ଫୁରସତ

ସ୍ବାମୀଙ୍କୁ ପ୍ରେମିକା ସହ ଧରିବା ପରେ ରାସ୍ତା ଉପରେ କ’ଣ କଲେ ସ୍ତ୍ରୀ

ମୁମ୍ବାଇ, ୧୩।୭: ମୁମ୍ବାଇର ପେଡର ରୋଡରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ପ୍ରେମିକା ସହ କାରରେ ଏକାଠି ବୁଲୁଥିବା ଅବସ୍ଥାରେ ଧରିଥିଲେ। ଏହାପରେ ମହିଳାଜଣଙ୍କ ରାଗିଯାଇ ରାସ୍ତା ମଝିରେ ହଙ୍ଗାମା ଆରମ୍ଭ କରିଥିଲେ। କାର ଆଗରେ ଠିଆ ହୋଇ ସ୍ବାମୀଙ୍କୁ...

ଆପଣଙ୍କ ପିଲା ପୋଷା କୁକୁର ସହ ଖେଳୁଛି କି.. ତେବେ ନିଶ୍ଚେ ପଢ଼ନ୍ତୁ ଏହି ଖବର, ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଏହା ଭଲଭାବରେ ଜାଣୁ ଯେ ଗୃହପାଳିତ ପ୍ରାଣୀମାନେ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କୁକୁରମାନେ ପିଲାମାନଙ୍କର ସାମାଜିକ ତଥା ମାନସିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

ନବଜାତ ଶିଶୁ ଭାବି ଖେଳନାର ପୋଷ୍ଟମର୍ଟମ କଲେ ଡାକ୍ତର

ବୁଲଡାନ, ୧୩।୭- ମହାରାଷ୍ଟ୍ରର ବୁଲଡାନ ସହରରେ ଏକ ଅଜବ ଘଟଣା ଘଟିଯାଇଛି। ଡାକ୍ତରମାନେ ଏକ ଖେଳନାକୁ ନବଜାତ ଶିଶୁର ଶବ ଭାବି ଏହାର ପୋଷ୍ଟମର୍ଟମ କରିଥିଲେ। କିନ୍ତୁ ଯେତେବେଳେ ପୋଷ୍ଟମର୍ଟମର କିଛି ସମୟ ପରେ ସେହି ଖେଳନା ଭିତରୁ ସୂତା...

ମାସ୍କ ନ ପିନ୍ଧିଲେ କରୋନା ଯୋଦ୍ଧାଙ୍କ ଭଳି ସେବା କରିବେ: ଯମରାଜ

ଭୋପାଳ,୧୩।୭: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରବିବାର ୧୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତର ସବୁଠାରୁ ବଡ ରେକର୍ଡ। ସହରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୩ରେ ପହଞ୍ଚିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା...

ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର

ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍‌ ବିଷୟରେ ମା’ ଉଚିତ୍‌ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥାଏ। ମାତ୍ର ବେଳେବେଳେ ଏମିତି କିଛି ଖବର ସମ୍ମୁଖକୁ ଆସିଥାଏ ଯାହାକୁ ଶୁଣିବା ପରେ ସମ୍ପର୍କ...

ବିବାହ କରିବା ପଡ଼ିଲା ମହଙ୍ଗା: ସିଲ୍‌ ହେଲା ସମଗ୍ର ସହର

ବିବାହ ଉତ୍ସବକୁ ଲୋକେ ଧୂମ୍‌ ଧାମ୍‌ରେ ପାଳନ କରିଥାନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ କରୋନା ଯୋଗୁ ସବୁକିଛି ବଦଳିଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ...

ଫଟୋଗ୍ରାଫର ନିଜ ଘରକୁ ଏଭଳି କଲେ ଡିଜାଇନ: ଯାହାକୁ ଦେଖିଲେ ଲାଖିଯିବ ଆଖି

ସବୁ ମଣିଷ ଭିତରେ କିଛି ନା କିଛି କଳା ରହିଥାଏ। କିଏ ଭଲ ଡ୍ୟାନ୍ସ କରେ ତ, କିଏ ଭଲ ଗୀତ ଗାଇପାରେ, ଭଲ ଚିତ୍ରଟିଏ ଆଙ୍କିପାରେ ତ ଆଉ କିଏ ଭଲ ଫଟୋଗ୍ରାଫି କରିପାରେ। ସମସ୍ତଙ୍କୁ ଭଗବାନ ଭିନ୍ନ...

କ୍ୟାମେରା ପରି ଘର କରିଛନ୍ତି ଫଟୋଗ୍ରାଫର: ପିଲାମାନଙ୍କ ନାଁ ବି ସେମିତି ନିଆରା

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ ସଉକ ପାଇଁ ଜଣେ ଜଣେ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏମିତି ଜଣେ ବ୍ୟକ୍ତି...

ପଡୋଶୀ ଝିଅଙ୍କ ଜୀବନ ବଞ୍ଚାଇବା ପାଇଁ ୫ ଲକ୍ଷ ଟଙ୍କା ଯୋଗାଡ କଲେ କନଷ୍ଟେବଳ

ଚେନ୍ନାଇ,୧୩।୭: ତାମିଲନାଡୁର ଚେନ୍ନାଇରେ ଜଣେ ହେଡ୍‌ କନଷ୍ଟେବଳ ନିଜ ମାନବିକତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ବର୍ଷର ଝିଅର ଜୀବନ ସେ ବଞ୍ଚାଇ ଦେଇଛନ୍ତି। କବିଷ୍କା ନାମକ ଏହି ଝିଅଟି ଜନ୍ମରୁ ଡେକ୍ସଟ୍ରୋକାର୍ଡିଆ ରୋଗରେ...

ଶାଶୁଙ୍କ ୧୦୦ ବର୍ଷ ପୁରୁଣା ସିନ୍ଦୁକ ଖୋଲିଲେ ବୋହୂ, ଆଉ ତା’ପରେ

ପୁରୁଣା ଜିନିଷ ସାଇତି ରଖିବା କିଛି ଲୋକଙ୍କୁ ପସନ୍ଦ ଥାଏ। ପୁରୁଣା ଖବର କାଗଜ, କଏନ୍‌, ବହିକୁ ସାଇତି ରଖିବା ମଧ୍ୟ ଗୋଟିଏ କଳା। କୁରୁକ୍ଷେତ୍ରରେ ଜଣେ ମହିଳା ୧୯୧୮ରୁ ୨୦୦୦ ମଧ୍ୟରେ ଭାରତରେ ଚାଲିଥିବା କଏନ୍‌ ସବୁ ନିଜ...

ଲଭ୍‌ଷ୍ଟୋରୀରେ ଟୁଇଷ୍ଟ୍‌: କନ୍ୟା ବିଦା ହୋଇ ନ ପାରି ବରଙ୍କୁ ନେଇଗଲେ ନିଜ ଘରକୁ ଆଉ ତାପରେ…

କାନପୁର, ୧୩।୭: ବିବାହ ପରେ କନ୍ୟା ବାପଘରୁ ବିଦା ହୋଇ ବର ଘରକୁ ଆସିଥାନ୍ତି। ତେବେ ଉତ୍ତରପ୍ରଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି। ପରସ୍ପରକୁ ଭଲ ପାଉଥିବା ଦୁଇପ୍ରେମୀଙ୍କ ମଧ୍ୟରେ ବାଧା ଦେଇଥିଲେ ଦୁଇପକ୍ଷ ପରିବାର। ସରଜନା-ବରଦହା ଗାଁର...

ଆଗ୍ନେୟଗିରିରୁ ଉଦ୍‌ଗିରଣ ହେଉଛି ଘନନୀଳ ରଙ୍ଗ ଲାଭା: ଲୋକେ ଆତଙ୍କିତ

ଜାକର୍ତ୍ତା, ୧୩।୭: ଇଣ୍ଡୋନେସିଆର ଏକ ଆଗ୍ନେୟଗିରିରୁ ଘନନୀଳ ରଙ୍ଗର ଲାଭା ଉଦ୍‌ଗିରଣ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲାଭାର ରଙ୍ଗ ସାଧାରଣତଃ ଲାଲ ରହୁଥିବାବେଳେ ଏଭଳି ରଙ୍ଗ ନେଇ ଲୋକେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri