ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ ଏଭଳି ପୋଷାକରେ ତାଙ୍କ ଘରେ ପହଞ୍ଚି ଥିଲେ। ପରେ ତାଙ୍କୁ ଗିରଫ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉଭୟ ଅଧିକାରୀ ପେରୁ ପୋଲିସର ଆଣ୍ଟି ଡ୍ରଗ୍ସ ସ୍କ୍ବାଡ୍‌ର ଅଂଶ। ଏହି ଅପରେଶନ ହେତୁ ସେମାନଙ୍କ ଜଣେ ସାଣ୍ଟା କ୍ଲଜ ହୋଇଥିବାବେଳେ ଅନ୍ୟ ଅଧିକାରୀ ଜଣେ ଏଲ୍‌ଏଫ ହୋଇଥିଲେ। ଆମେରିକୀୟ, ଇଂରେଜ ଏବଂ ବ୍ରିଟିଶ ସଂସ୍କୃତିରେ ଖ୍ରୀଷ୍ଟମାସ ଏଲ୍‌ଏଫ ହେଉଛି ଏକ ଜୀବ। ଯିଏ ସାଣ୍ଟା କ୍ଲଜ ସହିତ ଉତ୍ତର ପୋଲରେ ବାସ କରେ ଏବଂ ସାଣ୍ଟାଙ୍କୁ ସାହାଯ୍ୟ କରେ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ସ୍କୁଲ ବାହାରେ ଡ୍ରଗ୍ସ ବିକ୍ରି କରୁଥିବା ଜଣାପଡ଼ଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ୧୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ

ଲଣ୍ଡନ,୧୯ ।୯: ପାଖାପାଖି ୭୦ ବର୍ଷ ବ୍ରିଟେନର ମହାରାଣୀ ରହିଥିବା ଏଲିଜାବେଥ ଦ୍ୱିତୀୟଙ୍କର ସୋମବାର ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ଏହି...

‘କରୋନା ଫ୍ଲୁ ନୁହେଁ, ଏକ ଆକ୍ରମଣ’

ଓ୍ବାଶିଂଟନ,୨୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ବିପୁଳ ଡଲାର ଢାଳିଦେବା ପରିବର୍ତ୍ତେ ଆଉ କିଛି ବିକଳ୍ପ ନାହିଁ। ଏହି ଭାଇରସ୍‌ ଏକ ଫ୍ଲୁ ନୁହେଁ, ବରଂ...

ଅଟୋରିକ୍ସାରେ ‘ହ୍ୟାଣ୍ଡଓ୍ବାଶ୍‌’ସୁବିଧା

ଥିରୁଭାନନ୍ତପୁରମ୍‌: ଭାରତରେ ସବୁଠାରୁ ଅଧିକ ସାକ୍ଷରତା ହାର ଏବଂ ଶିକ୍ଷିତ ରାଜ୍ୟଭାବେ ପରିଚିତ କେରଳ। ଏଠାରେ ଅଧିକାଂଶ ରିକ୍ସା ଏବଂ ଅଟୋ ଚାଳକ ମଧ୍ୟ ଗ୍ରାଜୁଏଟ୍‌...

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ସମୁଦ୍ର ତଳେ ପୋଷ୍ଟ ଅଫିସ

୧୮୭୪ ମସିହା ଠିକ୍ ଆଜିର ଦିନରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ପ୍ରତିଷ୍ଠା କରିବାକୁ ୨୨ ଦେଶ ସହମତି ପ୍ରକାଶ କରିଥିଲେ । ଏହାପରେ ୧୯୬୯ରେ ଜାପାନର...

ତଳକୁ ମୁହଁ କରି ଖାଉଥିଲା କୁକୁର: ପଛରୁ ଖୁମ୍ପିଲା କାଉ; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଜାପାନର ଘରେ ଘରେ ପାଳିତ ପଶୁ

ଟୋକିଓ: ଘରେ ପାଳିତ ପଶୁ ରଖିବା ଏବେ ଅନେକ ଲୋକଙ୍କ ସଉକ ପାଲଟିଛି। ବର୍ତ୍ତମାନର ଅଧୁନିକ ଯୁଗରେ ଏହା ଏକ ଟ୍ରେଣ୍ଡ ପାଲଟିଛି। ପ୍ରତ୍ୟେକ ଦେଶର...

ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ...

Advertisement
Archives

Model This Week