ମାସ୍କ ପିନ୍ଧିଲେ କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ କମିଯାଏ
ବର୍ଲିନ୍, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଶ୍ୱ…
ରଜକୁ ଫିକା କରିବ କରୋନା: ବୁଡ଼ାଇଲା ରଜପାନ ବେପାର
ଜ୍ୟେଷ୍ଠର ରୌଦ୍ରତା ସହ ଆଷାଢ଼ର ଶୀତଳତା ଓ ମାଟି ମା’ ସହ ଶୀତଳ ବାରିଧାରାର ମିଳନ ରଜପର୍ବର ଅନ୍ୟତମ ଆକର୍ଷଣ। ବନ୍ଧୁ ସହ ବନ୍ଧୁର ମିଳନ ଆଉ କ୍ଷେତ ସହ କୃଷକର ମିଳନ ଆଣିଦିଏ ଅପୂର୍ବ ମାଦକତା। ତେବେ ପରିବର୍ତ୍ତିତ ପରିସ୍ଥିତିରେ…
ଏମିତି ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ
ପ୍ରଥମ ବିଶ୍ୱଯୁଦ୍ଧ ଇତିହାସ ସମ୍ପର୍କରେ ଅନେକ ବହିରେ ପଢ଼ିଥିବେ ନିଶ୍ଚିତ । ଏହି ଯୁଦ୍ଧ ୧୯୧୪ରୁ୧୯୧୮ ପର୍ଯ୍ୟନ୍ତ ଚାଲିଥିଲା। ଏହି ମହାଯୁଦ୍ଧ ଏସିଆ, ୟୁରୋପ, ଆଫ୍ରିକା ମହାଦେଶ ମଧ୍ୟରେ ଜଳ, ସ୍ଥଳ ଏବଂ ଆକାଶ ପଥରେ ହୋଇଥିଲା। କିନ୍ତୁ ଏହାକୁ ୟୁରୋପର…
ନ ଛୁଇଁଲେ ବି ବାଜିବ ମନ୍ଦିରର ଘଣ୍ଟି
ମନ୍ଦସୌର,୧୩।୬: କରୋନା ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍ଡାଉନ ହଟିବା ପରେ ଏବେ ଧାର୍ମିକସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି। ଯେମିତି ମନ୍ଦିର…
ଛୋଟ ନୋଟ୍ର ୧୦୩ ବର୍ଷର ବଡ଼ କାହାଣୀ
ମୁମ୍ବାଇ, ୧୩।୬: ଭାରତରେ ପ୍ରଚଳିତ ସବୁ କାଗଜ ନୋଟ୍ରେ ରିଜର୍ଭବ୍ୟାଙ୍କ ଗଭର୍ନରଙ୍କ ହସ୍ତାକ୍ଷର ରହିଥାଏ। ତେବେ କେବଳ ଏକ ଟଙ୍କିଆ ନୋଟ୍ରେ ନ ଥାଏ। ଏଥିରେ ଅର୍ଥ ସଚିବଙ୍କ ହସ୍ତାକ୍ଷର ରହିଥାଏ। ଏହାକୁ ରିଜର୍ଭ ବ୍ୟାଙ୍କ ମଧ୍ୟ ଜାରି କରନ୍ତି ନାହିଁ।…
ଗଧକୁ ମିଳିଲା ଜାମିନ
ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୁଆ ଖେଲୁଥିବା ଅଭିଯୋଗରେ ୮ ଜଣଙ୍କୁ…
ପୋଷ୍ଟ ଅଫିସରେ ବିକ୍ରିହେବ ହ୍ୟାଣ୍ଡ ସାନିଟାଇଜର
ଲକ୍ଷ୍ନୌ: ମହାମାରୀ କରୋନା ଆତଙ୍କ ସୃଷ୍ଟିକରିଥିବା ବେଳେ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ କରୋନାଠାରୁ ଦୂରେଇ ରଖିବା ଲାଗି ଆବଶ୍ୟକ ହେଉଥିବା ଜିନିଷ ଯୋଗାଇଦେବା ଏବେ ପ୍ରଧାନ କର୍ତ୍ତବ୍ୟ ହୋଇଛି। ଏହାକୁ ଗୁରୁତ୍ୱଦେଇ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଏକ ନୂତନ…
କରୋନା ମଲ୍
ବାରାଣସୀ: ପିଲାଙ୍କ ଲାଗି ଫ୍ୟାନି୍ସ କଲର ମାସ୍କ, ବିଭିନ୍ନ ଡିଜାଇନ୍ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ, ସାବୁନ, ଗାମୁଛା ଓ ଭିନ୍ନ ଧରଣର ଫେସ୍ କଭର ଆଦି ସମସ୍ତ କରୋନା ସମ୍ପର୍କିତ ଜିନିଷ ଗୋଟିଏ ଛାତ ତଳେ ମିଳୁଛି। ଏଠାକୁ ଲୋକଙ୍କ…
ଚାକିରିକୁ ନା’ କରି ହେଲେ ସଫଳ ଚାଷୀ
ବେଲଗାଭି(କର୍ନାଟକ): କଳା ଏବଂ ଶିକ୍ଷା ଦୁଇଟି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଭଲ ଶିକ୍ଷକଟିଏ ହେବା ପାଇଁ ଲକ୍ଷ୍ୟ ରହିଥିଲା। ଚାହିଁଥିଲେ ଚାକିରିଟିଏ ମଧ୍ୟ ନିଶ୍ଚୟ ପାଇଯାଇଥାନ୍ତେ। ହେଲେ ଚାକିରିକୁ ଏଡ଼ାଇ ଦେଇଥିଲେ। ମାସିକ ୧୬ ହଜାର ଟଙ୍କା ଦରମାରେ…
ଚନ୍ଦ୍ରକୁ ଶୁଷ୍କ ଭାବିବା ଭୁଲ୍
ଟୋକିଓ, ୧୩ା୬: ଚନ୍ଦ୍ର ଶୁଷ୍କ ବୋଲି ଆମେ ଭାବିଥାଉ। ବହୁ ଜ୍ୟୋତିର୍ବିଦ ଭାବନ୍ତି, ଆମର ଏକମାତ୍ର ଉପଗ୍ରହ ଅଙ୍ଗାରକ ଭଳି ଅସ୍ଥିର ତତ୍ତ୍ୱ ରହିତ, ଯାହା ପୃଥିବୀ ଓ ମଙ୍ଗଳ ମଧ୍ୟରେ ଧକ୍କାଖାଇ ଜଳିଯିବା ପରେ ସୃଷ୍ଟିହୋଇଛି। କିନ୍ତୁ ଏକ ନୂଆ…
ଅନ୍ଲାଇନ୍ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା
କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍ଲାଇନ୍ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍ନେଟ୍ ଗତି କମ୍ ରହୁଛି ତ ଆଉ କେଉଁଠି ବ୍ଲାକବୋର୍ଡରେ ଗଣିତ, ବିଜ୍ଞାନ ଭଳି କଠିନ ବିଷୟ ପଢ଼ାଇବାରେ ଶିକ୍ଷୟିତ୍ରୀ ଶିକ୍ଷକ…
ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ଉଚ୍ଚ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି
ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ ରହିଥିବା ଭଗବାନ ବିଷ୍ଣୁଙ୍କ ମନ୍ଦିର ସବୁଠୁ ଉଚ୍ଚ। ତାହା ପୁଣି ଏକ ମୁସ୍ଲିମ୍ ଦେଶରେ।…

