Posted inଫୁରସତ

ପ୍ରାଣୀଉଦ୍ୟାନରେ ନାହିଁ ଜାଗା: ଦିନକୁ ୨୫ କିଲୋ ମିଟର ଚାଲିବା ପାଇଁ ଗଧିଆ କରିଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଗଧିଆମାନେ ଦିନକୁ ୨୫ କିଲୋମିଟର ଯାତ୍ରା କରୁଥିବା ବେଳେ ତୁର୍କୀର ଏକ ପ୍ରାଣୀ ଉଦ୍ୟାନରେ ଗଧିଆ ଏକ ଇଂରାଜୀ ସଂଖ୍ୟା ୮ ଭଳି ଦେଖିବାକୁ ଏକ ରାସ୍ତା ତିଆରି କରି ଚାଲୁଛିି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର...

ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା...

କଇଁଛ କାଟୁଛି ରିବନ୍‌ ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ

ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ...

ପକ୍ଷୀ ଶିକାର ପରେ ଶିକାରୀ ସହ ଘଟିଲା ଏମିତି, ଲୋକେ କହିଲେ

ଯିଏ ଯେପରି କର୍ମ କରିବ ସିଏ ସେହିପରି ଫଳ ପାଇବ। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଶିକାରୀ ଆକାଶକୁ...

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...

ବାୟୁରେ କରୋନା ଭୂତାଣୁ: ଏସି ବନ୍ଦ କରନ୍ତୁ , ନଚେତ ଏହି ଉପାୟ ଆପଣାଇବାକୁ କହିଲେ ବିଶେଷଜ୍ଞ

କରୋନା ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁ ନଥିବା କୁହାଯାଉଥିଲା। ହେଲେ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କରୋନା ଭାଇରସ୍‌ ବାୟୁରେ ରହୁଥିବା ସ୍ବିକାର କରିଛି। ଏହା...

ସେଲିବ୍ରିଟି ପେଟ୍‌

ବଲିଉଡ୍‌ର ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପୋଷା ଜୀବକୁ ନେଇ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ ଫଲୋୟର୍ସ ମଧ୍ୟ...

Advertisement
Archives

Model This Week