ସହଯୋଗର ହାତ ବଢ଼ାଇଲା ପ୍ରଶାସନ
ଭୋପାଳ : କରୋନା ମହାମାରୀ ଯୋଗୁ ବସ୍ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପୁଣି ଆରମ୍ଭ ହୋଇଛି ଦଶମ ଶ୍ରେଣୀ ପିଲାଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା।...
‘ଟିପି ଟିପି ଟପ୍’ର ସହାୟତା ନେଲା ପୋଲିସ
ମୁମ୍ବାଇ: ପିଲାଦିନର ସ୍ମୃତି ଭାରି ମଧୁର। ସେଥିପାଇଁ ତ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ରୋମାଞ୍ଚିତ ହୋଇ ଉଠନ୍ତି ଅନେକ। ପିଲାଦିନର ଏମିତି ଏକ ଖେଳ ହେଉଛି ଟିପି ଟିପି ଟପ୍। ଏହି ଖେଳ ମାଧ୍ୟମରେ ପିଲାମାନେ ବେଶ୍ ମଜା...
ମହିଳାଙ୍କ ସ୍ବର ‘ମୁଥୁଲକ୍ଷ୍ମୀ’
କଥା ଊନବିଂଶ ଶତାବ୍ଦୀର। ପୁରୁଷ ପ୍ରଧାନ ସମାଜର ତଥାକଥିତ କଟକଣା ଆଗରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ମହିଳା। ଧାର୍ମିକ, ସାମାଜିକ, ଅର୍ଥନୈତିକ ବ୍ୟବସ୍ଥାରେ ଅବରୁଦ୍ଧ କରିଦିଆଯାଉଥିଲା ନାରୀଙ୍କ ସ୍ବର। ଏହି ସମୟରେ ନାରୀ ସଶକ୍ତୀକରଣକୁ ନୂଆ ଦିଶା ଦେଇଥିଲେ ମୁଥୁଲକ୍ଷ୍ମୀ ରେଡ୍ଡୀ।...
ଅଢ଼େଇ କୋଟିରେ ନିଲାମ ହେଲା ଚଷମା…
ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର ଜଣେ କଲେକ୍ଟର କିଣିଛନ୍ତି। ଏନେଇ ଇଷ୍ଟ ବିଷ୍ଟଲ ନିଲାମ ହାଉସ୍ ପକ୍ଷରୁ ସୂଚନା...
ଦୌଡରେ ୨ କୁକୁରଙ୍କୁ ନାକେଦମ କଲା ଠେକୁଆ: ଦେଖନ୍ତୁ ଭିଡିଓ
ଦୌଡରେ ୨ କୁକୁରଙ୍କୁ ନାକେଦମ କରିଛି ଏକ ଠେକୁଆ। କିଛି ସମୟ ଦୌଡ ପରେ ଶେଷରେ ୨ କୁକୁର ଠେକୁଆକୁ କାବୁ କରି ନେଇଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି,...
ମୂଷା ପାଇଁ ଘଟିଲା ଅଗ୍ନିକାଣ୍ଡ: ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି
ମୂଷା ଦ୍ୱାରା କ୍ଷତି ହେବା ସାଧାରଣ କଥା। ସେଥିପାଇଁ ମୂଷାକୁ ଧରିବା ପାଇଁ ଲୋକେ ଯନ୍ତା ବସାଇଥାନ୍ତି। କିନ୍ତୁ ନିକଟରେ ଗୋଟିଏ ମୂଷା ଏଭଳି ବଡ଼ ଧରଣର ଦୁର୍ଘଟଣା ଘଟାଇଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ହେଉଛି ଗତ...
ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍: ଏଭଳି ଅଫର ଦେଇ ଦୋକାନ ସିଲ୍
ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍ ଦେଇଛନ୍ତି। ଅଫର୍ର ବିଜ୍ଞାପନ ଅନୁଯାୟୀ, ତାଙ୍କ ଦୋକାନରୁ ଜିନିଷ ନେବାର ୨୪ ଘଣ୍ଟା...
କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏମିତିକି କରୋନା ସଂକ୍ରମଣରେ ଯେଉଁମାନଙ୍କର...
ଅଫିସ ଯିବା ପାଇଁ ରେଡ୍ଡି ହେଲେ ୨ ଓରାଙ୍ଗଓଟାନ: ଭିଡିଓ ହେଲା ଭାଇରାଲ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ ବାଥରୁମରେ ଗାଧୋଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ୨ ଓରାଙ୍ଗଓଟାନ...
ହାର ମାନିଲାନି ଭାଲୁଛୁଆ: ପଡ଼ି ଓଠି ପହଞ୍ଚିଲା ପାହାଡ଼ ଉପରେ, ଯେଉଁଠି ମା’ କରିଥିଲା ଅପେକ୍ଷା
ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଭାଲୁକୁ ନେଇ...
ବିନା ଦ୍ୱିଧାରେ ଗାଈଠାରୁ କ୍ଷୀର ପିଉଛନ୍ତି କୁକୁର ଛୁଆ, ନ ଦେଖିଲେ ହେବ ନାହିଁ ବିଶ୍ୱାସ
ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହେବା ସହ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଏକ ମା’ର ବାତ୍ସଲ୍ୟ ମମତା...
ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା
ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ ଜାଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଜାପାନର ରାଜଧାନୀ ଟୋକିଓସ୍ଥିତ ଏକ...
Archives


