ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିବା ଲାଗି ଜଣେ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଶନିବାର ସ୍ଥାନୀୟ ପୋର୍ଟ ମେକଓ୍ବେୟର ସମୁଦ୍ର କୂଳରେ ସର୍ଫିଙ୍ଗ୍‌ କରୁଥିବାବେଳେ ମାର୍କ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ଡାହାଣ ଗୋଡ଼କୁ ସାର୍କ ମୁନିଆ ଦାନ୍ତରେ କାମୁଡ଼ି ଧରିଥିଲା। ଏହା ଦେଖି ମାର୍କ ସାର୍କର ମୁହଁକୁ ମୁଥା ମାରିବାରେ ଲାଗିଲେ। ଶେଷରେ ବିଚରା ସାର୍କ ଭୟରେ ସମୁଦ୍ର ଭିତରକୁ ପଳାଇଥିଲା। ଏବେ ମାର୍କଙ୍କ ସାହାସ ନେଇ ଅଷ୍ଟ୍ରେଲିଆରେ ଚର୍ଚ୍ଚା ଜାରି ରହିଛି। ସାର୍କ ସହିତ ମାର୍କଙ୍କ ଲଢ଼େଇର ଭିଡ଼ିଓ ଓ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କଟକଣା ଜାରି କରିଥିବା ଚାଇନା ସେନା ଅଧିକାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ କଲେ ଜିନପିଙ୍ଗ…

ବେଜିଂ,୧୨।୩ : ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ରେକର୍ଡ ତୃତୀୟ ଥର ପାଇଁ କ୍ଷମତା ଦିଆଯାଇଛି। ବର୍ତ୍ତମାନ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ମଧ୍ୟ...

ପାକିସ୍ତାନକୁ ଆତଙ୍କବାଦୀ ସଂଗଠନ ଟିଟିପିର ଧମକ, ସର୍ତ୍ତ ଉଲ୍ଲଂଘନ କରୁଛନ୍ତି ସରକାର, ଏବେ ହଟିବ ଅସ୍ତ୍ରବିରତି…

ଇସଲାମାବାଦ, ୪।୯ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି) ଏହାର ମାସେ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟ ଅସ୍ତ୍ରବିରତି ଶେଷ କରିବାକୁ ଘୋଷଣା କରିଛି। ଆଫଗାନିସ୍ତାନ ତାଲିବାନ...

କଙ୍କଡ଼ାକୁ ଦେଖି ଡରିକି ଛାନିଆ ମାଙ୍କଡ ଛୁଆ: ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଅଭିନୟ ଦେଇଛି ପରିଚୟ

ନିଶା ତାଙ୍କର ଅଭିନୟ ମାତ୍ର ପେସାରେ ଜଣେ ବହି ଦୋକାନୀ । ଦୀର୍ଘ ୫ ଦଶନ୍ଧି ଧରି ସେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ବିଭିନ୍ନ ନାଟକରେ...

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି...

ବୁମେରାଂ ହେଲା ଷ୍ଟ୍ରାଟେଜି

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୨ା୩: ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ି ଫସିଯାଇଛି ରୁଷିଆ। ସାମରିକ ଦକ୍ଷତା ଦୃଷ୍ଟିରୁ ବହୁ ଦୁର୍ବଳ ୟୁକ୍ରେନ୍‌କୁ ଆକ୍ରମଣ କରି ସହଜରେ ଦଖଲ କରିବା ଲାଗି...

ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ

ବ୍ରାସିଲିଆ,୩୦।୭: କରୋନା ପରେ ଏବେ ଧିରେ ଧିରେ କାୟା ମେଲାଉଛି ‘ମଙ୍କିପକ୍ସ’ସଂକ୍ରମଣ। ଏହାରି ଭିତରେ ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୪୧ ବର୍ଷୀୟ...

ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର...

Advertisement
Archives

Model This Week