Posted inଫୁରସତ

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କିଛି କରିବା ଆବଶ୍ୟକ ନାହିଁ। କେବଳ ଯଦି ପାଖରେ ୨୫ ପଇସା ମୁଦ୍ରା ଅଛି ତେବେ ସିଧାସଳଖ ୧.୫ ଲକ୍ଷ ଟଙ୍କା ପାଇବେ। ଏହି ମୁଦ୍ରାର ଫଟୋ ୱେବସାଇଟରେ ଦେବାକୁ ପଡିବ। ଏହାପରେ ଏହି ମୁଦ୍ରା ପାଇଁ ନିଲାମ ଡକାଯିବ। ଫଳରେ ମୁଦ୍ରାକୁ କାହାକୁ ବିକ୍ରୟ କରି ଲକ୍ଷ ଲକ୍ଷ ରୋଜଗାର କରିପାରିବେ। ଇଣ୍ଡିଆ ମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟ ନିଲାମ କରାଯାଉଛି। ଯଦି ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଥାନ୍ତି, ତେବେ ଏହି ଅଭ୍ୟାସ ଜଣଙ୍କୁୁ ଲକ୍ଷପତିି କରିପାରେ। ଏଥିପାଇଁ ଆପଣଙ୍କୁ ୨୫ ପଇସା ମୁଦ୍ରା ଆବଶ୍ୟକ। ଏହି ମୁଦ୍ରା ସିଲ୍‌ଭର୍‌ ରଙ୍ଗର ହେବା ଉଚିତ। ଏହି ମୁଦ୍ରାକୁ ନିଲାମରେ ବିକ୍ରି କରି ଜଣେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହାସହ ପାଖରେ ଯଦି ମାତା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ୫ ଏବଂ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ। ସୂଚନାଯୋଗ୍ୟ, ଏହି ମୁଦ୍ରା ୨୦୦୨ ମସିହାରେ ମାର୍କେଟକୁ ଆସିଥିଲା। ବୈଷ୍ଣୋ ଦେବୀଙ୍କ ଫଟୋ ଯୋଗୁ ଲୋକମାନେ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି। ତେଣୁ ସେମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ପରେ ୧୭୦୦ କିମି ରାସ୍ତା ଅତିକ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଟ୍ରକ

ଥିରୁଭାନନ୍ତପୁରମ, ୧୮।୭- ସାଧାରଣତଃ ୧୭୦୦ କିମି ରାସ୍ତା ଅତିକ୍ରମ କରିବା ଲାଗି ଗୋଟିଏ ଟ୍ରକ୍‌ ୫ରୁ ୭ ଦିନ ସମୟ ନେଇଥାଏ। କିନ୍ତୁ ଶୁଣିଲେ ବିଶ୍ୱାସ...

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ...

ଯୁବତୀଙ୍କ କୋଳରେ ଶିଶୁ ଥିବା ଦେଖି ମେଟ୍ରୋରେ ସିଟ୍‌ ଛାଡ଼ିଦେଲେ ଯୁବକ; ତା’ ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ,୨୪।୭: ମେଟ୍ରୋରେ ଯାତ୍ରା କରିବା ସମୟରେ ଭିଡ ହେବା ସ୍ବାଭାବିକ। ହେଲେ ଅନେକ ସମୟରେ ଭିଡ ଜମିବା ସତ୍ତ୍ୱେ କିଛି ଲୋକ ମାନବିକତା ନାମରେ ଅଭାବୀ...

କୁକୁରକୁ ବାଘ ଭଳି ରଙ୍ଗ ଲଗାଇ ରାସ୍ତାକୁ ଛାଡ଼ିଥିଲେ: ଏବେ ଅଭିଯୁକ୍ତକୁ ଧରିବାକୁ ହେଲା ପୁରସ୍କାର ଘୋଷଣା

ପଶୁପକ୍ଷୀମାନଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ଲୋକଲୋଚନକୁ ଆସିଛି। ସେଭଳି ଏକ ଘଟଣାକ୍ରମରେ ଏକ କୁକୁରକୁ କେହି ଦୁର୍ବୃତ୍ତ ବାଘ ଭଳି ରଙ୍ଗ କରି ରାସ୍ତାକୁ...

ବ୍ୟକ୍ତିତ୍ୱ: ବି.ସରୋଜା ଦେବୀ

ଭାରତୀୟ ସିନେମା ଜଗତର ଜଣେ ଅନ୍ୟତମ ସଫଳ ଅଭିନେତ୍ରୀ ହେଉଛନ୍ତି ବି.ସରୋଜା ଦେବୀ। ହିନ୍ଦୀ, ତେଲୁଗୁ, ତାମିଲ ଏବଂ କନ୍ନଡ଼ ଭାଷାରେ ସେ ଦୁଇଶହରୁ ଅଧିକ...

ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ...

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ବିରକ୍ତ କଲା ଟ୍ରାଫିକ ଜାମ୍‌: ଘରେ ତିଆରି କଲେ ହେଲିକପ୍ଟର

ଜାକର୍ତ୍ତା: ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଟ୍ରାଫିକ ସମସ୍ୟା ଲୋକଙ୍କୁ ଅଧିକ ବିରକ୍ତ କରିଥାଏ। କୌଣସି କାର୍ଯ୍ୟରେ ଘରୁ ବାହାରିଲେ ଅତି କମ୍‌ରେ ଅଧଘଣ୍ଟା ବା ଘଣ୍ଟାଏ...

Advertisement
Archives

Model This Week