ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର ଜଣେ କଲେକ୍ଟର କିଣିଛନ୍ତି। ଏନେଇ ଇଷ୍ଟ ବିଷ୍ଟଲ ନିଲାମ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ମହାତ୍ମାଙ୍କ ଏହି ଗୋଲାକାର ଚଷମା କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଥିଲା। ୧୯୦୦ ମସିହାର ପ୍ରଥମ ଦଶକରେ ମହାତ୍ମାଙ୍କୁ ଉପହାରରେ ମିଳିଥିଲା। ଏହି ଚଷମା ବିିକ୍ରେତା ଏଣ୍ଡି ଷ୍ଟୋଓ୍ବଙ୍କ ଅନୁସାରେ ତାଙ୍କ ଦାଦା ୧୯୧୦ରୁ ୧୯୩୦ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ୍‌ ପେଟ୍ରୋଲିୟମ୍‌ରେ କାମ କରୁଥିଲେ। ଏହି ସମୟରେ ସେ ମହାତ୍ମାଙ୍କୁ ଚଷମା ଉପହାରରେ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ପାଇଁ ନୂଆ ସୂର୍ଯ୍ୟୋଦୟ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ପ୍ରଥମଥର ଲାଗି ଶିବସେନା ନେତା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାକୁ ନେଇ କେବଳ ଶିବସେନା ଶିବିରରେ କାହିଁକି ସାରା ଦେଶରେ ଅଗଷ୍ଟ ୧୫...

ଏବେ ଧରିଲା ଭୟଙ୍କର ରୂପ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ...

ଯୋଗୀଙ୍କ ଶାସନ: ୩ ବର୍ଷରେ ୧୧୨ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୧୨।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ୫ ବର୍ଷର ଏନ୍‌କାଉଣ୍ଟର ତଥ୍ୟ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି।...

ଟ୍ରମ୍ପ୍‌ଙ୍କ ସୁରକ୍ଷା ବ୍ୟବସ୍ଥା: ଏକ ବର୍ଷର ଶିଶୁପୁତ୍ରକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି ମହିଳା କନେଷ୍ଟବଳ

ଅହମଦାବାଦ୍‌,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ୨୫ ହଜାର ପୋଲିସଙ୍କୁ ମୁତୟନ କରାଯାଇଛି। ସେମାନେ ଦିନରାତି ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି। ସ୍ଥାନୀୟ...

ଚନ୍ଦ୍ରାୟଣ-୩ ଉତ୍‌କ୍ଷେପଣରେ ବିଳମ୍ବ

ନୂଆଦିଲ୍ଲୀ,୨୧।୨: କୋଭିଡ୍‌-୧୯ କଟକଣା ଯୋଗୁ ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୩ ଉତ୍‌କ୍ଷେପଣ ବିଳମ୍ବ ହେବା ନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର (ଇସ୍ରୋ) ମୁଖ୍ୟ...

ଆମ ସମ୍ବିଧାନ କଥା

ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ...

୨୬ରେ ମୋଦି-ଟ୍ରମ୍ପ୍‌ ଭେଟ: କଶ୍ମୀର-ଆତଙ୍କବାଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅଗଷ୍ଟ ୨୬ରେ ଭେଟିବେ। ପ୍ୟାରିସ୍‌ରେ ଦୁଇନେତାଙ୍କ ସାକ୍ଷାତ୍‌ ଜି-୭ ଶିଖର ସମ୍ମିଳନୀରେ ହେବ। ଏହି...

ଶ୍ରମିକ ପାଲଟିଲେ ମାଇକେଲ୍‌ ଜ୍ୟାକ୍‌ସନ

ଟୁଇଟରରେ ବିଲ୍‌ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ...

Advertisement
Archives

Model This Week