ବୋହୂ ବିଦେଶିନୀ ମନ ଓଡ଼ିଆ
ଓଡ଼ିଶାର ସଂସ୍କୃତି, ପରମ୍ପରା ଅନନ୍ୟ। ଯାହାକୁ ଏବେ ଭଲ ପାଇ ବସିଛନ୍ତି କେତେଜଣ ବିଦେଶୀ ଝିଅ। ସେମାନଙ୍କ ଭିତରୁ କେତେକେ ଓଡ଼ିଆ ଯୁବକଙ୍କୁ ପ୍ରେମବିବାହ କରି ଖୁସିରେ ଘର ସଂସାର ବି କଲେଣି। ଆଉ ଓଡ଼ିଆ ଘର ବୋହୂମାନଙ୍କର ଚାଲିଚଳଣ, ବେଶଭୂଷା…
ଚାଇନାରେ ହେଉଥିଲା ସୂର୍ଯ୍ୟ ଦେବଙ୍କ ଉପାସନା
ବେଜିଂ,୨୦।୧୨: ପୁରାତନ ଚାଇନାରେ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଉଥିଲା। ଉତ୍ତର-ପଶ୍ଚିମ ଚାଇନାର ଝିଜିୟାଙ୍ଗ୍ ଉଇଗର ଅଞ୍ଚଳରୁ ଏକ ସ୍ମୃତିସୌଧରୁ ଏସମ୍ପର୍କରେ ତଥ୍ୟ ମିଳିଥିବା ପ୍ରତ୍ନତତ୍ତ୍ୱବିତ୍ ମାନେ ସୂଚନା ଦେଇଛନ୍ତି। ଏହି ସ୍ମୃତିସୌଧ ପ୍ରାୟ ୩୫୦୦ ବର୍ଷ ପୁରାତନ ବୋଲି କୁହାଯାଉଛି। ଇଲିସ୍ଥିତ…
କୁହୁଡ଼ିରୁ ପାଣି ‘ଫଗ୍ କ୍ୟାଚିଂ’, ମେଣ୍ଟୁଛି ଶୋଷ
ନୂଆଦିଲ୍ଲୀ: ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ପ୍ରକୋପ ସାଙ୍ଗକୁ ଆରମ୍ଭ ହୋଇଛି ଘନ କୁହୁଡ଼ି। ଶୀତଦିନେ ଦୁର୍ଘଟଣା ବୃଦ୍ଧି ପଛର ଅନ୍ୟତମ କାରଣ ‘ଫଗ୍’। ତେଣୁ କୁହୁଡ଼ି ଆଶଙ୍କାରେ ପାଣିପାଗ ବିଭାଗ ପକ୍ଷରୁ ଏବେ ଆଗୁଆ ସତର୍କ ସୂଚନା ଜାରି କରାଯାଉଛି।…
ଗୋଡରେ ଚେନ୍ ବାନ୍ଧି ୨୫ ମିନିଟ୍ରେ ପହଁରିଲେ ୧ କି.ମି.
ବେଙ୍ଗାଲୁରୁ: ଗୋଡ଼ ଚେନ୍ରେ ବନ୍ଧାହୋଇଥିବା ଅବସ୍ଥାରେ ପଦ୍ମାସନରେ ସମୁଦ୍ର ମଧ୍ୟରେ ପହଁରି ରେକର୍ଡର ଆଶା ରଖିଛନ୍ତି କର୍ନାଟକର ଜଣେ ଶିକ୍ଷକ। ଉଡୁପି ଜିଲା କୁଣ୍ଡପୁର ଜାତୀୟସ୍ତରୀୟ କାଲ୍ମଞ୍ଜା ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ନାଗରାଜ୍ ଖାର୍ଭି ଶୁକ୍ରବାର ଏଭଳି ଏକ ପ୍ରଚେଷ୍ଟାରେ…
ହୋଟେଲରେ ଖାଇବା ବିଲ୍ ୧୫ହଜାର, କିନ୍ତୁ ଓ୍ବେଟରଙ୍କୁ ଟିପ୍ସ ଦେଲେ ୩ ଲକ୍ଷ
ସାଧାରଣତଃ ଆମେ ଖାଇବାକୁ ବାହାର କୌଣସି ହୋଟେଲକୁ ଗଲେ ଭଲ ସେବା ପାଇଁ ଓ୍ବେଟରଙ୍କୁ ଟିପ୍ ଦେଇଥାଉ। ହେଲେ ଆମେରିକାରେ କିଛି ସାଙ୍ଗ ହୋଟେଲକୁ ଖାଇବାକୁ ଯାଇ ବିଲ୍ଠାରୁ ଅଧିକ ଟିପ୍ସ ଦେଇ ଏବେ ଚର୍ଚ୍ଚାରେ। ଘଟଣାଟି ପେନସିଲଭାନିଆର। ବନ୍ଧୁମାନେ ମିଶି…
ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ ଏଭଳି ପୋଷାକରେ ତାଙ୍କ ଘରେ ପହଞ୍ଚି ଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏହି…
ଏମିତି ଶପିଂ ମଲ୍, ଯେଉଁଠି କେବଳ ବିକ୍ରି ହୋଇଥାଏ ପୁରୁଣା ସାମଗ୍ରୀ
ସାଧାରଣତଃ ଯେକୌଣସି ଶପିଂ ମଲରେ ନୂଆ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଆଦି ବିକ୍ରି ହେଉଥିବା ଦେଖିଥିବେ। ମାତ୍ର ଏମିତି ଏକ ମଲ୍ ଅଛି ଯେଉଁଠି କେବଳ ପୁରୁଣା ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଏପରି ଏକ ଶପିଂ ମଲ୍…
ଛୋଟ କିନ୍ତୁ ବିଷାକ୍ତ
ବିଶ୍ୱରେ ଅନେକ ବିଷାକ୍ତ ପ୍ରାଣୀ ଅଛନ୍ତି । କିନ୍ତୁ ନିକଟ ଅତୀତରେ ବିଶ୍ୱର କ୍ଷୁଦ୍ରତମ ବିଷାକ୍ତ ବେଙ୍ଗ ଚିହ୍ନଟ କରାଯାଇଛି । ଯାହାର ଶରୀର ଏକ ସେଣ୍ଟିମିଟରରୁ ବି କମ୍ । ଯାହାକୁ ପେନ୍ସିଲ୍ର ମୁନ ଅଗରେ ଧରି ହେବ ।…
ନା ଗୁଗୁଲ ପେ’, ନା ଫୋନ ପେ’: ସିଧାସିଧା ପକେଟ ପେ’
ଲାଞ୍ଜ ନେବା ଏବଂ ଦେବା ଆଇନ ଅନୁଯାୟୀ ଅପରାଧ। ହେଲେ ଏବେ ବି ସରକାରୀ ଅଧିକାରୀମାନେ ଲାଞ୍ଚ ନେବାର ଭଳିକି ଭଳି ଉପାୟ ଆପଣାଉଛନ୍ତି। ଠିକ୍ ଯେମିତି ଏହି ଟ୍ରାଫିକ୍ କନଷ୍ଟେବଳ ମହିଳାଜଣଙ୍କ। ଗୁଗଲ ପେ’ କିମ୍ବା ଫୋନ୍ ପେ’ ଜରିଆରେ…
ଏହି ଦେଶରେ ୩୦ ସେକେଣ୍ଡରୁ ଅଧିକ ବିଳମ୍ବ ହୁଏ ନାହିଁ ଟ୍ରେନ୍
ସୂର୍ଯ୍ୟ ଉଦୟର ଦେଶ ଜାପାନ ଏହାର ସଂସ୍କୃତି, ଖାଦ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ବିଶ୍ୱ ପ୍ରସିଦ୍ଧ। ଜାପାନ ଏସିଆର ସବୁଠାରୁ ବିକଶିତ ଦେଶ ଭାବେ ପରିଗଣିତ। ଏଠାକାର ଲୋକମାନଙ୍କୁ ଦୁନିଆର ସବୁଠୁ ପରିଶ୍ରମୀ ଲୋକ ଭାବରେ ଗଣନା କରାଯାଏ। ଏହି ଦେଶ…
କୁୁକୁଡ଼ାକୁ ପିଟି ପଳେଇ ଆସୁଥିଲେ, ପଛରୁ ଆସି ଦେଲା ପାନେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ବିଶ୍ୱର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ, ଚେହେରା ଦେଖିଲେ ଫସିବେ
ଆପଣ ବିଶ୍ୱରେ ଅନେକ ମଡେଲ ଦେଖିଥିବେ। ଯେଉଁମାନେ କି ସେମାନଙ୍କ କାର୍ଯ୍ୟଦକ୍ଷତା ଆଉ ସୁନ୍ଦର ଚେହେରା ପାଇଁ ବେଶ୍ ପରିଚିତ। ମାତ୍ର ଏହି କଥାକୁ ଭାଙ୍ଗିଛନ୍ତି ଜଣେ ଶିକ୍ଷକ। ଯିଏ କି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା।…
Archives


