ଫୁରସତ

୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ ଧାଇଁ ଆସନ୍ତି ଲୋକେ। ସାଧାରଣତଃ ଲୋକେ ପାହାଡ଼ ଚଢ଼ନ୍ତି। ମାତ୍ର ଝରଣା ଚଢ଼ିବା...

ପ୍ରଥମ ରୋଜଗାର ଦାନରେ ସରିଥିଲା: ସାହିତି୍ୟକ ଅଜୟ ମହାପାତ୍ର

ପୁରୀ ଜିଲା ପାରିକୁଦର ବଡ଼ଝାଡ଼ ଗାଁରେ ମୋ ଜନ୍ମ। ସ୍କୁଲ୍‌ ଓ କଲେଜ ପଢାବେଳେ ଗପ, ନାଟକ ଲେଖିବା ଓ ନାଟକରେ ଅଭିନୟ କରିବା ମୋର ନିଶା ଥିଲା। ସିଭିଲ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର, ଓଡ଼ିଆରେ ଏମ.ଏ. ଓ ତା’ ସାଥିରେ...

ଅନେକରେ ଏକ ବାସୁଦେବ: ଲୋକକଳା ଭିତରେ ହଜିଯିବାକୁ ଚାହାନ୍ତି

ସେ ଭଲପାଆନ୍ତି ଲୋକକଳାକୁ। ଆଉ ତାରି ଭିତରେ ହିଁ ହଜିଯିବାକୁ ଚାହାନ୍ତି। ସେଥିପାଇଁ ପିଲାଟିଦିନରୁ ତାଙ୍କର ପୁରାଣଗୀତ, ଢଗଢମାଳି ଶୁଣିବାଠାରୁ ଆରମ୍ଭକରି ଗାଁରେ ଆୟୋଜିତ ଗୀତିନାଟ୍ୟରେ ଅଭିନୟ କରିବାରେ ଥିଲା ପ୍ରବଳ ଦୁର୍ବଳତା। ସେଥିପାଇଁ ସେ ଗୀତ ଲେଖିବା, କଣ୍ଠଦାନ...

ପିଲାଙ୍କ ଦୁନିଆ

ସମସ୍ତେ ସ୍ବାଧୀନତା ଶବ୍ଦଟିକୁ ବହୁତ ଗୁରୁତ୍ୱ ଦେଇ କଥା ହୁଅନ୍ତି। ଦେଶ ସ୍ବାଧୀନତା ଲାଭ କଲା ଆମର ବାକ୍‌ ସ୍ବାଧୀନତା ଦରକାର, ସ୍ବାଧୀନତା ବିନା ଜୀବନର ମୂଲ୍ୟ ନାହିଁ – ଏହିପରି ଅନେକ ପ୍ରକାରେ ଆମେ ସ୍ବାଧୀନତାକୁ ଏକ ଅମୂଲ୍ୟ...

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି କାଟିପାରିବ ବୋଲି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଫିଲିପାଇନ୍ସର ସିନେଟ୍‌ ବା ସଂସଦରେ...

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ ଅଘଟଣ ଉତ୍ତରପ୍ରଦେଶ ନୋଏଡ଼ାରେ ଘଟିଛି। କାର୍‌ରେ ବସି ସୌରଭ ମାଓ୍ବି ନାମକ ଜଣେ...

ଆଖିରେ ପଟି ବାନ୍ଧି ୧୬ କିମି ସ୍କେଟିଂ କଲେ ଏହି କୁନି ବାଳକ

ଲୁଧିଆନା ଜିଲାର ପ୍ରଣବ ନାମକ ଜଣେ ୬ ବର୍ଷର ବାଳକ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ରେ ୧୬ କିଲୋମିଟର ସ୍କେଟିଂ କରି ଗିନିଜ ଓ୍ବାଲର୍‌ଡରେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ପିତା କହିଛନ୍ତି, ବର୍ତ୍ତମାନ ଏହି...

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କଲେ ଏହି ଯୁବତୀ

୧୮ ବର୍ଷୀୟା ନୀଲାଂଶୀ ପଟେଲ ନିଜର ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଜରାଟରେ ରହୁଥିବା ନୀଲାଂଶୀଙ୍କ କେଶର ଲମ୍ବ ୬ ଫୁଟ ୬ ଇଞ୍ଚ। ନୀଲାଂଶୀ ୬ ବର୍ଷ ଦିନରୁ...

ସ୍ବାମୀଙ୍କ ଖୁସି ପାଇଁ ଛାଡ଼ପତ୍ର ଦେଲେ ସ୍ତ୍ରୀ, ପ୍ରେମିକାଙ୍କ ସହ କରାଇଲେ ବିବାହ

ସ୍ବାମୀଙ୍କ ଖୁସି ପାଇଁ ସ୍ତ୍ରୀ ୩ ବର୍ଷର ବିବାହକୁ ଭାଙ୍ଗିବା ସହ ପ୍ରେମିକାଙ୍କ ସହ ବିବାହ କରାଇବାରେ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସ୍ବାମୀସ୍ତ୍ରୀ ସମ୍ପର୍କର ଏଭଳି ଏକ ଚକିତ କଲା ଭଳି ଘଟଣା ନଜରକୁ ଆସିଛି। ଅପରପକ୍ଷେ...

୧୦୦ ଟଙ୍କାର ଦହି ଚୋରି କରିଥିଲେ ଏହି ଛାତ୍ରୀ, ଧରିବା ପାଇଁ ପୋଲିସ ଖର୍ଚ୍ଚ କଲା ୪୨୦୦୦ ଟଙ୍କା

ଅପରାଧୀଙ୍କୁ ଧରିବା ପାଇଁ ପୋଲିସକୁ ବେଳେବେଳେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। କିଛି ମାମଲାରେ ସଫଳତା ମିଳେ ତ ଆଉ କେତେବେଳେ ଅପରାଧୀ ଚକ୍‌ମା ଦେଖାଇ ଖସିଯାଏ। ଏପରିକି ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପ୍ରଶାସନ ବହୁ ଅର୍ଥ ମଧ୍ୟ...

୭୮ ବର୍ଷ ବୟସରେ ୧୭ ବର୍ଷୀୟ ଯୁବତୀଙ୍କୁ କରିଥିଲେ ବିବାହ, ୨୨ ଦିନ ପରେ ଘଟିଲା ଏଭଳି

ବୟସରେ ଛଅ ଦଶକରୁ ଅଧିକ ଅନ୍ତର ଥିବା ସତ୍ତ୍ୱେ ବିବାହ କରିଥିଲେ ଇଣ୍ଡୋନେସିଆର ଜଣେ ୭୮ ବର୍ଷୀୟ ବୃଦ୍ଧ। ସେ ୧୭ ବର୍ଷୀୟ ଜଣେ ଯୁବତୀଙ୍କ ହାତ ଧରିଥିଲେ। ଏହି ବିବାହ ଖବର ଶିରୋନାମା ମଧ୍ୟ ପାଲଟିଥିଲା। ହେଲେ ମାତ୍ର...

ପ୍ରେମିକାଙ୍କ ସହ ବ୍ରେକ୍‌ଅପ୍‌ ପରେ ପ୍ରେମିକ ନେଲେ ଏମିତି ପଦକ୍ଷେପ, ଯାହା କେବେ ଶୁଣି ନ ଥିବେ

ଯାହାକୁ ଆପଣ ହୃଦୟ ଦେଇ ଭଲ ପାଇଥିବେ ଯଦି ସେ ଆପଣଙ୍କଠାରୁ ଦୂରେଇ ଯିବେ ତେବେ ନିଶ୍ଚିତ କଷ୍ଟ ଲାଗିବ। ଏହା ପରେ କିଏ କେତେ କ’ଣ କାଣ୍ଡ ଘଟାଇଥାନ୍ତି। ମାତ୍ର କିଛି ଲୋକ ଅଛନ୍ତି, ପ୍ରଥମ ପ୍ରେମକୁ ଭୁଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri