Posted inଫୁରସତ

ମାଛକୁ ବଞ୍ଚାଇବା ପାଇଁ ଘୁଷୁରି ଛୁଆ କରୁଛନ୍ତି ଏମିତି କାର୍ଯ୍ୟ: ଦେଖିଲେ ଲାଗିବ ଆଶ୍ଚର୍ଯ୍ୟ

ପ୍ରାୟତଃ ସମସ୍ତ ପଶୁଙ୍କଠାରେ ଦୟାଳୁ ମନୋବୃତ୍ତି ଦେଖାଯାଏ। ସୋସିଆଲ ମିଡିଆରେ ସେହିପରି ଅନେକ ଭିଡିଓ ନଜର ଆସିଥିବା ବେଳେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଛୋଟ କଳା ଘୁଷୁରି ଭୂମିରେ ପଡ଼ିଥିବା ଏକ ମାଛକୁ ଦେଖୁଛନ୍ତି। ପରେ ସେମାନେ ଏକାଠି ହୋଇ ମାଛକୁ ପାଣିରେ ଛାଡ଼ିବା ପାଇଁ ଠେଲିବା ଆରମ୍ଭ କରୁଛନ୍ତି। କିଛି ସମୟ ଚେଷ୍ଟା ପରେ ସେମାନେ ସଫଳ ହେଉଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ସେ ଲେଖିଛନ୍ତି, ”ଦୟା କ୍ଷୁଦ୍ରତମ କାର୍ଯ୍ୟ, ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟଠାରୁ ଅଧିକ ମୂଲ୍ୟବାନ ଅଟେ॥ ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି“।

 


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି @ ପୁରୁଷ

ଫ୍ୟାଶନର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ କି କୌଣସି ସୀମା ଭିତରେ ମଧ୍ୟ ଏହା ସୀମିତ ନୁହେଁ। ପ୍ରତ୍ୟେକେ ନିଜସ୍ବ ରୁଚି ଅନୁଯାୟୀ ତିଆରି କରନ୍ତି...

ରତନ ଟାଟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଆଜି ବିଶ୍ୱର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ରତନ ଟାଟା କେବଳ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ଜଣାଶୁଣା ନୁହଁନ୍ତି, ବରଂ...

କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…

ରବିନ୍‌ ହୁଡ୍‌ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର...

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା...

ଓଡ଼ିଶୀ ଶୈଳୀର ବିକାଶ ଦିଗରେ ଏକାମ୍ର ଥିଲା ପରୀକ୍ଷାଗାର

ଆମେ ପୂର୍ବରୁ ଆଲେଖ୍ୟରେ ବିଚାର କରିଥିଲେ ଗୋଟିଏ ଜାତି ପଥର ଶିଳ୍ପକଳାର ଶୀର୍ଷ ସ୍ଥାନରେ ପହଞ୍ଚିବା ଆଗରୁ କେତେ ଯେ ପରୀକ୍ଷା ନିରୀକ୍ଷା ଦେଇ ବିକାଶ...

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ...

ସ୍କୁଲ ଯାଇ ନାହାନ୍ତି ମା’ବାପା, ପୁଅ ହେଲେ ଦଶମ ଶ୍ରେଣୀ ଟପ୍ପର

ଲକ୍ଷ୍ନୌ: ୟୁପି ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ବାରାବଙ୍କିର ଅଭିମନ୍ୟୁ ବର୍ମା। ସେ ପରୀକ୍ଷାରେ ରଖିଛନ୍ତି ୯୫.୮୩% ମାର୍କ। କୃଷକ ପରିବାରରୁ...

Advertisement
Archives

Model This Week