ଫୁରସତ

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌ ଏବଂ ବ୍ୟାୟାମ ଯିବାକୁ ପ୍ରେରଣା ଯୋଗାଇବ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍‌…

କୋଟିଏ କି ୨ କୋଟି ନୁହେଁ, ଏହି ମେଣ୍ଢାର ଦାମ୍‌ ରହିଛି …

ଅତି ବେଶିରେ ଲକ୍ଷେ କି ୨ ଲକ୍ଷ ଟଙ୍କାରେ ମେଣ୍ଢା କିଣାବିକା ଖବର ଶୁଣିଥିବେ । ମାତ୍ର ଏମିତି ଏକ ମେଣ୍ଢା, ଯାହା ବିଶ୍ୱର ସବୁଠାରୁ ଦାମୀ ଭାବେ ପରିଗଣିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି…

ଯୁବତୀଙ୍କ ପେଟରୁ ବାହାରିଲା ୭ କେଜି ଓଜରର ଚୁଟି

ରାଞ୍ଚି, ୨।୯: ଝାଡ଼ଖଣ୍ଡର ବୋକାରୋ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ପେଟରୁ ୭ କିଲୋ ଓଜନର ଚୁଟିର ପିଣ୍ଡୁଳା ବାହାର କରାଯାଇଛି। ଯୁବତୀଙ୍କ ପେଟରୁ ଅପରେସନ କରି ଏହି…

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ ବକ୍ସରୁ ସମସ୍ତ ଚିଠି ଖାଇଦେବାର ଦେଖାଯାଇଛି। ଭିଡିଓଟି ଆମେରିକାର ଆଲାବାମା ସହରର ଟୋକ୍ସିର ବୋଲି…

ବର ୭୦କୁ କନ୍ୟା ୬୦, ଡାକ୍ତରଖାନାରେ ସାକ୍ଷାତ ଘରେ ହେଲା ବିବାହ

ପ୍ରେମ କେତେବେଳେ କେଉଁଠି କାହା ସହ ହେବ କହି ହୁଏ ନାହିଁ। ପ୍ରେମରେ ବୟସ ମଧ୍ୟ ଖୋଜାପଡ଼େନି। ପରିଣତ ବୟସରେ ବି ପ୍ରେମ ହେଉଥିବା ଅନେକ ନଜିର ରହିଛି। ଏମିତି ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଭୁରାଖେଡ଼ି ଗ୍ରାମରେ।…

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି।…

ବିବାହ ଭାଙ୍ଗିବା ପାଇଁ ଏହି ଦେଶରେ ନିଯୁକ୍ତ କରାଯାଏ ଏଜେଣ୍ଟ୍‌

ବିବାହ ଯୋଡିବା ପାଇଁ ଅନେକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ କିମ୍ବା ଏଜେଣ୍ଟ୍‌ ଅଛନ୍ତି। କିନ୍ତୁ କେବେ ବିବାହ ଭାଙ୍ଗିଥିବା ଏଜେଣ୍ଟମାନଙ୍କ ନାମ ଶୁଣିଛନ୍ତି କି? ଏପରି ଏକ ଦେଶ ଅଛି ଯେଉଁଠାରେ ବିବାହ ଭାଙ୍ଗିବାକୁ ଏଜେଣ୍ଟ ଅଛନ୍ତି। ସେଠାରେ ଏହା ଏକ ଲୋକପ୍ରିୟ…

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ କହି…

ଅର୍ଥନୀତିର ରାହା ନଡ଼ିଆ

କୃଷି ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନଡ଼ିଆ। କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଦୀର୍ଘବର୍ଷ ଯାଏ ଉତ୍ପାଦନ କ୍ଷମତା ଥିବାରୁ ଏହି ଗଛର ଆଦର କାହିଁରେ କେତେ। ସାମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରାଯାଉଥିବା ନଡ଼ିଆ ଚାଷ ବେଶ୍‌…

ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ପରୀକ୍ଷା ଲାଗି କୋଟାରେ ୩ଟି ସେଣ୍ଟର ବ୍ୟବସ୍ଥା…

ଏହି ଗ୍ରାମରେ ପାଣି ସହିତ ନଳକୂପରୁ ବାହାରୁଛି ସାପ

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶ ଜଉନପୁର ଜିଲାର ରାମପୁର ଗ୍ରାମ ଏକ ଅଜବ ଘଟଣା ଲାଗି ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରକେଶ ଗୌତମଙ୍କ ଘରେ ଥିବା ଗୋଟିଏ ନଳକୂପ ମଧ୍ୟରୁ ପାଣି ସହିତ ସାପ ଛୁଆ ବାହାରୁଛି।…

କୁକୁରକୁ ବାଘ ଭଳି ରଙ୍ଗ ଲଗାଇ ରାସ୍ତାକୁ ଛାଡ଼ିଥିଲେ: ଏବେ ଅଭିଯୁକ୍ତକୁ ଧରିବାକୁ ହେଲା ପୁରସ୍କାର ଘୋଷଣା

ପଶୁପକ୍ଷୀମାନଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ଲୋକଲୋଚନକୁ ଆସିଛି। ସେଭଳି ଏକ ଘଟଣାକ୍ରମରେ ଏକ କୁକୁରକୁ କେହି ଦୁର୍ବୃତ୍ତ ବାଘ ଭଳି ରଙ୍ଗ କରି ରାସ୍ତାକୁ ଛାଡ଼ିଦେଇଥିଲେ। ମାଲେସିଆରେ ଏଭଳି ମାମଲା ନଜରକୁ ଆସିବା ପରେ ଜୀବ ସଂରକ୍ଷଣ ସହ ଜଡ଼ିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri