Posted inଫୁରସତ

କୁମ୍ଭୀର ପାଟିରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ କୁମ୍ଭୀର ପାଟିରୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ନଦୀରେ ପହଁରୁଛନ୍ତି। ସେହି ସମୟରେ ୨ କୁମ୍ଭୀର ତାଙ୍କ ନିକଟକୁ ଆସୁଛନ୍ତି। ଏହି ସମୟରେ ଯୁବକ ଜଣକ ଗୋଟିଏ କୁମ୍ଭୀର ଆଡକୁ ଗୋଡ ବଢାଉଛନ୍ତି। ଠିକ୍‌ ସେହି ସମୟରେ ଅନ୍ୟ କୁମ୍ଭୀରଟି ଯୁବକଙ୍କୁ ଆକ୍ରମଣ କରୁଛି। ତେବେ ସେଠାରୁ କୌଶଳକ୍ରମେ ଯୁବକ ଜଣକ ବୋଟ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ହୁଏନ ଆନିମଲ ଆଟାକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

https://twitter.com/Animalsandfools/status/1316370260422000640


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?