Posted inଫୁରସତ

ହାତ ଧରାଧରି ହୋଇ ଉଡ଼ିଲେ ଦୁଇ ଛଞ୍ଚାଣ, ଆଉ ତା ପରେ

ସୋସିଆଲ ମିଡିଆରେ ଦୁଇ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହାତ ଧରାଧରି ହୋଇ ଏହି ଦୁଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳୁଛି। ଭିଡିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଏରିଲ ଆକ୍ରୋବାଟିକ୍ସ’ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ର ବିଲେଇ: ପାଣିରେ କରୁଛି ଶିକାର

ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଭର୍ଭରେ ଥିବା ଫିସିଂ କ୍ୟାଟ୍‌ ବା ମାଛ ଶିକାର କରୁଥିବା ବିଲେଇ ଦେଖିବାକୁ ମିଳେ। ପାନ୍ନା ଟାଇଗର ରିଜର୍ଭ ହେଉଛି ବିଲୁପ୍ତ...

ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା

ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ।...

ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ...

ନଦୀରୁ ବାହାରିଲା ରୁପା କଏନ୍‌, ଗାଁ ଲୋକଙ୍କ ଜମିଲା ଭିଡ଼…

ଭୋପାଳ,୯।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଏପରିସ୍ଥଳେ ସିନ୍ଦ୍‌ ନଦୀ କୂଳରେ ଥିବା ଅଶୋକ ନଗର ଅଞ୍ଚଳର ପଞ୍ଚାବଳୀ ଗାଁର ଲୋକଙ୍କ ମଧ୍ୟରେ ଏକ...

ସଚିନ୍‌ ତେନ୍ଦୁଲକର ରିକି ପଣ୍ଟିଂଙ୍କ ଦଳକୁ ଦେବେ କୋଚିଂ

ସିଡ୍‌ନୀ,୨୧।୧: ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ୍‌ ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସଚିନ୍‌ ଖୁବ୍‌ ଶୀଘ୍ର କୋଚ୍‌ ଭୂମିକାରେ ଦେଖାଦେବେ। ମଙ୍ଗଳବାର...

ଇଣ୍ଡିଗୋ ଫ୍ଲାଇଟ୍‌ରେ ହଜିଥିଲା ଲଗେଜ୍‌; ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଦେଲେ ଇଞ୍ଜିନିୟର

ବେଙ୍ଗାଲୁରୁ: ପ୍ରତ୍ୟେକ ଦିନ ଅଜବ ଘଟଣା ସବୁ ଘଟୁଛି। ସେଥିରୁ କିଛି ଲୋକଙ୍କ ଆଖିରେ ପଡ଼ୁଥିବାବେଳେ କିଛି ଘଟଣା ଲୋକଲୋଚନକୁ ଆସିପାରୁ ନାହିଁ। ଏମିତି ଏକ...

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା...

ବହୁ ବର୍ଷ ହେବ ରୋଷେଇ ଘରେ ଲାଗିଥିଲା ଫଟୋ ଚିତ୍ର, ହଠାତ୍‌ ମହିଳା ହେଲେ କୋଟିପତି

ବେଳେବେଳେ ଆମ ଘରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମକୁ ଜଣା ନ ଥାଏ। ଆଉ ତାହା ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ...

Advertisement
Archives

Model This Week