ମାଛକୁ ବଞ୍ଚାଇବା ପାଇଁ ଘୁଷୁରି ଛୁଆ କରୁଛନ୍ତି ଏମିତି କାର୍ଯ୍ୟ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ
ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ କଳା ଘୁଷୁରି ଭୂମିରେ ପଡ଼ିଥିବା…
କୁକୁର ସହ ମହିଳା କଲେ କିଛି ଏମିତି, ଦେଖିଲେ ଆଖିରେ ଆସିଯିବ ଲୁହ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବିଶ୍ୱର ସବୁଠାରୁ ଭୟଭୀତ ପେଣ୍ଟିଂ: ଯିଏ ଦେଖିଲା ତା’ ସହ ଘଟିଲା ଏମିତି କିଛି
ବିଶ୍ୱରେ ଏପରି କିଛି ଭୟଭୀତ ପେଣ୍ଟିଂ ରହିଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ବିଚଳିତ ହୋଇଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ। ଏହି କାରଣ ଲାଗି ଏକ ପେଣ୍ଟିଂକୁ ଲୁଚାଇ ରଖାଯାଇଛି । ତେବେ ଜାଣନ୍ତୁ ସେହି ଭୟଭୀତ ପେଣ୍ଟିଂ…
ଶୁଆ ଚଲାଉଛି ୟୁଟ୍ୟୁବ୍, ଦେଖିଲେ ଲାଖିଯିବ ଆଖି
ଆପଣ ନିଶ୍ଚୟ ଅନେକ ଶୁଆଙ୍କୁ ଦେଖିଥିବେ ଯେଉଁମାନେ ରହୁଥିବା ଘରର ସଦସ୍ୟଙ୍କ ନାଁ ଧରି ଡାକନ୍ତି। କିନ୍ତୁ ଦେଖିଛନ୍ତି କି ଶୁଆ କେବେ ୟୁଟ୍ୟୁବ୍ ଚଲାଇବାର? ନ ଦେଖିଲେ ବିଶ୍ୱାସ କରି ହେବନି। ତେବେ ଦେଖନ୍ତୁ ଏପରି କିଛି ଦୃଶ୍ୟ… ଏମିତି…
ଏସବୁ ପ୍ରଶ୍ନର ଉତ୍ତର ଦେଲେ ମିଳିବ ୧.୪୧ ଲକ୍ଷ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରଶ୍ନ…
କିଛି କାମ ନ କରି ଖାଲି ଘରେ ବସି ରହିବା, ଆଉ ଏଟିଏମ୍ ଆକାଉଣ୍ଟକୁ ମାସ ଶେଷକୁ ଟଙ୍କା ଆସିଯିବ। ଏମିତି ଭାବନା ଅଧିକାଂଶ ଲୋକଙ୍କ ମନରେ ଆସିଥାଏ। ହେଲେ ଏହା କେବେ ସତ ହୋଇ ନ ଥାଏ। ମାତ୍ର ଜର୍ମାନର…
ମାଛ, ମାଂସଠାରୁ ବି ମହଙ୍ଗା ଏହି ପରିବା, ବଜାରକୁ ଆସିବା ମାତ୍ରେ ମିନିଟରେ ହୋଇଯାଏ ବିକ୍ରି
ଝାଡଖଣ୍ଡ ଏବଂ ଛତିଶଗଡରେ ବର୍ଷା ଦିନେ ଏକ ପରିବା ବହୁ ମାତ୍ରାରେ ବିକ୍ରି ହୋଇଥାଏ। ଏବେ ଏହାକୁ ଦେଶର ସବୁଠୁ ମହଙ୍ଗା ପରିବା ବୋଲି କୁହାଯାଉଛି। ଏହି ପରିବାର ମୂଲ୍ୟ କିଲୋ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି। ଯାହାକି ମାଉ…
ଶାଶୁ-ବୋହୂ ମିଶିକି କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଧାରଣତଃ ଶାଶୁ-ବୋହୂ ଝଗଡା ବିଷୟରେ ଶୁଣିଥିବେ କିନ୍ତୁ ସମାଜରେ ଏମିତି କିଛି ଶାଶୁ-ବୋହୂ ଅଛନ୍ତି ସେମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାଡଖଣ୍ଡରେ ଏମିତି ଜଣେ ଶାଶୁ-ବୋହୂ ଯୋଡି ସାମ୍ନାକୁ ଆସିଛନ୍ତି। ଦୁହେଁ ମିଶି ଏକ ଏମିତି ଆପ୍ ପ୍ରସ୍ତୁତ…
ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ; ଖବରଦାତା ପଢ଼ିଲେ ମନ୍ତ୍ର
କୈମୁର, ୨୩।୮: ବିହାର କୈମୁର ଜିଲାର ଏକ ପୋଲିସ ଷ୍ଟେସନରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଦୁର୍ଗାବତୀ ବ୍ଲକର ଏହି ପ୍ରେମୀ ଯୁଗଳ ଗତ ୨ ବର୍ଷ ହେବ ପରସ୍ପରକୁ ଭଲପାଇ ଆସୁଥିଲେ।…
ଅପହରଣ ହୋଇଥିବା ସ୍ତ୍ରୀକୁ ଖୋଜିବା ଲାଗି ୯୦ କିମି ଚାଲିଲେ ସ୍ବାମୀ
ହନୁମାନଗଡ଼, ୨୩।୮: ରାଜସ୍ଥାନର ହନୁମାନଗଡ଼ ଜିଲାରେ ଜଣେ ମହିଳାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି। ତେବେ ସ୍ଥାନୀୟ ପୋଲିସ ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଙ୍କ ସ୍ବାମୀ ନିରାଶ ହୋଇ ଶେଷରେ…
ନିରାମିଷାଶୀ ବାଘ! କ’ଣ ଖାଇଲା ଦେଖନ୍ତୁ ଭିଡିଓ…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରଲ ହେଉଛି। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବାଘ ତରଭୁଜ ଖାଉଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ…
ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ
ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି କାହାର ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ହସ୍ପିଟାଲ ଯିବା କାଠିକର ପାଠ…
କଂକ୍ରିଟ କାନ୍ଥକୁ ଥଣ୍ଟରେ ତାଡି ବସା କରୁଛି ପକ୍ଷୀ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ବର୍ତ୍ତମାନ ଏକ ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ କାଠହଣା ପକ୍ଷୀ ନିଜ ଥଣ୍ଟରେ କଂକ୍ରିଟ କାନ୍ଥକୁ ତାଡୁଛି।…
Archives


