ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର ପାଣି ବହୁଥିବାରୁ ଦେଖିବାକୁ ମିଳୁଛି। ପ୍ରକୃତରେ ଗାଁରେ ଥିବା ଏକ ଡାଇଙ୍ଗ୍‌ ଫ୍ୟାକ୍ଟ୍ରିରୁ ନିର୍ଗତ ହେଉଥିବା ଲାଲ୍‌ ରଙ୍ଗ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଜାଭାର ପେକଲୋଙ୍ଗନ ସହର ନିକଟରେ ଥିବା ଏକ ଗାଁରେ ଏଭଳି ଘଟିଛି। ତେବେ ଏହି ଭିଡ଼ିଓର ବ୍ୟବହାର ଖରାପ କାର୍ଯ୍ୟ ପାଇଁ କରାଯିବାର ଆଶଙ୍କା ରହିଥିବା କେତେକ ୟୁଜର କମେଣ୍ଟ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଗାଁରେ ପୋଷାକ ସମେତ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଡାଇଙ୍ଗ୍‌ କରାଯାଇଥାଏ। ସ୍ଥାନୀୟ ବାସିନ୍ଦା ଏହାଦ୍ୱାରା ନିଜର କୁଟୁମ୍ବ ପାଳନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ...

ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ...

ବରଫରେ ସ୍ପୋର୍ଟସ କାର୍‌ ନିର୍ମାଣ କଲେ ଯୁବକ

ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ...

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି...

ଲୋରି ଅଗ୍ନିରେ କାହିଁକି ପକାଯାଏ ରାଶି ଓ ବାଦାମ୍‌

ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍‌...

ମା’ ଝିଅଙ୍କୁ ୧୪ ବର୍ଷ ପରେ ଏକାଠି କଲା ଫେସବୁକ୍‌

ଫ୍ଲୋରିଡା,୧୬।୯: ଫ୍ଲୋରିଡାରୁ ୨୦୦୭ରେ ଅପହରଣ ହୋଇଥିଲେ ଜ୍ୟାକଲିନ ହର୍ନ୍ନାଡେଜ ନାମକ ଜଣେ ଯୁବତୀ। ଦୀର୍ଘ ୧୪ ବର୍ଷ ପରେ ଫେସବୁକ କାରଣରୁ ଅପହୃତା ଯୁବତୀ ତାଙ୍କ...

ବୋକୋ ହାରାମ୍‌ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି; ୧୫ ଆତଙ୍କବାଦୀ ଗିରଫ

ଫାର୍‌ ନର୍ଥ ରିଜିଅନ୍‌,୧୨।୬: କ୍ୟାମେରୁନ୍‌ରେ ବୋକୋ ହାରାମ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ୨୧ ଜଣ ସୁରକ୍ଷାକର୍ମୀ ଥିବାବେଳେ ୧୬...

ନରଓ୍ବେ

ୟୁରୋପ ମହାଦେଶର ଉତ୍ତର ଭାଗରେ ଥିବା ଏକ ଦେଶ ହେଉଛି ନରଓ୍ବେ। ଜାଣିବା ଏହି ଦେଶ ସମ୍ପର୍କରେ କିଛି ରୋଚକ ତଥ୍ୟ… ଏହି ଦେଶର ଉତ୍ତର...

Advertisement
Archives

Model This Week