Posted inଫୁରସତ

ହାତୀକୁ ଖାଇବାକୁ ଦେଲାବେଳେ ବୁଲିପଡ଼ି କଲା ଏଭଳି, ଭିଡିଓ ଦେଖିଲେ..

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ହାତୀକୁ ଆଖୁ ଖାଇବାକୁ ଦେଉଥିବା ବେଳେ ସେ ଏହାକୁ ଧରି ବୁଲି ପଡ଼ି ବ୍ୟକ୍ତି ଜଣଙ୍କୁ ଗୋଇଠା ମାରୁଥିବା ଦେଖିବାକୁ ମିଳୁଛି। ପରେ ସେ ଆଖୁ ଫୋପାଡି ଦେଇ ଚାଲି ଯାଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ଉଦ୍ଭିଦରୁ ସଂକ୍ରମଣ ହେବାର ପ୍ରଥମ ଘଟଣା: କୋଲକାତାରେ ଆକ୍ରାନ୍ତ ହେଲେ ବ୍ୟକ୍ତି…

କୋଲକାତା,୧।୪ : ପଶ୍ଚିମବଙ୍ଗର କୋଲକାତାରେ ଏଭଳି ରୋଗ ବିଷୟରେ ଜାଣିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଉଦ୍ଭିଦରୁ ସଂକ୍ରମିତ ହୋଇଛନ୍ତି। ଏହି ରୋଗର ନାମ ହେଉଛି...

ବିମାନ ଦୁର୍ଘଟଣା ପୂର୍ବରୁ ଶେଷ ସେଲ୍ଫି

କୋଝିକୋଡ,୮।୮: କେରଳର କୋଝିକୋଡ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଶୁକ୍ରବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ...

ଅବସର ପରେ…

ଜୀବନ କର୍ମମୟ । କର୍ମ ହିଁ ଜୀବନ । ତେଣୁ ମଣିଷ କାମ କରେ । ହେଲେ ବୟସର ଅପରାହ୍ଣରେ ପହଞ୍ଚିଲା ପରେ ଧାଁ ଦଉଡ଼ ଜୀବନରୁ...

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି।...

କିଏ ୨୫ ତ କିଏ ୨୭: ବୟସରେ ବହୁତ ସାନ ଏହି ରାଜନେତାଙ୍କ ପତ୍ନୀ

କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ...

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି...

ମନ ଅସ୍ଥିିର ହେଲେ କରନ୍ତୁ ଏପରି…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଶାନ୍ତି ଆଣିଥାଏ ଆଉ ଏଥିଯୋଗୁ ପରିବେଶରେ...

Advertisement
Archives

Model This Week