Posted inଫୁରସତ

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ କିଛି କରିବା ଆବଶ୍ୟକ ନାହିଁ। କେବଳ ଯଦି ପାଖରେ ୨୫ ପଇସା ମୁଦ୍ରା ଅଛି ତେବେ ସିଧାସଳଖ ୧.୫ ଲକ୍ଷ ଟଙ୍କା ପାଇବେ। ଏହି ମୁଦ୍ରାର ଫଟୋ ୱେବସାଇଟରେ ଦେବାକୁ ପଡିବ। ଏହାପରେ ଏହି ମୁଦ୍ରା ପାଇଁ ନିଲାମ ଡକାଯିବ। ଫଳରେ ମୁଦ୍ରାକୁ କାହାକୁ ବିକ୍ରୟ କରି ଲକ୍ଷ ଲକ୍ଷ ରୋଜଗାର କରିପାରିବେ। ଇଣ୍ଡିଆ ମାର୍ଟର ୱେବସାଇଟରେ ପୁରୁଣା ମୁଦ୍ରା ଏବଂ ନୋଟ ନିଲାମ କରାଯାଉଛି। ଯଦି ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲପାଉଥାନ୍ତି, ତେବେ ଏହି ଅଭ୍ୟାସ ଜଣଙ୍କୁୁ ଲକ୍ଷପତିି କରିପାରେ। ଏଥିପାଇଁ ଆପଣଙ୍କୁ ୨୫ ପଇସା ମୁଦ୍ରା ଆବଶ୍ୟକ। ଏହି ମୁଦ୍ରା ସିଲ୍‌ଭର୍‌ ରଙ୍ଗର ହେବା ଉଚିତ। ଏହି ମୁଦ୍ରାକୁ ନିଲାମରେ ବିକ୍ରି କରି ଜଣେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହାସହ ପାଖରେ ଯଦି ମାତା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ୫ ଏବଂ ୧୦ ଟଙ୍କିଆ ମୁଦ୍ରା ଅଛି, ତେବେ ଏହାକୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ। ସୂଚନାଯୋଗ୍ୟ, ଏହି ମୁଦ୍ରା ୨୦୦୨ ମସିହାରେ ମାର୍କେଟକୁ ଆସିଥିଲା। ବୈଷ୍ଣୋ ଦେବୀଙ୍କ ଫଟୋ ଯୋଗୁ ଲୋକମାନେ ଏହି ମୁଦ୍ରାକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି। ତେଣୁ ସେମାନେ ଏହିପରି ମୁଦ୍ରା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷା କୁକୁର କାମୁଡ଼ିବାରୁ ମାଲିକାଣୀ ଗିରଫ

ମୋହାଲି, ୨୭।୮: ପଞ୍ଜାବର ମୋହାଲିରେ ପୋଲିସ ଜଣେ କୁକୁର ମାଲିକାଣୀଙ୍କୁ ଗିରଫ କରିଛି। ଗତ ଅଗଷ୍ଟ ୧୫ରେ ଭିଆଇପି ରୋଡ୍‌ରେ ଯୋଗୀନ୍ଦର ସିଂ ନାମକ ଜଣେ...

ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ...

ଦେହରେ ସାବୁନ ଲଗାଇ ବାଇକ୍‌ ଧରି ବର୍ଷାରେ ଗାଧୋଇବା ପାଇଁ ବାହାରିଲେ ଦୁଇ ଯୁବକ, ଭିଡିଓ ଦେଖିଲେ…

ମୌସୁମୀ ବାୟୁ ଇତିମଧ୍ୟରେ ସମଗ୍ର ଭାରତରେ ପହଞ୍ଚିସାରିଛି। ଏହି ସମୟରେ କେତେକ ସ୍ଥାନରେ ଲୋକମାନେ ବର୍ଷାକୁ ଖୁବ୍‌ ମନଭରି ଉପଭୋଗ କରୁଛନ୍ତି। ଆଉ କିଛି ସ୍ଥାନରେ...

ସ୍କୁଟି ଉପରେ ଷ୍ଟାଇଲ୍‌ ମାରୁଥିଲେ ଯୁବକ, ପରେ ଯାହା ହେଲା ଦେଖିଲେ…

ଆଜିକାଲିର ଯୁବକମାନେ କିଛି ଅଲଗା କରିବାକୁ ଆଗ୍ରହୀ। ଏଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ କୌଶଳ ଆପଣାଇଥାନ୍ତି। ହେଲେ ଅନେକ ଥର ଷ୍ଟାଇଲ୍‌ ମାରିବାକୁ ଯାଇ...

ନିଆରା ମନ୍ଦିର

ଆମ ଦେଶରେ ରହିଛି ଅନେକ ପ୍ରସିଦ୍ଧ ଦେବଦେବୀ ମନ୍ଦିର। ଏସବୁ ମନ୍ଦିର ମଧ୍ୟରେ ବିଭିନ୍ନ ନିଆରା ବିଶେଷତ୍ୱକୁ ନେଇ ଆନ୍ଧ୍ରପ୍ରଦେଶର ଲୋପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର...

ଏଭଳି ଏକ ଦେଶ ଯେଉଁଠି ଗୋଟିଏ ହେଲେ ହିନ୍ଦୁ ନାହାନ୍ତି, ହେଲେ ଜାତୀୟ ପତାକାରେ ରହିଛି ମନ୍ଦିରର ଚିତ୍ର

କମ୍ବୋଡିଆ,୧୦।୮: ଦୁନିଆରେ ଏପରି କୌଣସିି ଦେଶ ନାହିଁ ଯାହାକୁ ସଂପୂର୍ଣ୍ଣ ଭାବେ ହିନ୍ଦୁ ରାଷ୍ଟ୍ର କୁହାଯାଇପାରେ। କିନ୍ତୁ ଏଭଳି ଏକ ଦେଶ ଅଛି ଯାହାର ରାଷ୍ଟ୍ରୀୟ...

ଅନ୍ତରୀକ୍ଷରୁ ଆସିଥାଏ ସୁନା

ଖାଲି ଭାରତ ନୁହେଁ, ସମଗ୍ର ବିଶ୍ୱରେ ସୁନାର ଚାହିଦା ଅଧିକ। ଏହି ହଳଦିଆ ରଙ୍ଗ ଧାତୁର ଉତ୍ପତ୍ତି ନେଇ ଅନେକ ତର୍କ ବିତର୍କ ରହିଛି। ଏହା...

କୃତ୍ରିମ ସୂର୍ଯ୍ୟାଲୋକରେ ଆଲୋକିତ ହେବ ଦୁନିଆ, ଜାଣନ୍ତୁ କେବେ ମିଳିବ ଏହି ଶକ୍ତି

କିଛି ବର୍ଷ ପୂର୍ବରୁ ଯଦି କେହି ଆକାଶରେ ଉଜ୍ଜ୍ୱଳ ଦୁଇଟି ସୂର୍ଯ୍ୟ ବିଷୟରେ କହିଥାନ୍ତେ, ତେବେ ଏହାକୁ ଏକ ଫଟୋ ବୋଲି କହି ଲୋକେ ହସରେ...

Advertisement
Archives

Model This Week