ। ସର୍ଚ୍ଚ ଇଞ୍ଜିନ ଗୁଗୁଲ ଡୁଡୁଲସ୍ ସିରିଜରେ ଶନିବାର ସମସ୍ତ ଜରୁରିକାଳୀନ ସେବା କର୍ମଚାରୀଙ୍କୁ ଏକକାଳୀନ ଉପସ୍ଥାପନ କରି ସେମାନଙ୍କୁ ଧନ୍ୟବାଦ ଜଣାଯାଇଛି। ସମସ୍ତ ଡାକ୍ତର...

ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର

ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ ଶହ କରୋନା ସଂକ୍ରମିତ ଲୋକ ଆସୁଛନ୍ତି। ଏହାସହ ଆମେରିକାରେ ପ୍ରତିଦିନ ହଜାର ହଜାର...

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ ରୂପାୟନ କରି ସୁଇଜରଲାଣ୍ଡ୍‌ର ଆଲପ୍ସ୍‌ ପର୍ବତରେ ଲାଇଟ୍‌ ଇଫେକ୍ଟ ଦ୍ୱାରା ଭାରତୀୟ ଜାତୀୟ...

ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସାନିଟାଇଜେଶନକୁ ସବୁଠି ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ଏମିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri