ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ
ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ। ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ...
ଆମ ସମ୍ବିଧାନ କଥା
ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ ସମ୍ବିଧାନ। ଏହାକୁ ପୃଥିବୀର ସର୍ବୋତ୍ତମ ସମ୍ବିଧାନ ଭାବେ ମଧ୍ୟ ଗଣନା କରାଯାଏ। ୨୬...
ଭ୍ରମଣରେ ଦେଶପ୍ରୀତି
ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଭବ୍ୟ ପରେଡ୍ର ଆୟୋଜନ ହେବା ସହିତ ଦେଶପ୍ରୀତି ସମ୍ପର୍କିତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥାଏ। ତେଣୁ ଏହି ବିଶେଷ ଦିବସ ଅବସରରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ମନରେ...
ଜନଜାତି ସଂଗ୍ରହାଳୟ
ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ କେହି ଯଦି ଇଚ୍ଛାକରନ୍ତି ହୁଏତ କେଉଁ ଏକ ଦୂର...
ବିଶ୍ୱର ସବୁଠୁ ବଡ଼ ଗୁମ୍ଫା: ଯେଉଁଠି ତିଆରି କରି ହେବ ୪୦ ମହଲା କୋଠା
ଆପଣ ଅନେକ ଗୁମ୍ଫା ଦେଖିଥିବେ ମାତ୍ର ବିଶ୍ୱର ସବୁଠୁ ବଡ଼ ଗୁମ୍ଫା କେଉଁଟା ଏବଂ କେଉଁଠି ଅଛି ଜାଣନ୍ତି କି? ଆଜ୍ଞା ହଁ ଏପରି ଗୁମ୍ଫା ଭିଏତନାମାର ଏକ ଜଙ୍ଗଲ ମଧ୍ୟରେ ଅଛି। ଏହି ଗୁମ୍ଫା ଏତେ ବଡ଼ ଯେ,...
ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା
ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ ନିମ୍ନ ମଧ୍ୟବିତ୍ତ ଓ ଚାଷୀ ପରିବାରର ପିଲା ଭାବରେ ମୋତେ ଜୀବନରେ ବହୁବିଧ...
ବ୍ରେନ୍ ସର୍ଜରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମାଲିକ: ଗେଟ୍ ବାହାରେ ଗୋଟିଏ ସପ୍ତାହ ଅପେକ୍ଷା କଲା କୁକୁର
କୁକୁର ସବୁଠାରୁ ବିଶ୍ୱସ୍ତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀର ଇସ୍ତାନବୁଲରେ। ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ତାଙ୍କୁ ହସ୍ପିଟାଲ ବାହାରେ ଏକ ସପ୍ତାହ ଅପେକ୍ଷା କରି ରହିଥିଲା। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ। ବର୍ତ୍ତମାନ...
କିଏ ଏହି ମଡେଲ, ଯାହାଙ୍କୁ ଟ୍ରମ୍ପ୍ କରିଥିଲେ ବ୍ଲକ; ବାଇଡେନ କରୁଛନ୍ତି ଫଲୋ
ଓ୍ବାଶିଂଟନ,୨୪।୧ : ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଫିସିଆଲ ଟୁଇଟର ଆକାଉଣ୍ଟ ମିଳିଛି। ଏହି ଆକାଉଣ୍ଟରେ ସେ ୧୩ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରେ ବାଇଡେନଙ୍କ ସ୍ତ୍ରୀ ଜିଲ୍ ବାଇଡେନ, କମଳା ହାରିସଙ୍କ...
ପିକ୍ନିକ୍ ସ୍ପଟ୍: ଓ୍ବାଇଲ୍ଡଲାଇଫ୍ ୱାଚ୍ ଟାୱାର
ରାୟଗଡ଼ା ଜିଲାର ଅନେକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଥିପାଇଁ ବର୍ଷ ତମାମ ଭିଡ଼ ଜମିଥାଏ। ହେଲେ ଜିଲାର ଚନ୍ଦ୍ରପୁର ବ୍ଲକ୍ର ଅନ୍ୟତମ ଆକର୍ଷଣ ‘ଓ୍ବାଇଲ୍ଡଲାଇଫ୍ ଓ୍ବାଚ୍ ଟାଓ୍ବାର’ ଅନେକଙ୍କ ପାଇଁ ଏବେ ବି ଅଜଣା। ଡାଙ୍ଗସୋରଡ଼ା ପଞ୍ଚାୟତଠାରୁ ୫...
ଗୋଟିଏ ସାଇକେଲରେ ୧୦ ଜଣ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ...
ବିବାହ ପୂର୍ବରୁ ଜିଲାପାଳଙ୍କ ନିକଟରେ ଏମିତି ଗୁହାରି କଲେ ଯୁବତୀ, ଛୁଟୁଛି ପ୍ରଶଂସାର ସୁଅ
ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶର ଅଲୀଗଡ଼ରୁ ହୃଦୟକୁ ଛୁଇଁଗଲା ପରି ଖବର ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବତୀ ନିଜ ବାହାଘରରେ ବରଯାତ୍ରୀ ଆସିବା ପାଇଁ ଗାଁକୁ ରାସ୍ତା ନ ଥିବାରୁ ସିଧା ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି। ଯୁବତୀ ଜଣକ ଜିଲାପାଳଙ୍କୁ...
ଏମିତି ଶିକ୍ଷକ, ଯିଏ ପ୍ରତିଦିନ କରନ୍ତି ଛାତ୍ରୀଙ୍କ ପାଦପୂଜା
ମଧ୍ୟପ୍ରଦେଶର କଟନୀ ଜିଲାରେ ଜଣେ ଶିକ୍ଷକ ମହିଳା ଏବଂ ବାଳିକାମାନଙ୍କୁ ସମ୍ମାନ ଦେବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଏହି ଶିକ୍ଷକ ଦୀର୍ଘ ୨୩ ବର୍ଷ ହେବ ସ୍କୁଲରେ ଛାତ୍ରୀମାନଙ୍କ ପାଦପୂଜା କରିଆସୁଛନ୍ତି। ପ୍ରଥମେ ଛାତ୍ରୀମାନଙ୍କୁ ପୂଜା...
Archives


