ଫୁରସତ

ଲିଙ୍ଗ ପରିବର୍ତ୍ତନ କରି ଭଉଣୀ ହେଲେ ଯାଆଁଳା ଭାଇ

ବ୍ରାଜିଲରେ ରହୁଥିବା ୨ ଯାଆଁଳା ଭାଇ ସେମାନଙ୍କର ଅଧିକାଂଶ କାମ ଏକାଠି କରିଥାନ୍ତି। ଏବେ ଏହି ୨ ଭାଇ ଏକତ୍ରି ଟ୍ରାନ୍ସଜେଣ୍ଡର ଅପରେଶନ କରି ରେକର୍ଡ କରିଛନ୍ତି। ୧୯ ବର୍ଷୀୟ ଏହି ୨ ଭାଇ ଲିଙ୍ଗ ଅସ୍ତ୍ରୋପଚାର କରି ଝିଅ ହୋଇଛନ୍ତି।…

ଭାଇରାଲ ହେଉଛି ‘ବ୍ୟାଟେଲ୍‌ ଅଫ୍‌ ପ୍ରତାପଗଡ଼’ ଭିଡିଓ

ପ୍ରତାପଗଡ଼,୨୬।୨: ସୋସିଆଲ ମିଡିଆରେ ୟୁଜର୍ସ ଉତ୍ତର ପ୍ରଦେଶର ବାଗପଟଠାରେ ଚାଟ ବିକାଳିଙ୍କ ମଧ୍ୟରେ ହୋଇଥିବା ଛଟ ଫାଇଟ୍‌ ଭିଡିଓର ମଜା ନେଉଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଷ୍ଟ୍ରିଟ୍‌ ଫାଇଟ୍‌ର ଫୁଟେଜ। ଏଥର ମଧ୍ୟ ରାଜ୍ୟ ସମାନ। କିନ୍ତୁ ଯୁଦ୍ଧ ପୁରୁଷଙ୍କ…

୧୦୦ ଟଙ୍କାରୁ ମିଳିଲା ୧ କୋଟି

ପଞ୍ଜାବର ଅମ୍ରିତସରର ଜଣେ ମହିଳା ୧୦୦ ଟଙ୍କା ଦେଇ କିଣିଥିଲେ ଏକ ଲଟେରି। ଆଉ ପ୍ରଥମ ପୁରସ୍କାର ବାବଦକୁ ଜିତିଛନ୍ତି ୧ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ରଖାଯାଇଥିବା ବିବୃତି ଅନୁଯାୟୀ, ଲଟେରିର ପ୍ରଥମ ପୁରସ୍କାର ବିଜେତା ରେଣୁ ଚୌହ୍ବାନ…

ଝିଅ ପାଇଁ ସ୍ବତନ୍ତ୍ର ଗଜରା ତିଆରି କଲେ ମା’, ଛୁଟୁଛି ପ୍ରଶଂସାର ସୁଅ

ସାଧାରଣତଃ ମହିଳାମାନେ ମୁଣ୍ଡରେ ଗଜରା ବାନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଜଣେ ମା ନିଜ ଝିଅ ପାଇଁ ଏକ ସ୍ବତନ୍ତ୍ର ଗଜରା ତିଆରି କରିଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗଜରାର ଫଟୋ ଏବେ ସୋସିଆଲ ମିଡିଆରେ ତୀବ୍ର…

ମୃତଦେହ ରାତିରେ ନୁହେଁ, କାହିଁକି ଦିନରେ ହୁଏ ବ୍ୟବଚ୍ଛେଦ; କାରଣ ଜାଣିଲେ…

ଆମ ମନକୁ ବେଳେବେଳେ ଏମିତି କିଛି ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା କଷ୍ଟକର ହୋଇଥାଏ। ଏହି ଯେମିତି ଏକ ପ୍ରଶ୍ନ ମନକୁ ଆସେ ପୋଷ୍ଟମର୍ଟମ ବା ମୃତଦେହ ବ୍ୟବଚ୍ଛେଦ କ’ଣ ପାଇଁ ଦିନରେ ହୋଇଥାଏ। କାହିଁକି ରାତିରେ ହୁଏନାହିଁ। ତେବେ…

ଯେଉଁଠି କୁକୁର-ବିଲେଇ କରନ୍ତି ରକ୍ତ ଦାନ

ମଣିଷଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ସମସ୍ତେ ଜାଣିଥିବେ । ହେଲେ କୁକୁର-ବିଲେଇଙ୍କ ପାଇଁ ବି ରହିଛି ବ୍ଲଡ ବ୍ୟାଙ୍କ । କଥାଟା ଟିକେ ଭ୍ରୁକୁଞ୍ଚନ ସୃଷ୍ଟି କରୁଥିଲେ ବି ସତ । ବିଶ୍ୱର କିଛି ଦେଶରେ ଏମିତି ବ୍ଲଡ…

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର କରିଛନ୍ତି। ଉଷାକାନ୍ତ ନାମକ ଜଣେ ଇଞ୍ଜିନିୟର ନିଜର ପୁରୁଣା ବାଇକ୍‌କୁ ଇଲେକ୍ଟ୍ରିକ୍‌ ବାଇକ୍‌କୁ ପରିବର୍ତ୍ତନ…

ସ୍ତ୍ରୀ ଝଗଡ଼ା କରିବାରୁ ସ୍ବାମୀ କଲେ ଏମିତି

ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ଅଜବ ଉପାୟରେ ନିଜର କାନ ବନ୍ଦ କରୁଛନ୍ତି। ଭିଡିଓ ଦେଖିଲେ ମନକୁ…

ଶାଶୁଙ୍କ ଜନ୍ମଦିନରେ ବୋହୂ ଟିନା ଅମ୍ବାନୀ ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

ଅମ୍ବାନୀ ପରିବାରର ବୋହୂ ଟିନା ଅମ୍ବାନୀ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସେ ଶାଶୁ କୋକିଳାବେନ୍‌ ଅମ୍ବାନୀଙ୍କ ଜନ୍ମଦିନ ଉପଲକ୍ଷେ ଶେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଶକ୍ତି…

ଛୁଟି ନେବା ପାଇଁ ଏମିତି ଅପହରଣ ନାଟକ ରଚିଲେ କର୍ମଚାରୀ, ଶେଷରେ ହରାଇବାକୁ ପଡ଼ିଲା ଚାକିରି

ଅଫିସରୁ ଛୁଟି ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ବାହାନା ଖୋଜନ୍ତି। ଯେମିତି ଚାହିଁଥାନ୍ତି ବସ୍‌ ତାଙ୍କୁ ଆରାମରେ ଛୁଟି ମଞ୍ଜୁର କରିଦିଅନ୍ତୁ। ସେହିପରି ଆମେରିକାର ଏରିଜୋନାରେ ରହୁଥିବା ୧୯ ବର୍ଷୀୟ ଜଣେ କର୍ମଚାରୀ ଛୁଟି ନେବା ପାଇଁ ଏମିତି ଏକ…

ରହସ୍ୟମୟ ଭାବେ ବେଡ୍‌ ତଳକୁ ଚାଲିଗଲା ଝିଅ, ସିସିଟିଭି ଫୁଟେଜ ଦେଖି ବାପା ବେହୋସ

କୁନି ଝିଅଟିଏ ବେଡ୍‌ରେ ଶୋଇଥିଲା। ହଠାତ୍‌ ରହସ୍ୟମୟ ଭାବେ ସେ ବେଡ୍‌ ତଳକୁ ଚାଲିଗଲା। ଯାହା ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଏହା ଦେଖି ଝିଅଟିର ବାପା ବେହୋସ ହୋଇଗଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଚାଟ୍‌ ଦୋକାନୀଙ୍କ ‘ମହାଭାରତ’: ହାତରେ ଯାହା ମିଳିଲା କଲେ ଆକ୍ରମଣ; ଭିଡିଓ ଭାଇରାଲ ପରେ..

ବାଗପତ: ଉତ୍ତରପ୍ରଦେଶର ବାଗପତରେ ଚାଟ୍‌ ଦୋକାନୀଙ୍କ ମଧ୍ୟରେ ମାର୍‌ପିଟ୍‌ର ଏକ ୫ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୋକାନୀମାନେ ପରସ୍ପରକୁ ଲାଠିରେ ଆକ୍ରମଣ କରୁଥିବା ଦେଖାଯାଇଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ହେଲେ ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri