Posted inଫୁରସତ

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚ୍ୟାଲେଞ୍ଜ ନେବା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ…

ଜଣେ ୟୁଟ୍ୟୁବର ଲାଇଭ୍‌ କରି ମଦ ପିଇବା ପାଇଁ ୟୁଜରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଜଣେ ୬୦ ବର୍ଷୀୟ ବ୍ୟକ୍ତି ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ରେ ୧.୫ ଲିଟର ମଦ ପିଇ ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ‘ଦାଦାଜୀ’ ନାମକ ରୁଷିଆର ଜଣେ ବ୍ୟକ୍ତି ଅନ୍ୟ ଜଣେ ୟ୍ୟୁଟବରଙ୍କ ଦ୍ୱାରା କରାଯାଇଥିବା ଚ୍ୟାଲେଞ୍ଜକୁ ହାତକୁ ନେଇଥିଲେ। ଏଥିରେ ଚ୍ୟାଲେଞ୍ଜ ଥିଲା ଲାଇଭ୍‌ କରି ମଦ ପିଇବା। ତେଣୁ ଋଷିଆର ଏହି ୬୦ ବର୍ଷୀୟ ୟୁରି ଦୁଶୋକିନ୍‌ ଦେଢ଼ ଲିଟର ମଦ ପିଇବା ପରେ ତଳେ ପଡ଼ିଯାଇଥିଲେ। ତାଙ୍କର କିପରି ମୃତ୍ୟୁ ହେଲା ଲାଇଭ୍‌ରେ ଲୋକେ ସ୍ପଷ୍ଟ ଭାବେ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ଶିବଲିଙ୍ଗ ରଙ୍ଗ ଦିନକୁ ତିନିଥର ପରିବର୍ତ୍ତନ ହୁଏ

ଦେଶରେ ଭଗବାନ ଭୋଳାନାଥଙ୍କର ହଜାର ହଜାର ମନ୍ଦିର ରହିଛି। ତନ୍ମଧ୍ୟରୁ କିଛି ମନ୍ଦିରରେ ଏଭଳି ଚମତ୍କାରୀ ଶିବଲିଙ୍ଗ ରହିଛି, ଯାହାର ରହସ୍ୟ ଆଜିଯାଏ ବୈଜ୍ଞାନିକ ମଧ୍ୟ...

ଏମିତି ସହର, ଯେଉଁଠି କୌଣସି ଗଳି କିମ୍ବା ରାସ୍ତାର ନାଁ ନାହିଁ

ଜର୍ମାନୀ: ଆଜିର ସମୟରେ ଗଳିକନ୍ଦି, ସାହିବସ୍ତିର ନାଁ ଥିବାବେଳେ ବିଶ୍ୱରେ ଏମିତି ଏକ ସହର ରହିଛି, ଯେଉଁଠି ମୁଖ୍ୟ ଛକକୁ ଛାଡ଼ିଦେଲେ ଅନ୍ୟ କୌଣସି ଛକ,...

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ...

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ...

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଚଢ଼ାଯାଏ ସିଗାରେଟ

ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଭୋଳାନାଥଙ୍କର ଭାଙ୍ଗ, ବେଲପତ୍ର ଏବଂ ଦୁଦୁରା...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍‌ ପ୍ରସ୍ତୁତ କରୁଛନ୍ତି ୯୯ ବର୍ଷୀୟା ବୃଦ୍ଧା

ପୁନେ,୩୧।୫: ଦେଶରେ ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ବହୁ ଲୋକ ଆଗେଇ...

କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ...

Advertisement
Archives

Model This Week