Posted inଫୁରସତ

ମାଛ, ମାଂସଠାରୁ ବି ମହଙ୍ଗା ଏହି ପରିବା, ବଜାରକୁ ଆସିବା ମାତ୍ରେ ମିନିଟରେ ହୋଇଯାଏ ବିକ୍ରି

ଝାଡଖଣ୍ଡ ଏବଂ ଛତିଶଗଡରେ ବର୍ଷା ଦିନେ ଏକ ପରିବା ବହୁ ମାତ୍ରାରେ ବିକ୍ରି ହୋଇଥାଏ। ଏବେ ଏହାକୁ ଦେଶର ସବୁଠୁ ମହଙ୍ଗା ପରିବା ବୋଲି କୁହାଯାଉଛି। ଏହି ପରିବାର ମୂଲ୍ୟ କିଲୋ ପିଛା ୧୨୦୦ ଟଙ୍କାରେ ବିକ୍ରି ହେଉଛି। ଯାହାକି ମାଉ ମାଂସ ମୂଲ୍ୟଠାରୁ ମଧ୍ୟ ଅଧିକ। ଏହି ପରିବାର ନାଁ ହେଉଛି ଖୁଖାଡି। ବଜାରକୁ ଆସିବା ମାତ୍ରେ କିଛି ମିନିଟ ମଧ୍ୟରେ ବିକ୍ରି ହୋଇଯାଏ। ଏହି ପରିବାରୁ ପ୍ରଚୁର ପ୍ରୋଟିନ ମିଳିଥାଏ।
ଛତିଶଗଡରେ ଏହାକୁ ଖୁଖାଡି କୁହାଯାଏ। ଝାଡ଼ଖଣ୍ଡରେ ଏହାକୁ ରୁଗଡା କୁହାଯାଏ। ଏହା ଏକ ଛତୁ ଜାତୀୟ ପରିବା। ଏହା ପ୍ରକୃତିକ ଭାବେ ଜଙ୍ଗଲରେ ଫଳିଥାଏ। ଏହି ପରିବାକୁ ଦୁଇ ଦିନ ମଧ୍ୟରେ ରାନ୍ଧିବାକୁ ପଡିବ। ନଚେତ୍‌ ଏହା ଅଦରକାରୀ ହୋଇଯାଏ। ଛତିଶଗଡର ବଳରାମପୁର, ସୁରଜପୁର, ସୁରଗୁଜାରେ ବର୍ଷା ଦିନେ ଏହି ପରିବା ଫଳିଥାଏ। ଦୁଇମାସ ଧରି ଫଳୁଥିବା ଏହି ଖୁଖାଡିର ଚାହିଦା ଏତେ ବଢିଯାଏ ଯେ ଜଙ୍ଗଲରେ ରହୁଥିବା ଗ୍ରାମବାସୀ ଏହାକୁ ସଂରକ୍ଷଣ କରନ୍ତି। ଛତିଶଗଡର ଅମ୍ବିକାପୁର ସମେତ ଅନ୍ୟାନ୍ୟ ସହରାଞ୍ଚଳର ଲୋକମାନେ ଏହାକୁ କମ ମୂଲ୍ୟରେ କିଣୁଛନ୍ତି ଏବଂ ଏହାକୁ କିଲୋ ପିଛା ୧୦୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି। ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତି ପାଇଁ ଖୁଖାଡି ବ୍ୟବହୃତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri