Posted inଫୁରସତ

FAU-G ଖେଳ: ଜାଣନ୍ତୁ କେବେ ହେବ ରିଲିଜ; କିପରି ହେବ ପ୍ରଥମ ଏପିସୋଡ୍‌

ଭାରତରେ ଲୋକପ୍ରିୟ ଗେମିଂ ଆପ୍‌ ପବ୍‌ଜୀ ବ୍ୟାନ୍‌ ହେବା ପରେ ଭାରତୀୟ କମ୍ପାନୀ ଏନ୍‌କୋର ଗେମ୍ସ ବିକଳ୍ପ ସ୍ବରୂପ ଫଉ-ଜି ଖେଳ ଆଣିଛି। ଏନେଇ ଅଭିନେତା ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହାର ଅର୍ଥ, ଏହା କେବେ ରିଲିଜ କରାଯିବ। କେବେଠାରୁ ଖେଳ ଉପରେ କାମ ଚାଲୁରହିଛି ଆଦି ତଥ୍ୟ।

FAU:Gର ଅର୍ଥ କ’ଣ?
ଫଉ-ଜିର ପୁରା ନାମ ଫିଅରଲେସ୍‌ ଆଣ୍ଡ ୟୁନାଇଟେଡ୍‌: ଗାଡ୍ସ। ଏହାକୁ ପବ୍‌ଜୀର ବିକଳ୍ପ ବୋଲି କୁହାଯାଉଥିଲା। ହେଲେ ଫଉଜୀ ପବ୍‌ଜୀ ସହ ପ୍ରତିସ୍ପର୍ଦ୍ଧା କରିବ ନାହିଁ ବୋଲି କମ୍ପାନୀ କହିଛି।

କେବେ ରିଲିଜ ହେବ ଏହି ଖେଳ?
ଏହି ଖେଳ ଏବେ ପାଇପ୍‌ଲାଇନ୍‌ରେ ଅଛି। ଅକ୍ଟୋବର ମାସରେ ଏହା ରିଲିଜ ହେବ ବୋଲି କମ୍ପାନୀ କହିଛି।

କେବେଠାରୁ ଫଉଜୀ ଖେଳ ଉପରେ କାମ ଚାଲିଛି?
୨୦୨୦ମେ’ ମାସରୁ ଏହି ଖେଳ ନିର୍ମାଣ କରାଯାଉଛି। ଅକ୍ଟୋବର ସୁଦ୍ଧା ଏହାର କାମ ସରିବ। ହେଲେ ଏହାର ସଠିକ୍‌ ତାରିଖ ବିଷୟରେ ବିଶେଷ କିଛି ଜଣାପଡ଼ିନାହିଁ।

ଫଉଜୀର ପ୍ରଥମ ଏପିସୋଡ:
ଏହି ଆକ୍ସନ ଗେମ୍‌ର ପ୍ରଥମ ଏପିସୋଡ ଗଲଓ୍ବାନ ଘାଟି ଉପରେ ଆଧାରିତ ରହିବ। ଏହାଦ୍ୱାରା ମନୋରଞ୍ଜନ ସାଙ୍ଗକୁ ସୈନିକ ମାନଙ୍କର ବଳିଦାନ ବିଷୟରେ ଖେଳାଳି ଜାଣିପାରିବେ।

କମ୍ପାନୀ ଅନ୍ୟ ଦୁଇ ଖେଳ ଉପରେ କରୁଛି କାମ:
ଏନ୍‌କୋର୍‌ ଗେମ୍ସ ଫଉଜୀ ସହ ଆଉ ଦୁଇ ଖେଳ ଆଣିବାକୁ ଯାଉଛି। ଫଉଜୀ ଶୁଟିଂ ଗେମ୍‌ ହୋଇଥିବା ବେଳେ ଅନ୍ୟ ଦୁଇଟି କ୍ରିକେଟ ଏବଂ ସଙ୍ଗୀତ ଭିତ୍ତିକ ଖେଳ ରହିବ। ହେଲେ ଏହାର ନାମ କ’ଣ ରହିବ ତାହା ଉପରୁ ପରଦା ଉଠି ନାହିଁ। ତେବେ କ୍ରିକେଟ ଗେମ୍‌ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ରିଲିଜ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri