ଫୁରସତ

ଶିଶୁ ଶ୍ରମିକ ନିରୋଧ ଦିବସ: ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ। ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍‌ ୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। ୨୦୦୨ରେ ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲଓ) ଦ୍ୱାରା…

୪ ମାସ ଲକ୍‌ଡାଉନ୍‌ ପରେ ଖୋଲିଲା ସ୍କୁଲ, ଛାତ୍ରଙ୍କୁ ହେଲାନାହିଁ ପୁରୁଣା ପୋଷାକ

ଚାଇନା‌ରେ ୪ ମାସର ଲକ୍‌ଡାଉନ୍‌ ପରେ ଏବେ ସ୍କୁଲ ଖୋଲିଛି। ଲକ୍‌ଡାଉନ୍‌ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଛି। ଛାତ୍ରଙ୍କୁ ଏବେ ତାଙ୍କ ସ୍କୁଲ ପୋଷାକ ହେଉ ନାହିଁ।…

କରୋନା ଭୟ: ସାବୁନରେ ସଫାକଲେ ଧନିଆପତ୍ର

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଛି। ଏହି ସମୟରେ ଲୋକେ ଘରକୁ ଆଣୁଥିବା ଜିନିଷକୁ ସର୍ବପ୍ରଥମେ ସାନିଟାଇଜ କରୁଛନ୍ତି। ଏବେ ଟିକ୍‌ଟକ୍‌ରେ ଏମିତି…

ଶୁଆ ଶୁଣୁଛି ଗିଟାର

ମୁମ୍ବାଇ: ଶ୍ରୋତା ନ ଥିଲେ ଗୀତ ଗାଇବାର ମଜା ନ ଥାଏ। ଶ୍ରୋତାମାନଙ୍କ ଉପଭୋଗ ଆଉ କରତାଳିରେ ହିଁ ଗୀତ ଗାଇବାର ଏକ ଭିନ୍ନ ଆନନ୍ଦ ମିଳିଥାଏ। ତେବେ କେବଳ ମଣିଷମାନେ ଯେ ଶ୍ରୋତା ହୋଇପାରିବେ ଏକଥା ଭାବିବା ଭୁଲ୍‌। କାରଣ…

ଆଦିବାସୀଙ୍କ ହାତପାହାନ୍ତାରେ ବ୍ୟାଙ୍କସେବା

ରାୟପୁର: ଉପାନ୍ତ ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ ଲୋକମାନେ ପାଇବା କାଠିକର ପାଠ। ବର୍ଷ ବର୍ଷ ବିତିଯାଉଥିଲେ ବି ଭଲ ସଡ଼କ କିମ୍ବା ପିଇବା ପାଣି ସେମାନଙ୍କ ଲାଗି ସାତ ସପନ ପାଲଟିଥାଏ। ମାଓବାଦୀ ଅଧ୍ୟୁଷିତ ଛତିଶଗଡ଼ର ଦାନ୍ତଓ୍ବୋଡ଼ାରେ ଲୋକମାନେ ବାହାରକୁ…

ରାତାରାତି ଲୋନାର ହ୍ରଦ ପାଣିର ରଙ୍ଗ ପାଲଟିଲା ଗୋଲାପି

ଔରଙ୍ଗାବାଦ, ୧୧।୬: ମହାରାଷ୍ଟ୍ର ବୁଲଧାନା ଜିଲାରେ ଥିବା ଲୋନାର ହ୍ରଦର ପାଣିର ରଙ୍ଗ ରାତାରାତି ଗୋଲାପି ରଙ୍ଗ ପାଲଟି ଯାଇଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହା କିପରି ହେଲା ସେ ନାନା କଳ୍ପାନ ଜଳ୍ପନା ପ୍ରକାଶ…

କରୋନା ଭାଇରସ୍‌ ଉପରେ ରିସର୍ଚ୍ଚ କରିବାକୁ ୪୨.୨ କିମି ଚାଲିଲେ ୧୦୩ ବର୍ଷୀୟ ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଛି। ଏବେ ଏହି ଭୂତାଣୁ ଯୋଗୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କରୋନାର ମୂଳପୋଚ୍ଛ ପାଇଁ ବିଭିନ୍ନ ଦେଶ ଟୀକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟୀକା…

ମାତ୍ର ୧୦ ଟଙ୍କା ଦିଅନ୍ତୁ, ମନଇଛା ଟମାଟୋ ତୋଳି ନିଅନ୍ତୁ

ଜଶପୁର, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଲକ୍‌ଡାଉନ୍‌ ଜାରି ରହିଥିବାରୁ ବହୁ ଚାଷୀ ସେମାନଙ୍କ ଅମଳ ଫସଲ ବିକ୍ରି କରିପାରୁ ନାହାଁନ୍ତି। କେତେକ କମ ଦାମରେ ଅମଳ ଫସଲ ବିକ୍ରି କରିବାକୁ ବାଧ୍ୟ…

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜିଓଗ୍ରାଫିକାଲ ଆନାଲିସିସ୍‌ ପତ୍ରିକାରେ ଏହି ଗବେଷଣା ପ୍ରକାଶ ପାଇଛି। ସଂକ୍ରମଣର ଅଧିକ…

ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍‌ରେ କିଣିହେବ ବିଳାସମୟ କାର୍‌

ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ। ଯାହାର କିଲୋଗ୍ରାମ ପ୍ରତି ଦାମ୍‌ ୫ରୁ ୬ ହଜାର ଟଙ୍କା। କିନ୍ତୁ ଜାଣି ଆଶ୍ଚର୍ଯ୍ୟ…

ସାଟେଲାଇଟ୍‌ ଉପରେ କାହିଁକି ଦିଆଯାଇଥାଏ ସୁନାର ଆବରଣ

ସାଟେଲାଇଟ୍‌କୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ ହେଉଛି ସ୍ପୁଟନିକ୍‌-୧। ଏହା ସୋଭିଏତ୍‌ ସଂଘ ଦ୍ୱାରା ୪ ଅକ୍ଟୋବର ୧୯୫୭ରେ ପୃଥିବୀ ପୃଷ୍ଠକୁ ପଠାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଲାଣି। କିନ୍ତୁ ଜାଣନ୍ତି…

୨ ହାତୀ ହେଲେ ୬.୨୫ ଏକର ଜମିର ମାଲିକ

ପାଟନା, ୧୦।୬: ମଣିଷ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ବେଳେବେଳେ ଅତି ନିବିଡ଼ ହୋଇଯାଏ। ମଣିଷ ସେତେବେଳେ ପ୍ରାଣୀଙ୍କୁ ନିଜର ଅତି ନିଜର ପରିବାର ସଦସ୍ୟ ବୋଲି ଭାବିଥାଏ। ଏଭଳି ଏକ ଘଟଣା ବିହାରରେ ଘଟିଛି। ଏଠାରେ ଜଣେ ମାଲିକ ନିଜର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?