ଫୁରସତ

ଭାଲେଣ୍ଟାଇନ୍‌ ଡେ’ରେ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, ଲୋକେ କହିଲେ ସବୁଠୁ ବଡ ଉପହାର

ଆଜି ଫେବୃୟାରୀ ୧୪, ସମଗ୍ର ବିଶ୍ୱରେ ଆଜି ଭାଲେଣ୍ଟାଇନ ଡେ’ ଅର୍ଥାତ୍‌ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। କରୋନା ଯୋଗୁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ଅଧିକ ଖାସ୍‌ ହୋଇନାହିଁ। ଏହି ବିଶେଷ ଦିନରେ ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ…

ବେଣୀ ପାଇଁ…

କେଶସଜ୍ଜା ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ। ବିଭିନ୍ନ ପ୍ରକାରର କେଶସଜ୍ଜା ମଧ୍ୟରେ ବେଣୀର ଫ୍ୟାଶନ ବହୁ ପୁରାତନ କାଳରୁ ଚାଲି ଆସିଛି। ତେବେ ଆଜିକାଲି ବେଣୀକୁ ଟିକେ ମଡର୍ନ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାର ବେଣୀ ବାନ୍ଧିବା ଶୈଳୀ…

ପ୍ରେମଦିବସ ପାଇଁ ପ୍ରେମସ୍ଥଳୀ

ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସକୁ ପ୍ରେମୀଯୁଗଳଙ୍କର ଅପେକ୍ଷା ରହିଥାଏ। କେବେ ଆସିବ ଏହି ଶୁଭଦିନ, ଆଉ ସେମାନେ ସାଥୀ ହୋଇ ବୁଲିଯିବେ ଦୂର କେଉଁ ଏକ ନିକାଞ୍ଚନ ସ୍ଥାନକୁ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ସେଠାରେ ସେମାନେ…

ଦେଶପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ପାଇକ ପୁଅ

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼।ଏ ବୀରମାଟିର ଉଷ୍ମ ରକତେ ଯୁଗଯୁଗ ଧରି ଉଷ୍ମତର। ଏପରି ଆହ୍ବାନ ଦେଉଥିବା କବିତା ମନେପକାଇଦିଏ- ଓଡ଼ିଶାର ପାରମ୍ପରିକ ସମରକଳା ପାଇକ ଆଖଡ଼ାକୁ । ଏମିତି ସମରକଳା କଥା ମନେପଡ଼ିଲେ ପ୍ରଥମେ ମନକୁ ଆସେ ଖୋର୍ଦ୍ଧାଗଡ଼…

ଅନ୍ତରଙ୍ଗତାର ଅନ୍ୟ ଏକ ନାଁ ମାନମୟୀ-ପବିତ୍ର

ପ୍ରେମ ତାଙ୍କ ସମ୍ପର୍କ ଗଢିଛି, ବିଶ୍ୱାସ ସେମାନଙ୍କୁ ଜିଇଁବା ଶିଖେଇଛି। ଆଉ ପରସ୍ପର ପ୍ରତି ସମ୍ମାନ ତାଙ୍କୁ ଅଧିକରୁ ଅଧିକ ନିକଟତର କରି ଆଗକୁ ଆଗକୁ ଚାଲିବା ଶିଖେଇଛି, ଯେଉଁଥିପାଇଁ ଉଭୟ ଉଭୟଙ୍କ ଅସ୍ତିତ୍ୱକୁ ଖୁବ୍‌ ସୁନ୍ଦର ଭାବରେ ସ୍ବୀକାର କରିଛନ୍ତି……

ଖାକି ବଦଳରେ କୋଲକାତା ପୋଲିସ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ, କାରଣ ଜାଣିଲେ…

ସାଧାରଣତଃ ଆମ ଦେଶରେ ପୋଲିସମାନେ ଖାକି ରଙ୍ଗର ପୋଷାକ ପିନ୍ଧିଥାନ୍ତି। ମାତ୍ର ଆପଣ ଜାଣନ୍ତି କି କେବଳ କୋଲକାତାର ପୋଲିସମାନେ ହିଁ ଧଳା ପୋଷାକ ପିନ୍ଧିଥାନ୍ତି। ଜାଣନ୍ତୁ କ’ଣ ରହିଛି ଏହାର କାରଣ… ଖାକି ଏବଂ ଧଳା ପୋଷାକ ଇଂରେଜମାନଙ୍କ ଅମଳରୁ…

ପ୍ରଥମ ଦରମା ବାବାଙ୍କ ହାତରେ ଦେଇଥିଲି: ପ୍ରତିଭା ବଳିୟାର ସିଂ

ଖୋର୍ଦ୍ଧା ଜିଲା ବାଣପୁର ନିକଟସ୍ଥ ସାଲୁଣୀ ଗାଁରେ ମୋ ଜନ୍ମ। ମାମା ସଚଳା ସୁନ୍ଦରୀ ବଳିୟାର ସିଂ ଓ ବାବା କୃଷ୍ଣଚନ୍ଦ୍ର ବଳିୟାର ସିଂଙ୍କର ୯ ପୁଅଝିଅ(୭ ଝିଅ ଓ ୨ ପୁଅ)ଙ୍କ ମଧ୍ୟରୁ ମୁଁ ହେଲି ୬ ନମ୍ବର। ମାମା…

ରୋମାଣ୍ଟିକ୍‌ ପ୍ଲାଣ୍ଟ

ପ୍ରେମର ଦିବସରେ ମନର ମଣିଷକୁ ଉପହାର ଦେବାକୁ ସମସ୍ତେ ଚାହାନ୍ତି । ଆଉ ସେହି ଉପହାର ଖାସ୍‌ ହେଉ ତାହା ବି ସମସ୍ତେ ଚାହାନ୍ତି । ସେଥିପାଇଁ ତ ଅନେକ ଟଙ୍କା ଖର୍ଚ୍ଚ କରି କିଣାଯାଏ ଦାମୀଦାମୀ ଉପହାର। ହେଲେ ବେଳେବେଳେ…

ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…

ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି ସୁନ୍ଦର ରୂପ ରଙ୍ଗ। କେବଳ ନିର୍ମଳ ମନଟିଏ ଆବଶ୍ୟକ ହୁଏ ଜଣଙ୍କର ହୃଦୟକୁ ଚିହ୍ନିବାକୁ…

ଅନେକ ଥର ପ୍ରେମରେ ପଡ଼ିଥିଲେ ବିଜୟ ମାଲ୍ୟା , ୩ ଜଣଙ୍କୁ କରିଛନ୍ତି ବିବାହ

ବିଜୟ ମାଲ୍ୟାଙ୍କୁ କିଏ ବା ନ ଜାଣେ। ଏକଦା ସମୟ ଥିଲା ସେ ଭାରତର ସବୁଠୁ ସଫଳ ଉଦ୍ୟୋଗୋପତି ଭାବରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଜୀବନ ଅନେକ ଅଙ୍କାବଙ୍କା ରାସ୍ତା ଦେଇ ଗତି କରିଥିଲା। ୧୭ଟି ଭାରତୀୟ ବ୍ୟାଙ୍କରୁ ୯୦୦୦…

ରେଷ୍ଟୁରାଣ୍ଟରେ କାମ କରୁଥିବା ସୋନିଆଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ରାଜୀବ, ଇଟାଲୀରେ ଏଭଳି ଆଗକୁ ବଢ଼ିଥିଲା କଥା…

ସୋନିଆ ଗାନ୍ଧୀ-ରାଜୀବଙ୍କ ପ୍ରେମକାହାଣୀ ଗାନ୍ଧୀ ପରିବାରର ଦ୍ୱିତୀୟ ତଥା ସବୁଠାରୁ ଚର୍ଚ୍ଚିତ ଲଭ୍‌ଷ୍ଟୋରୀ । ସୋନିଆଙ୍କୁ ପ୍ରଥମ ଦେଖାରେ ମନ ଦେଇଥିଲେ ରାଜୀବ। ଇଟାଲୀର ସାଧାରଣ ପରିବାରରୁ ଆସନ୍ତି ସୋନିଆ। ସେ କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ପଢ଼ୁଥିଲେ। ଏହି ସମୟରେ ରାଜୀବଙ୍କ ସହ…

ମା’ଙ୍କ ଯତ୍ନ ନେଉଥିବା ବେଳେ ଝିଅ ଇନ୍ଦିରାଙ୍କ ପ୍ରେମରେ ପଡ଼ିଥିଲେ ଫିରୋଜ୍‌: ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହୋଇଥିଲା…

ଭାରତୀୟ ରାଜନୀତିରେ ଇନ୍ଦିରା-ଫିରୋଜ ଗାନ୍ଧୀଙ୍କ ଲଭ୍‌ଷ୍ଟୋରୀ ବେଶ ଚର୍ଚ୍ଚିତ। ଉଭୟ ୧୯୩୦ରେ ପରସ୍ପରକୁ ଭେଟିଥିଲେ। ସ୍ବାଧୀନତା ସଂଗ୍ରାମ ସମୟରେ ଇନ୍ଦିରାଙ୍କ ମା’ କମଳା ନେହେରୁ ଏକ କଲେଜ ସମ୍ମୁଖରେ ଧାରଣା ଦେଉଥିବା ସମୟରେ ଚେତାଶୂନ୍ୟ ହୋଇଯାଇଥିଲେ। ଏହି ସମୟରେ ଫିରୋଜ ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri