Posted inଫୁରସତ

ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…

ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ ଏହା ପଛରେ ବି କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ମୃତଦେହ ବ୍ୟବଚ୍ଛେଦ ଏକ ପ୍ରକାର ଅପରେଶନ ବା ଅସ୍ତ୍ରୋପଚାର। ଯେଉଁଥିରେ ମୃତଦେହର ପରୀକ୍ଷଣ କରାଯାଇଥାଏ। ଏଥିପାଇଁ ଏହି ପରୀକ୍ଷା କରାଯାଏ କି ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ ବୋଲି। ମୃତଦେହ ବ୍ୟବଚ୍ଛେଦ ପାଇଁ ଆତ୍ମୀୟ ପରିଜନଙ୍କ ସହମତି ମଧ୍ୟ ଅନିବାର୍ଯ୍ୟ। କିଛି ମାମଲାରେ ପୋଲିସ ଅଧିକାରୀ ମୃତଦେହ ବ୍ୟବଚ୍ଛେଦ କରାଇଥାନ୍ତି। ଯେମିତି କି ହତ୍ୟା ମାମଲାରେ।

ଏକ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୧୦ ଘଣ୍ଟା ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥାଏ। ଅଧିକ ସମୟ ପରେ ମୃତଦେହରେ ପ୍ରାକୃତିକ ପରିବର୍ତ୍ତନ ହୋଇଥାଏ। ତେଣୁ ମୃତଦେହ ବ୍ୟବଚ୍ଛେଦ ସୂର୍ଯ୍ୟୋଦୋୟରୁ ସୂର୍ଯ୍ୟାସ୍ତ ଭିତରେ ହିଁ କରାଯାଇଥାଏ। ଏହା ପଛର କାରଣ ହେଲା ରାତିରେ ଟ୍ୟୁବ୍‌ଲାଇଟ୍‌ କିମ୍ବା ଏଲ୍‌ଇଡିର କୃତ୍ରିମ ଆଲୋକ ଆଘାତ ଲାଗିଥିବା ଲାଲ୍‌ ରଙ୍ଗ ବାଇଗଣୀ ଦେଖାଯାଇଥାଏ ଏବଂ ଫରେନ୍‌ସିକ୍‌ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତରେ ଉଲ୍ଲେଖ ନାହିଁ। ପ୍ରାକୃତିକ ଏବଂ କୃତ୍ରିମ ଆଲୋକରେ ଏହା ଅଲଗା ଦେଖାଯାଏ। ଏହି ବ୍ୟବଚ୍ଛେଦ ରିପୋର୍ଟକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ। ଭାରତୀୟ କୋର୍ଟରେ ଗ୍ରହଣ କରାଯାଇଥିବା ମୋଦିଙ୍କ ପୁସ୍ତକ ଜୁରିସପ୍ରୁଡେନ୍ସ ଟକ୍ସିକୋଲଜିରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ରାତିରେ ମୃତଦେହ ବ୍ୟବଚ୍ଛେଦ ପଛରେ ମଧ୍ୟ ଏକ ଧାର୍ମିକ କାରଣ ରହିଛି। ଅନେକ ଧର୍ମରେ ରାତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଏ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ମୃତକଙ୍କ ବ୍ୟବଚ୍ଛେଦ ରାତିରେ କରା ନ ଯାଇ ଦିନରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri