ଫୁରସତ

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରେଭେନ୍‌ ପୂର୍ବରୁ ସିକ୍ୟୁରିଟି…

୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ କୂଳରେ ଅବସ୍ଥିତ ମିରାଗପୁର ଗାଁ ଏହାର ବିଶେଷ ଜୀବନଶୈଳୀ ଏବଂ ସ୍ବଭାବିକ୍‌ ଖାଦ୍ୟ ପାଇଁ…

ଭାରତ ବିଷୟରେ ଏଭଳି ଭାବନ୍ତି ଏହି ୧୧ ବର୍ଷର ପାକିସ୍ତାନୀ ବାଳକ; ଭିଡିଓ ଦେଖିଲେ ଅବାକ ହେବେ..

ଇସଲାମାବାଦ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସର୍ବଦା ଜଟିଳ। କଶ୍ମୀର ପ୍ରସଙ୍ଗ ହେଉ ଅବା ଆତଙ୍କବାଦକୁ ପୋତ୍ସାହନ, ସବୁ କ୍ଷେତ୍ରରେ ପାକିସ୍ତାନର ଭୂମିକା ସନ୍ଦେହ ଘେରରେ ରହିଥାଏ। ଏଥିଯୋଗୁ ପାକିସ୍ତାନବାସୀ ଭାରତ ବିଷୟରେ କ’ଣ ଚିନ୍ତା କରନ୍ତି ତାହା ଭାରତୀୟଙ୍କ ମନରେ ପ୍ରଶ୍ନ…

ଏମିତି ରାସ୍ତା, ଯାହା ଉପରେ ଚାଲିଲେ ଉତ୍ପନ୍ନ ହୁଏ ବିଦ୍ୟୁତ୍‌ ଶକ୍ତି

ଏମିତି ଏକ ରାସ୍ତା ଯାହା ଉପରେ ଚାଲିଲେ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ରାସ୍ତା ନିର୍ମାଣ କରିଥିବା ଅନୁସନ୍ଧାନକାରୀଙ୍କ ମୁଖ୍ୟ ଡା. ରାହୁଲ ଭୈଶ କହିଛନ୍ତି, ଏହି ରାସ୍ତା ନିର୍ମାଣ ପାଇଁ ପାଇଓଲୋଜିକ୍ଟ୍ରିକ୍‌ ସାମଗ୍ରୀ…

ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା ମଧ୍ୟ ଦେଇ ଗାଡ଼ି ଚଳାଚଳ ପାଇଁ ଅନୁମତି ନାହିଁ। କେବଳ ଏଥିରେ ଲୋକମାନେ ଚାଲି…

ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା ଛକଠାରୁ ଅଳ୍ପ ଦୂରରେ ରହିଛି ଏହି ସ୍ଥାନ। ବାଲିମେଳା ଛକରୁ ଟନେଲ କ୍ୟାମ୍ପକୁ…

ପୋଲିସ ଭୟରେ ଉଲଗ୍ନ ହୋଇ, ଗେଣ୍ଡା ଖାଇ ଏପରି ଭୟାନକ ସ୍ଥାନରେ ଲୁଚି ରହିଥିଲେ ବ୍ୟକ୍ତି

ଅଷ୍ଟ୍ରେଲିଆରେ ଜଣେ ପଳାତକ ଅପରାଧୀ ପୋଲିସକୁ ଭୟ କରି ଏପରି ଏକ ସ୍ଥାନରେ ଲୁଚି ରହିଥିଲେ ଯେଉଁଠାରେ ମୃତ୍ୟୁଛଡା ଆଉ କିଛି ନ ଥିଲା। ସେ ଅଷ୍ଟ୍ରେଲିଆର ଉତ୍ତରରେ ଥିବା ଏକ ଘଞ୍ଚ ଜଙ୍ଗଲର ଏକ ଆମ୍ବଗଛରେ ଲୁଚିଥିଲେ। ଗଛତଳେ ପାଣି…

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି ଚାହାନ୍ତି ନାହିଁ। ଏହି ଦେଶରେ ୧୨ ସଂଖ୍ୟାକୁ ଅଶୁଭ ବୋଲି କୁହାଯାଏ। ସେଥିପାଇଁ ଲୋକେ ପ୍ରତି କଥାରେ…

ଅଷ୍ଟ୍ରିଜ୍ ସହ ରେସ୍‌ରେ ଦୌଡିଲେ ଦୁବଇ କ୍ରାଉନ୍ ପ୍ରିନ୍ସ

ଆଜିକାଲି ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋକେ ହସି ହସି ବେଦମ୍ ହେଉଛନ୍ତି । ଏବେ ସେମିତି ଏକ ଭିଡିଓ ଆସିଛି ଦୁବଇରୁ । ଉକ୍ତ ଭିଡିଓରେ ଦୁବଇର କ୍ରାଉନ୍ ପ୍ରିନ୍ସ ଶେଖ ହମଦାନ ବିନ…

ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା

୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍‌ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି ପାସପୋର୍ଟ ସହିତ ୧୯୧ ଦେଶ ଭିଜା ମୁକ୍ତ ଯାତ୍ରା କରିପାରନ୍ତି। ଗତ ଚାରି ବର୍ଷ…

କ୍ଷୀର ବିକି କୋଟିପତି ଏହି ମହିଳା, ପ୍ରତିମାସକୁ ରୋଜଗାର…

ଗାନ୍ଧୀନଗର,୭।୧: ଜଣେ ମହିଳା କହିଛନ୍ତି କୌଣସି ବି ବ୍ୟବସାୟ ଛୋଟ ନୁହେଁ। କୌଣସି ଧର୍ମ ବି ବ୍ୟବସାୟଠାରୁ ବଡ଼ ନୁହେଁ। ୨୦୨୦ ମସିହାରେ, ଯେଉଁଠି ଲୋକମାନେ ଚାକିରି ହରାଇଥିଲେ, ତାଙ୍କ ନିକଟରେ କୌଣସି ବ୍ୟବସାୟ ନ ଥିଲା। ସେତେବେଳେ ବନାସକଣ୍ଠା ଜିଲାର…

ନିଜ ପୁଅଠାରୁ ସାନ ୩୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ଏହି ୮୧ ବର୍ଷର ମହିଳା: ଲୋକେ କହୁଛନ୍ତି ଏଭଳି..

ବ୍ରିଟେନରେ ରହୁଥିବା ଜଣେ ୮୧ ବର୍ଷୀୟା ମହିଳା ଆଇରିସ ଜୋନ୍ସ ତାଙ୍କ ଛାଡ଼ପତ୍ରକୁ ୪୦ ବର୍ଷ ପୂରିଥିଲେ ସୁଦ୍ଧା ଜଣେ ୩୬ ବର୍ଷୀୟ ଯୁବକ ତଥା ତାଙ୍କ ପୁଙ୍କଠାରୁ ବୟସରେ ସାନ ମହମ୍ମଦ ଅହମ୍ମଦ ଇବ୍ରାହିମଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri