ଫୁରସତ

ଏହି ଦେଶରେ ରହିଛି ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି

ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି...

ଟଳିଲା ବିପଦ: ସ୍କୁଲ ବସ୍‌ ଆକାରର ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ କଲା ଅତିକ୍ରମ

ଓ୍ବାଶିଂଟନ, ୨୪।୯: ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ ଗୁରୁବାର ମଧ୍ୟାହ୍ନରେ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି ଯେ, ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୨୨ ହଜାର କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ଉପରେ ମହାକାଶରେ...

ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଶିକ୍ଷକଙ୍କୁ ସ୍କୁଲକୁ ଯାଇ କାମ କରିବାକୁ ପଡୁଛି। ବର୍ତ୍ତମାନ ସ୍କୁଲରେ ଗରୀବ...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ ରେନ୍‌ ଝିକିୟାଙ୍ଗଙ୍କୁ ୧୮ ବର୍ଷ ଜେଲ କାରାଦଣ୍ଡ ହୋଇଛି। ଚାଇନାର ବରିଷ୍ଠ ଅଧିକାରୀଙ୍କ...

କାର୍‌ ଚକାରେ ଗୁଡ଼ାଇ ହୋଇ ଯାଇଛି ବିରାଟକାୟ ସାପ, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...

ବେଡ୍‌ରୁମ ଭିତରେ ରହିଛି ଆମ୍ବ ଏବଂ ଜାମୁ ଗଛ, ଘରର ଡିଜାଇନ୍‌ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ କୌଣସି ବ୍ୟକ୍ତି ଘର ତିଆରି କରିବା ପୂର୍ବରୁ ବିଭିନ୍ନ ଦିଗପ୍ରତି ଧ୍ୟାନ ରଖି ଘର ତିଆରି କରିଥାନ୍ତି। ଯେମିତିକି ଘର ଭିତରେ ଯେପରି କିଛି ଗଛଲତା ନ ରହିବ ସେଥିପ୍ରତି ଘରମାଲିକ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ମାତ୍ର କେରଳରେ...

ଜାଣନ୍ତି ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା କାହିଁକି

କେବେ ଏରୋପ୍ଲେନ୍‌ରେ ଯାତ୍ରା କରିଛନ୍ତି କି? ଯଦି ହଁ ତେବେ ନିଶ୍ଚିତ ଦେଖିଥିବେ ଅଧିକାଂଶ ଏରୋପ୍ଲେନ୍‌ର ରଙ୍ଗ ଧଳା। ମନକୁ ବହୁବାର ପ୍ରଶ୍ନ ମଧ୍ୟ ଆସିଥିବ କ’ଣ ପାଇଁ ଏରୋପ୍ଲେନ୍‌ର ରଙ୍ଗ କଳା, ନୀଳ, ହଳଦିଆ ନ ହୋଇ ଧଳା...

ପ୍ରାକୃତିକ ସୁଇମିଂ ପୁଲ୍, ଏଥିରେ ବ୍ୟବହାର ହୋଇନି ରାସାୟନିକ ପଦାର୍ଥ

ସମସ୍ତଙ୍କର ସ୍ବପ୍ନ ଥାଏ ନିଜ ଘର ସବୁଠୁ ସୁନ୍ଦର ହେଉ। ଘର ନିକଟରେ ବଗିଚା, ସୁଇମିଂ ପୁଲ୍‌ ଆଦି ରହି ଶୋଭାବର୍ଦ୍ଧନ କରୁ। ଖାସ୍‌ ଏଥିପାଇଁ ତ ଲୋକେ ସ୍ବପ୍ନର ଘରଟିଏ ପାଇଁ ଜୀବନସାରା ରୋଜଗାର କରିଥିବା ଟଙ୍କା ଏଥିରେ...

ଶାହିନ୍‌ବାଗ୍‌ରୁ ଟାଇମ୍‌ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍‌ ଦାଦୀ

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ୍‌ବାଗ୍‌ରେ ଧାରଣାରେ ବସିଥିଲେ। ଶାହିନ୍‌ବାଗ୍‌ର ଧାରଣା ଯେ...

ଜଗନ୍ନାଥଙ୍କ ଶରଣାପନ୍ନ ହେଲା ପାତି ମାଙ୍କଡ

ପୁରୁଷୋତ୍ତମପୁର, ୨୩।୯(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସଂଧ୍ୟାରେ ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳଥିଲା। ଏକ ପାତି ମାଙ୍କଡ ମନ୍ଦିର ଭିତରେ ପଶି ଜଗନ୍ନାଥଙ୍କୁ ଜାବୁଡି ଧରି ମୁଣ୍ଡ ପୋତି ବସିଥିବାର...

ଦାଗ ଲାଗିଥିବା ଏହି ମଇଳା ଜିନ୍ସର ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଲୋକମାନେ ବହୁତ ଫ୍ୟାଶନେବୁଲ ହୋଇଯାଇଛନ୍ତି। ଭିନ୍ନ ଷ୍ଟାଇଲ୍‌ ଏବଂ ଧାରା ଅନୁଯାୟୀ ପୋଷାକ ପିନ୍ଧିବାର ଶୈଳୀ ମଧ୍ୟ ବଦଳିଯାଇଛି। କେତେବେଳେ ଫ୍ୟାଶନରେ ଟାଇଟ୍‌ ଜିନ୍ସକୁ ପସନ୍ଦ କରାଯାଏ ତ ଆଉ କେତେବେଳେ ଢିଲା ଜିନ୍ସକୁ। ଠିକ୍‌ ସେହିପରି ଏବେ...

ଏଠାରେ ବିବାହ କଲେ ସରକାର ଦେଉଛନ୍ତି ୪.୨୦ ଲକ୍ଷ ଟଙ୍କା: ଜାଣନ୍ତୁ…

ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କଲେ ସରକାରଙ୍କଠାରୁ ୪.୨୦ ଲକ୍ଷ ଟଙ୍କା ମିଳିବ। ନବ ଦମ୍ପତି ନିଜର ବୈବାହିକ ଜୀବନକୁ ଖୁସିରେ ବିତାଇବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ଦିଆଯିବ। ନିକଟରେ ସରକାର ଏମିତି ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri