Posted inଫୁରସତ

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚ୍ୟାଲେଞ୍ଜ ନେବା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…

ଜଣେ ୟୁଟ୍ୟୁବର ଲାଇଭ୍‌ କରି ମଦ ପିଇବା ପାଇଁ ୟୁଜରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଜଣେ ୬୦ ବର୍ଷୀୟ ବ୍ୟକ୍ତି ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ରେ ୧.୫ ଲିଟର ମଦ ପିଇ ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ‘ଦାଦାଜୀ’ ନାମକ ରୁଷିଆର ଜଣେ ବ୍ୟକ୍ତି ଅନ୍ୟ ଜଣେ ୟ୍ୟୁଟବରଙ୍କ ଦ୍ୱାରା କରାଯାଇଥିବା ଚ୍ୟାଲେଞ୍ଜକୁ ହାତକୁ ନେଇଥିଲେ। ଏଥିରେ ଚ୍ୟାଲେଞ୍ଜ ଥିଲା ଲାଇଭ୍‌ କରି ମଦ ପିଇବା। ତେଣୁ ଋଷିଆର ଏହି ୬୦ ବର୍ଷୀୟ ୟୁରି ଦୁଶୋକିନ୍‌ ଦେଢ଼ ଲିଟର ମଦ ପିଇବା ପରେ ତଳେ ପଡ଼ିଯାଇଥିଲେ। ତାଙ୍କର କିପରି ମୃତ୍ୟୁ ହେଲା ଲାଇଭ୍‌ରେ ଲୋକେ ସ୍ପଷ୍ଟ ଭାବେ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ...

ବିଶ୍ୱ ରେକର୍ଡ କଲେ ୧୦ ବର୍ଷର ଝିଅ

ଇଣ୍ଟରନେଟ ଏବଂ ଟେକ୍ନୋଲୋଜିର ଏହି ଯୁଗରେ ପିଲାମାନେ ବହୁତ ପ୍ରତିଭାଶାଳୀ ହୋଇପାରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ୧୦ ବର୍ଷୀୟା ଝିଅ ସାରା ଛିପା। ସାରା...

ସମସ୍ତ ସୂଚନା ପାଇବାକୁ ହକ୍‌ଦାର ଉପଭୋକ୍ତା

ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୫ ରେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଜଣେ ଗ୍ରାହକଙ୍କ ପାଖରେ ଥିବା ଅଧିକାର ବିଷୟରେ ସଚେତନତା ସୃଷ୍ଟି...

ଅଜବ ବ୍ୟାଗ୍‌

ଭଳିକିଭଳି ଅଜବ ଫ୍ୟାଶନ୍‌ ଆପଣେଇବାରେ ଯୁବପିଢ଼ି ସବୁବେଳେ ଆଗରେ। ଯେଉଁଥିରୁ ବାଦ୍‌ପଡ଼ିନି ବ୍ୟାଗ୍‌। ଜାଣିବା କେତୋଟି ଅଜବ ବ୍ୟାଗ୍‌ ସମ୍ପର୍କରେ… ଲିଜାର୍ଡ ଏବଂ ଫ୍ରଗ୍‌ ବ୍ୟାଗ୍‌:...

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ...

ବିପଦ ସଙ୍କୁଳ ସାମୁଦ୍ରିକ ଜୀବ

ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ,...

କେବେ ବି ପ୍ରଧାନମନ୍ତ୍ରୀ ହେବାକୁ ରାଜୀବ ଗାନ୍ଧୀଙ୍କ ଇଚ୍ଛା ନ ଥିଲା, କାରଣ ଜାଣିଲେ…

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମଦିବସ। ୧୯୪୪ ମସିହା ଅଗଷ୍ଟ ୨୦ରେ ରାଜୀବ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ...

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

Advertisement
Archives

Model This Week