ଦୁର୍ଗାପୂଜାରେ ଏସବୁ ରାଶିର ଚମକିବ ଭାଗ୍ୟ !
ନୂଆଦିଲ୍ଲୀ, ୨୧।୧୦: ଦୁର୍ଗାପୂଜା ଅବସରରେ ଶୁକ୍ର ମହାଗ୍ରହ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଅକ୍ଟୋବର ୨୩ରେ ଶୁକ୍ର ସିଂହ ରାଶି ତ୍ୟାଗ କରି କନ୍ୟା ରାଶିରେ ପ୍ରବେଶ କରିବେ। ଶୁକ୍ର ମହାଗ୍ରହ କନ୍ୟା ରାଶିରେ ୨୫ ଦିନ ପର୍ଯ୍ୟନ୍ତ ରହିବେ। ଶୁକ୍ର…
ଏମିତି ବିବାହ ଡ୍ରେସ୍ ତିଆରି କରି ଚର୍ଚ୍ଚାରେ ଯୁବତୀ, ଦେଖିଲେ କରିବେ ପ୍ରଶଂସା
ବିବାହ ସମୟରେ ପ୍ରତ୍ୟେକ ଯୋଡ଼ି ଚାହିଁଥାନ୍ତି ତାଙ୍କ ଡ୍ରେସ୍ ସବୁଠୁ ସୁନ୍ଦର ହେଉ। ସମସ୍ତଙ୍କ ନଜର ତାଙ୍କ ଉପରେ ରହୁ। ଏଥିପାଇଁ ବହୁ ଦାମୀ ଡ୍ରେସ୍ ଏହି ଖାସ୍ ଦିନରେ ହିଁ ପିନ୍ଧିଥାନ୍ତି। ମାତ୍ର ଜାପାନର ଜଣେ ଯୁବତୀ ନିଜ ବିବାହ…
ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଧନପ୍ରାପ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
ନୂଆଦିଲ୍ଲୀ, ୨୧।୧୦: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର ଦିନ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତର କେତେକ ଅଞ୍ଚଳରେ ଏହା ଦେଖାଯିବ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ।…
ନିଆରା ରେଷ୍ଟୁରାଣ୍ଟ: ମନ ଇଚ୍ଛା ଖାଆନ୍ତୁ, ବିଲ୍ ଦେବାକୁ ହେଲେ..
ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ କରିପାରିବେ। ବିଲ ଦେବା ସମୟ ଆସିବା କ୍ଷଣି ଟେବୁଲ ଉପରେ ଏକ ଖାଲି ଲଫାପା…
ଦିଲ୍ଲୀ ରାମଲୀଳା: ସୀତା ପ୍ରତିରକ୍ଷା ସେବା ପାଇଁ କରୁଛନ୍ତି ପ୍ରସ୍ତୁତି, ରାମ ବ୍ୟାଙ୍କରେ କରନ୍ତି ଚାକିରି
ନୂଆଦିଲ୍ଲୀ, ୨୧।୧୦: ଦଶହରା ଅବସରରେ ଦିଲ୍ଲୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ରାମଲୀଳା ଆୟୋଜନ ହେଉଛି। ସଂସ୍କୃତି କଳା ସଙ୍ଗମ ଗ୍ରୁପ୍ର ରାମଲୀଳାରେ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବା ଶୁଭାଶିଂ ଭରଦ୍ୱାଜ ପ୍ରତିରକ୍ଷା…
ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍
ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କିଛି କରିବା ଆବଶ୍ୟକ ନାହିଁ। କେବଳ ଯଦି ପାଖରେ ୨୫ ପଇସା…
କୁକୁଡ଼ା ସହ ସମ୍ପର୍କ ରଖିଲେ ଯୁବକ, ସ୍ତ୍ରୀ କଲେ ଭିଡିଓ; ତାପରେ…
କୁକୁଡ଼ା ସହ ସମ୍ପର୍କ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜଣେ ଯୁବକଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୁବକଜଣଙ୍କ କୁକୁଡ଼ା ସହ ସମ୍ପର୍କ ରଖିଲାବେଳେ ତାଙ୍କ ସ୍ତ୍ରୀ ଏହାର ଭିଡିଓ ରେକର୍ଡ କରିଥିଲେ।…
୪୦୪୨ ଚାଉଳ ଦାନାରେ ଭଗବତ୍ ଗୀତା ଲେଖିଲେ ଛାତ୍ରୀ
ହାଇଦ୍ରାବାଦ୍,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା ଲେଖିଛନ୍ତି। ସ୍ବାରିକା ତାଙ୍କ ନୂତନ ମାଇକ୍ରୋ ଆର୍ଟ ପ୍ରୋଜେକ୍ଟ ଅଧୀନରେ ଏହି କାର୍ଯ୍ୟ କରିଛନ୍ତି।…
ବିସ୍କୁଟ ଖାଇଲେ ୪୦ ଲକ୍ଷ ଟଙ୍କା ଦରମା ଦେବ ଏହି କମ୍ପାନୀ: ଏମିତି କରିପାରିବେ ଆବେଦନ
ଚାକିରିରେ କେବଳ ବିସ୍କୁଟ ଖାଇଲେ ମିଳିବ ମୋଟା ଅଙ୍କର ଅର୍ଥ ରାଶି। ଲକ୍ଷେ କି ୨ ଲକ୍ଷ ନୁହେଁ ମିଳିବ ୪୦ ଲକ୍ଷ ଟଙ୍କା। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ସ୍କଟଲାଣ୍ଡର ଏକ କମ୍ପାନୀ ଏହି ଅଫର…
ଟିକା ନେଲେ ବି କରୋନା ସଂକ୍ରମଣଠାରୁ ରହି ହେବନି ଦୂରେଇ
ଲଣ୍ଡନ, ୨୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବ୍ରିଟେନ୍ର ବରିଷ୍ଠ ବୈଜ୍ଞାନିକ ପାଟ୍ରିକ୍ ଓ୍ବାଲେସ୍ଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାଟ୍ରିକ୍ କହିଛନ୍ତି ଯେ, ପ୍ରତିଷେଧକ ଟିକା ନେଲେ ବି କରୋନା ମହାମାରୀ…
କୁମ୍ଭୀର ପାଟିରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ କୁମ୍ଭୀର ପାଟିରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ନଦୀରେ ପହଁରୁଛନ୍ତି। ସେହି ସମୟରେ ୨ କୁମ୍ଭୀର ତାଙ୍କ…
ବ୍ୟାଣ୍ଡ୍ ବାଜା ସହ ବାହାରିଲା କୁକୁରର ଅନ୍ତିମ ସଂସ୍କାର; ଦିଆଗଲା ତ୍ରୟୋଦଶ ଭୋଜି
ମିରଟ, ୧୯।୧୦: ଉତ୍ତର ପ୍ରଦେଶର ମିରଟ ସହରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ ଉଦାହରଣ ମିରଟରେ ଦେଖିବାକୁ ମିଳିଛି। ଏଠାରେ ଏକ ବୁଲା କୁକୁରର ମୃତ୍ୟୁ ପରେ…
Archives


