ଅଧାରୁ ଏମ୍ବିଏ ପଢ଼ା ଛାଡ଼ିଦେଇଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ କେତେ ପଢ଼ିଛନ୍ତି ତାଙ୍କ ପୁଅଝିଅ
ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ୍ ଲିମିଟେଡ୍ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସମୟରେ ସଫଳ ବ୍ୟବସାୟୀ ପାଲଟିଥିବା ମୁକେଶ କିନ୍ତୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ କରି ନାହାନ୍ତି। କାରଣ ସେ ଜଣେ କଲେଜ...
୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା
ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ ଲୁଚାଇ ରଖିବା ପାଇଁ ଏକ ସନ୍ତାନ ମଧ୍ୟ ଆପଣାଇ ରଖିଥିଲେ। ଦିନେ ଦୁହିଁଙ୍କ...
ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍ ଅଭିନେତା ଅକ୍ଷୟ କୁମାର
ନୂଆଦିଲ୍ଲୀ, ୧୦।୯: ବଲିଉଡ୍ର ଷ୍ଟାର୍ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ ଅକ୍ଷୟ ତାଙ୍କ ଫିଟ୍ନେସ ପାଇଁ ସର୍ବଦା ସତର୍କ ରହିଥାନ୍ତି। ଏହି ସମୟରେ ତାଙ୍କ...
କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିବା ପାଇଁ ଗୋବରରେ ପୋତିଲେ ଶବ
ଲକ୍ଷ୍ନୌ, ୧୦।୯: ଉତ୍ତର ପ୍ରଦେଶ ଅମରୋହା ଜିଲାରୁ ଅନ୍ଧ ବିଶ୍ୱାସର ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜନପଦ ଥାନା ଅନ୍ତର୍ଗତ ଦେହାତ ଅଞ୍ଚଳର ଜଣେ ବାସିନ୍ଦା ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ବିଲରେ ଚାରା...
ଏପରି ବୁଦ୍ଧି ପ୍ରୟୋଗ କରି ପାହାଡ ତଳକୁ ଆସିଲା ଛୁଆ ହାତୀ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ଏକ ଛୁଆ ହାତୀ ନିଜର ବୁଦ୍ଧି ପ୍ରୟୋଗ କରି କିପରି ଅତି ସହଜରେ...
ହାତୀର ଫଟୋ ଉଠାଉଥିଲେ ଯୁବତୀ: ଘଟିଲା ଏମିତି କିଛି…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ବେଶ ଭାବପ୍ରବଣ ହୋଇଥିବାବେଳେ କେତେକ ହସର ଖୋରାକ ଯୋଗାଇ ଥାଏ। ବର୍ତ୍ତମାନ ଜଣେ ଯୁବତୀ ଏକ ହାତୀର ଫଟୋ ଉଠାଉ ଥିବାବେଳେ ହାତୀଟି ସମ୍ପୃକ୍ତ...
FAU-G ଖେଳ: ଜାଣନ୍ତୁ କେବେ ହେବ ରିଲିଜ; କିପରି ହେବ ପ୍ରଥମ ଏପିସୋଡ୍
ଭାରତରେ ଲୋକପ୍ରିୟ ଗେମିଂ ଆପ୍ ପବ୍ଜୀ ବ୍ୟାନ୍ ହେବା ପରେ ଭାରତୀୟ କମ୍ପାନୀ ଏନ୍କୋର ଗେମ୍ସ ବିକଳ୍ପ ସ୍ବରୂପ ଫଉ-ଜି ଖେଳ ଆଣିଛି। ଏନେଇ ଅଭିନେତା ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତେବେ ଆସନ୍ତୁ ଜାଣିବା...
ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!
ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର ସମସ୍ତ ଅଙ୍ଗ ବିକଶିତ ହୋଇଥାଏ। ୯ ମାସ ପରେ ସେ ମା’ ଗର୍ଭରୁ...
ବିନା ବିଜୁଳି ଆଲୋକରେ ଅଫିସରେ କାମ କଲେ ଜିଲାପାଳ
ଗାଜିଆବାଦ, ୧୦।୯: ଜିଲାପାଳ ନିଜ ଅଫିସରେ ବିନା ବିଜୁଳି ଆଲୋକରେ ଜାଣିଶୁଣି କାମ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ମଧ୍ୟପ୍ରଦେଶର ଗାଜିଆବାଦ୍ ଜିଲାପାଳ ଅଜୟ ଶଙ୍କର ପାଣ୍ଡେ ଏଭଳି କରି ଏକ ଉଦାହରଣ...
ମଶା କାମୁଡ଼ାରୁ ରକ୍ଷା କରିବ ଏହି ମାଛ
ଏବେ ମଶା କାମୁଡ଼ାରୁ ରକ୍ଷା କରିବ ମାଛ। ମଶାଠାରୁ ଦୂରେଇ ରହିବା ପାଇଁ ଗାମ୍ବୁଜିଆ ମାଛକୁ ବାହାରୁ ଅଣାଯାଇ ପୋଖରୀ ଏବଂ ଡ୍ରେନରେ ଛଡାଯାଉଛି। ବିହାରର ଦରଭଙ୍ଗାରେ ଏମିତି ପ୍ରୟୋଗ କରାଯାଉଛି। କୁହାଯାଉଛି ଯେ ଏହି ମାଛର ମୁଖ୍ୟ ଖାଦ୍ୟ...
ସମୁଦ୍ର ମଧ୍ୟରୁ ମିଳିଲା ଏହି ବିଚିତ୍ର ଜୀବ: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଉତ୍ତର ଓ୍ବେଲ୍ସର କେର୍ନାରଫନ୍ ସମୁଦ୍ର କୂଳରେ ଏକ ପରିବାର ବିଚିତ୍ର ସାମୁଦ୍ରିକ ଜୀବ ଦେଖିବାକୁ ପାଇଥିଲେ। ଯାହାକି ଅନ୍ୟ ସାମୁଦ୍ରିକ ଜୀବମାନଙ୍କଠାରୁ ମୂଲ୍ୟବାନ ଅଟେ। ଏହାର ଦାମ୍ ପ୍ରାୟ ୪୮ ଲକ୍ଷ। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...
ଗଛରେ ବିଶ୍ରାମ ନେଉଥିଲା ସାପ; ତଳେ ଥିବା ନେଉଳ କ’ଣ କଲା ଦେଖନ୍ତୁ ଭିଡିଓ
ନାଶିକ, ୯।୯: ସାପ ଓ ନେଉଳ ମଧ୍ୟରେ ଲଢ଼େଇ ବେଶ୍ ପ୍ରସିଦ୍ଧ। ଉଭୟଙ୍କ ମଧ୍ୟରେ ଲଢ଼େଇ ସୋସିଆଲ ମିଡିଆରେ ବହୁଳ ଭାବରେ ଦେଖିବାକୁ ମିଳିଥାଏ। ଏଭଳି ଏକ ନେଉଳ ଓ ସାପ ମଧ୍ୟରେ ଲଢ଼େଇର ଭିଡିଓ ଏବେ ସାମ୍ନାକୁ ଆସିଛି।...
Archives


